Breaking News

ଏଠି ଆପେ ଆପେ ଚାଲେ ପଥର ଏହା ପଛର କାରଣ ଆପଣଙ୍କୁ ହଇରାଣ କରିଦେବ !

ଦର୍ଶକବନ୍ଧୁ ଆମ ଦୁନିଆରେ ଥିବା ପ୍ରତେକ ଦିନିଷ କାହିଁକି ଅଛି ଆଉ କଣ ପାଇଁ ଅଛି ସେ ବିଷୟରେ ଜାଣିବାକୁ ଓ ତାର ଅନୁସନ୍ଧାନ କରିବାକୁ ବାରମ୍ବାର ଇଚ୍ଛା ହୁଏ ଏବଂ ସେହି ରହସ୍ୟର ଭରି ରହିଥିବା ଏହି ଦୁନିଆକୁ ଜାଣିବାକୁ ଇଚ୍ଛା ହୁଏ କିଛି ରହସ୍ୟ ଏମିତିବି ରହିଛି ଯାହା ବିଷୟରେ ବୈଜ୍ଞାନିକ ମାନେ ମଧ୍ୟ ଅନୁସନ୍ଧାନ କରିପାରିନାହାନ୍ତି ଏପରିକି କିଛି ଘଟଣା ବେଳେ ବେଳେ ସାମ୍ନାକୁ ଆସେ ଯାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଦିଏ ଆଜି ଆମେ ଠିକି ସେମିତି ରହସ୍ୟ ବିଷୟରେ କହିବୁ ଯାହା ବିଷୟରେ ଶୁଣିଲେ ଆପଣ ମଧ୍ୟ ହୋଇଯିବେ ଏହି ରହସ୍ୟର ନାମ ହେଉଛି Death Valley’s ଏଇଠି ପଥରର ପାଦ ଅଛି ଯେଉଁଥି ପାଇଁ ଏହି ଉପତ୍ୟଗରେ ପଥର ଚାଲନ୍ତି |

ତେବେ ଏହାକୁ କାହିଁକି ହୁଏ ଚର୍ଚ୍ଚା ଆସନ୍ତୁ ଜାଣିବା ସେହି ବିଷୟରେ | ଆମେରିକାର କାଲି ଫଣିଆରେ ଲୁଚି ରହିଛି ଏହି ଉପତ୍ୟକାର ଗୁଡ଼ାର ରହସ୍ୟ ଏହି ଉପତ୍ୟକା ବିଷୟରେ କୁହାଯାଏ ଯେ ଏଠାରେ ପଥର ଆପେ ଆପେ ଚାଲି ଚାଲି ଗୋଟି ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ଯାଇ ପାରେ ଆଶ୍ଚଯ୍ୟ ଲାଗେନା ହୁଏତ ଆପଣଙ୍କୁ ଏହା ବିଶ୍ୱାସ ଲାଗିନପାରେ କିନ୍ତୁ ଏହି ଘଟଣାର ପ୍ରମାଣ ରହିଛି ଏହି ଘଟଣା ଅନେକ ଭୂତକତ ବିଜ୍ଞାନୀ ମାନଙ୍କୁ ଚିନ୍ତାରେ ପକାଏ |

ପଥର ଗୋଟିଏ ଯାଗାରୁ ଆପେ ଆପେ ଆଉ ଗୋଟିଏ ଯାଗାକୁ ଘୋଷାରି ହୋଇ ଯିବା ଏକ ଅସମ୍ଭବ କଥା କିନ୍ତୁ ପଥର ଗୁଡିକ ନିଜ ନିଜ ହିସାବରେ ଯୁଆଡେ ଯାଇଛନ୍ତି ତାର ଚିହ୍ନ ଏଠାରେ ଛାଡି ଯାଇଛନ୍ତି ଠିକି ଯେମିତି ମାରୁ ଭୂମିରେ ଗାଡ଼ିଟିଏ ଗଲେ ଯେମିତି ଗାଡିର ଚାକର ଚିହ୍ନ ରହି ଯାଏ ଏହି ପଥରର ଚିହ୍ନ ସେହିପରି ରହିଯାଏ | ଛୋଟ ପଥର ବା ଗୋଡି ହୁଏତ ପବନରେ ହଲି ଯାଇ ପରେ କିନ୍ତୁ 320 କିଲୋ ଗ୍ରାମର ପଥରବି ଏଠାରେ ଘୁଞ୍ଚି ଯାଉଛି କେମିତି ଏଠାରେ ପଥର ଗୁଡିକ ଆପେ ଆପେ ଚାଲୁଛି ଏହାକୁ ନେଇ ଅନେକ ରିଚର୍ଚ୍ଚା କରା ଗଲାଣି ଏହା ପରେ ମଧ୍ୟ ଆଜି ଯାଏଁ ବୈଜ୍ଞନିକ ମାନଙ୍କ ପାଇଁ ଏହି ସ୍ଥାନ ସେମିତିଵି ରହସ୍ୟ ମୟ ହୋଇ ରହିଛି |

