Breaking News

European ECMWF କଲେ ବଡ଼ ଆକଳନ, ଫୁଣି ମେ ମାସରେ ହେବ ବଡ଼ ଧରଣ ବାତ୍ୟା, ଏହି ସବୁ ଜିଲ୍ଲାରେ ପବନ ର ବେଗ ଘଣ୍ଟା ପ୍ରତି ୧00 କିମି ରହିବ…ଦେଖନ୍ତୁ

ବର୍ତମାନର ବଡ ଖବର ପାଣିପାଗକୁ ନେଇ ବଡ଼ ସୂଚନ ମାଡି ଆସୁଛି ଫୁଣି ଏକ ନୂଆ ବାତ୍ୟା ତେବେ ଓଡିଶା ମୁଁହା ବାତ୍ୟା ଲଗୁଚାପ ଆଣିବାକି ବାତ୍ୟା IMD | DG କଣ କହିଲେ ଜାଣି ରଖନ୍ତୁ | ଲଘୁଚାପ ଆଣିବାକି ବାତ୍ୟା ମେ 4ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ଆଖ ପାଖ ଅଞ୍ଚଳରେ ଏକ ଘୁନି ବଳୟ ହେବାର ସମ୍ଭାବନା ରହିଛି ଏହାର ପ୍ରଭାବରେ ଆସନ୍ତା 6 ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଯଥା ତାର ପାଖ ପାଖି ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି |

ଲଘୁଚାପ ସୃଷ୍ଟି ହେବାର 24 ଘଣ୍ଟା ମଧ୍ୟରେ ଏହା ଆହୁରି ଅଧିକ ଘନିଭୁତ ହେବାର ସମ୍ଭାବନା ରହିଛି ଏହା କୁ ନେଇ ବଙ୍ଗପ ସାଗରରେ ବାତ୍ୟାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି IMD, DG ମୃତୁଞ୍ଜୟ ମହାପାତ୍ର କହିଛନ୍ତି ମେ ମାସରେ ସୃଷ୍ଟି ହେଉଥିବା ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି | ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଯାଇ ବାତ୍ୟା ସମ୍ପର୍କରେ ସବୁ ସୂଚନା ମିଳିପାରିବ ବୋଲି ସେ କହିଛନ୍ତି ତେବେ ବାତ୍ୟାର ଗତିପଥ ବାତ୍ୟାର ତୀବ୍ରତା ଏବଂ ଏହା କେଉଁ ଉପକୂଳରେ ପହଞ୍ଚିବା ତାହା ପୂର୍ବାନୁମାନ କରାଯାଇନାହିଁ |

ସେପଟେ ରାଜଧାନୀରେ ପାଗ ମେଘୁଆ ସହ କିଛି ସ୍ଥାନରେ ମାଧ୍ୟମ ସ୍ଥରରେ ବର୍ଷା ହେବାର ସମ୍ଭାବନା ରହିଛି | ରାଜ୍ୟରେ ବଦଳିଛି ପାଗ ତାତିରୁ ମିଳିଲା ଆଶସ୍ତୀ ସକ୍ରିୟ ହେଲା କାଳ ବୈଶାଖୀ ଓଡ଼ିଶାର ଅନେକ ସ୍ଥାନରେ ଦିନର ତାପମାତ୍ର ତଳକୁ ଖସିବା ସହ ସମ୍ଭାବନା ରହିଛି | 2ରୁ 3ଡିଗ୍ରୀ ଖସିବା ଦିନର ତାପମାତ୍ରା | ଆଜି ସକାଳୁ ରାଜଧାନୀରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ହାଲୁକା ଧରଣର ବର୍ଷା ହେଉଛି |

ତେବେ ୮ରେ ଭୀଷଣ ବାତ୍ୟାର ରୂପ ନେବ ଲଘୁଚାପ ଗ୍ରୀଷ୍ମ ଜଳରେ ଛଟପଟ କଲା ଏପ୍ରିଲି ମେ ରେ ଦିନ ତାପମାତ୍ର ପ୍ରକାପ ଅପେଖ୍ୟା କାମ ରହିବ ହେଲେ ରାତିରେ ତାପମାତ୍ରା ବଢିବ | ଆକଳନ କରାଯଇଛି ଓଡ଼ିଶାରେ ବାତ୍ୟା ମାଡ଼ ହେବ ଯଦି ପାଣିପାଗ ବିଭାଗ ସ୍ପଷ୍ଟ ଚିତ୍ର ଦେଇନାହିଁ କୃଷି ପାଣିପାଗ ବିସାରତ ଡ଼ଃ ସୁରେନ୍ଦ୍ର ନାଥ ପଶୁପାଳକ ଏବଂ ବିଶିଷ୍ଟ ପାଇପାଗ ବୈଜ୍ଞନୈକ ଡ଼ଃ ସରୋଜ ଚନ୍ଦ୍ର ସାହୁ ସୂଚାଇ ଛନ୍ତି ଉତର ଆନ୍ଦ୍ର କିମ୍ବା ଓଡ଼ିଶାରେ ସ୍ଥଳଭାଗ ଛୁଇଁବ ବାତ୍ୟା | ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଏହାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଯିବ ବୋଲି ପାଣିପାଗ ବୈଞ୍ଜାନିକ ମାନେ କହିଛନ୍ତି |

About odisha news

Check Also

ଟଳିଲା ବାତ୍ୟା ଆସାନି ଏହି ସବୁ ଜିଲ୍ଲାକୁ ପ୍ରବଳ ବର୍ଷା ସହିତ ଘଡଘଡି ହେବାର ସମ୍ଭାବନା ରହିଛି, ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଦେଲା ପାଣିପାଗ ଭିଭାଗ …

ଏବେ ଏବେ ପାଣି ପାଗ ବିବାହଗ ତରପରୁ ଆସିଲା ବଡ ଖବର ବାତ୍ୟା ଆସାନୀ ପ୍ରଭାବରେ ଆଗାମୀ 24 ଘଣ୍ଟା …

Leave a Reply

Your email address will not be published.