କାଲି ଫର୍ନିଆର ଦକ୍ଷିଣରେ ଥିବା ନେବାଦ ରାଜ୍ୟରେ ରହିଛି ଏହି ଉପତ୍ୟକା ଆପଣ ଜାଣି ଆଶ୍ଚଯ୍ୟ ହେବ ଯେ ଏହି ଜାଗା 2025 କିଲୋ ମିଟର ପରିମିତ ଅଞ୍ଚଳରେ ରହିଛି | ତେବେ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି ଏହି ସ୍ଥାନରେ ପଥର ଚାଲିବାର ଆଜି ଯାଏଁ କେହିବି ଦେଖି ନାହାନ୍ତି କିନ୍ତୁ ଏଠାରେ ପଥରର ସ୍ଥାନ ପରିବର୍ତନ ହେଉଛି ଆଉ ଆଜି ଯାଏଁବି ହେଉଛି ଅର୍ଥାତ ପଥରଟି ଗୋଟିଏ ସ୍ଥାନରେ ଅଛି ତାହା ଅନ୍ୟ ଏକ ସ୍ଥାନରେ ରହିଥାଏ ଏବି ପଥରଟି ଘୋଷାରି ହୋଇ ଯାଇଥିବା ଚିହ୍ନ ମଧ୍ୟ ରହିଥାଏ | ତେବେ 1972 ରେ ଏହି ରହସ୍ୟ ଉପରୁ ପରଦା ଉଠେଇବା ପାଇଁ ଚେଷ୍ଟା କରାଯାଇଥିଲା |

ବୈଜ୍ଞନିକ ମାନଙ୍କର ଏକ ଟିମି ଏହି ସ୍ଥାନକୁ ମଧ୍ୟ ଯାଇଥିଲା ଏବଂ ସାତ ବର୍ଷ ଧରି ଏହି ପଥର ଗୁଡିକୁ ଗବେଷଣା କଲେ ଏହାରି ଭିତରେ 317 କିଲୋ ଗ୍ରାମର ଓଜନ ବିଶିଷ୍ଟ ପଥର ଉପରେ ବିଶେଷ ଅଧିହ୍ନ କରାଯାଇଥିଲା | ସେହି ପଥରକୁ ଚିହ୍ନିବା ପାଇଁ ସେହି ପଥରେ ଗୋଟେ ଚିହ୍ନ ଦିଆଗଲା ସେହି ପର୍ଯ୍ୟନ୍ତ ଏହି ପଥରଟି ହଲି ନଥିଲା ହେଲେ କିଛି ବର୍ଷ ପରେ ଯେତେ ବେଳେ ବୈଜ୍ଞାନିକ ମାନେ ସେହି ପଥରର ସନ୍ଧାନ କରି ତାର ଖୋଜ କରିବାକୁ ଆସିଲେ ସେତେ ବେଳେ ଏହାର ନିଜର ପୁରୁଣା ଜାଗାରୁ ଗୋଟାଏ କିଲୋ ମିଟର ଦୂରରୁ ମିଳିଥିଲା ଯାହା ବୈଜ୍ଞାନିକ ମାନଙ୍କୁ ଅତ୍ୟନ୍ତ ଆଶ୍ଚଯ୍ୟ କରିଦେଇ ଥିଲା |

କିଛି ଗବେଷକ ଏଡା ମଧ୍ୟ କୁହନ୍ତି 90କିଲୋ ମିଟର ପବନ ବହିବା ରାତିରେ ବରଫ ପଡିବା ଓ ଓଦା ମାଟିର ଶ୍ରମରିସନ ହିଁ ପଥରକୁ ଗୋଟିଏ ଯାଗାରୁ ଅନ୍ୟ ଯାଗାକୁ ନିଏ | କିନ୍ତୁ ଏହି ପରୀକ୍ଷା କୁ ସଠିକ ବୋଲି ମନା ଯାଇନାହିଁ କିନ୍ତୁ ଏହି କଥା ଆଶ୍ଚଯ୍ୟ ବୋଲି ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଏହି ସ୍ଥାନକୁ ବୁଲିବାକୁ ମଧ୍ୟ ଆସନ୍ତି | ଦର୍ଶକବନ୍ଧୁ ଆପଣ ମାନଙ୍କୁ କଣ ଲାଗୁଛି ଏହି ପଥର କଣ ଗୋଟିଏ ଯାଗାରୁ ଅନ୍ୟ ଯାଗାକୁ ଘୁଞ୍ଚି ଯାଉଛି କଣ ଆପଣଙ୍କର ମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ |

About odisha news

Check Also

ପ୍ରେମ କରୁଥିବା ସମୟରେ ଧରା ପଡିଲେ ପ୍ରେମୀ ଯୁଗଳ, ଗାଁ ଲୋକ ତାଙ୍କ ସହ ଏପରି କଲେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ…

ନମସ୍କାର ବନ୍ଧୁଗଣ ପ୍ରେମ କରିବା ସମୟରେ ଧରି ନେଲେ ଗାଁ ଲୋକେ। ସାମ୍ନାକୁ ଆସିଛି ଏପରି ଏକ ଭିଡିଓ ଯାହା …

Leave a Reply

Your email address will not be published.