Breaking News

ଏଠାରେ ଏବେବି ଅଛି ପର୍ଶୁରାମଙ୍କ ଖଣ୍ଡା ,ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ଦର୍ଶକବନ୍ଧୁ ପୃଥିବୀ ପୁଷ୍ଟରେ ରହିଛି ପର୍ଶୁରାମଙ୍କ ଖଣ୍ଡା ଜଣାନ୍ତୁ କେଉଁଠି | ପୌରାଣିକ ମାନ୍ୟତା ଅନୁଯାଇ ଭଗବାନ ବିଷ୍ଣୁ ଙ୍କର ଷଷ୍ଠ ଅବତାର ହେଉଛି ପର୍ଶୁରାମଙ୍କ | ପର୍ଶୁରାମଙ୍କ ଯମଦ ଅଗ୍ନି ଓ ରେଣୁ ଙ୍କର ପୁଅ ଥିଲେ ଯିଏକି ଭଗବାନ ଶିବଙ୍କ ଠାରୁ ଏକ ଖଣ୍ଡା ପ୍ରପ୍ତ କରିଥିଲେ ଏହି ଖଣ୍ଡା ଆଜି ମଧ୍ୟ ପୃଥିବୀ ପୁଷ୍ଟରେ ଅଛି ବୋଲି କୁହାଯାଉଛି ଝାଡ଼ଖଣ୍ଡ ରାଞ୍ଚି ଠାରୁ ପ୍ରାୟ 150 କିଲୋ ମିତା ଦୂରରେ ଗୁମୁଲ ଜିଲ୍ଲାରେ ଏକ ପାହାଡ଼ ଅଛି ଏହି ପାହାଡ଼ ଉପରେ ତାଙ୍କର ଟାଙ୍ଗି ନାମ ଧାମ ଅବସ୍ତିତ ଏଠାରେ ଅଛି ପର୍ଶୁରାମଙ୍କ ଖଣ୍ଡା |

ହଜାର ହଜାର ବର୍ଷ ଧରି ଏହି ଖଣ୍ଡାଟି ଖୋଲା ଆକାଶ ତଳେ ଥିଲେ ମଧ୍ୟ ଏଥିରେ କଳଙ୍କି ଲାଗିନାହିଁ କୁହାଯାଏଯେ ଥରେ କିଛି ଜଣ ଜାତି ଲୋକ ଏହାକୁ ଭୂମିରୁ ହଟାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ଏଥିରେ ବିଫଳ ହୋଇଥିଲେ ବିଫଳ ହେବ କାରଣରୁ ସେମାନେ ଏହାର ଉପର ଅଂଶ କାଟି ଏହାକୁ ନେବାକୁ ଚେଷ୍ଟା କରିଥିଲେ କିନ୍ତୁ ଏଥିରେ ସେମାନେ ସଫଳ ହୋଇନଥିଲେ ଏହି ଘଟଣା ପରେ ସ୍ଥାନୀୟ ଲୋହାର ଜନ ଜାତି ଲଙ୍କାର ମୃତ୍ୟ ହେବାକୁ ଲାଗିଲା |

ମୃତ୍ୟ ପରେ ଲୋହାର ଜନ ଜାତି ସେହି ଜାଗା ଛାଡି ପଳାଇଥିଲେ ଭଗବାନ ପର୍ଶୁରାମ ସେହି ଧାମକୁ ଆସିବା ସେଠାରେ ଖଣ୍ଡା ପୋତିଦେବା ପଛରେ ଏକ ରୋଚକ କାହାଣୀ ମଧ୍ୟ ଅଛି ବିଶ୍ୱାସ କରାଯାଇକି ତ୍ରେତୟା ଯୁଗରେ ଜନ ପୁରରେ ମାତା ସୀତାଙ୍କ ସ୍ଵୟମ୍ବର ସମୟରେ ଭଗବାନ ରାମ ଶିବଙ୍କ ଧନୁ ଭାଙ୍ଗିଦେଲେ ସେତେ ବେଳେ ପର୍ଶୁରାମଙ୍କ ଶବ୍ଦ ଶୁଣି କ୍ରୋଧରେ ଜନକ ପୁରରେ ପହଞ୍ଚି ଥିଲେ |

ସେ ଭଗବାନ ରାମ ଓ ଲଖମନ ଙ୍କୁ ଚିହ୍ନି ନପାରି କରୁ କଥା ପ୍ରୟଗ କରିଥିଲେ ପରେ ସେ ଅନୁଭବ କରିପାର ଥିଲେ ରାମ ହେଉଛନ୍ତି ଶ୍ରୀ ବିଷ୍ଣୁ ଙ୍କ ଅବତାର ଏହା ଜାଣିସାରିବା ପରେ ସେ ପସତ୍ୟତାପ କରିବା ପାଇଁ ଘୋର ଜଙ୍ଗଲ ମଧ୍ୟକୁ ଚାଲି ଗଲେ ସେଠାରେ ସେ ଖଣ୍ଡା ପୋତି ଦେଇ ଅନୁତାପ କରିଥିଲେ ଯେଉଁ ସ୍ଥାନରେ ଖଣ୍ଡା ପୋତିଥିଲେ ସେହି ସ୍ଥାନ ବର୍ତମାନ ଟାଙ୍ଗି ଧାମ ନାମରେ ଜଣା ସୁନା କୁହାଯାଏ ଖଣ୍ଡା ବେତିତ ଭଗବାନ ପର୍ଶୁରାମଙ୍କ ପାଦ ଚିହ୍ନ ମଧ୍ୟ ଅଛି |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.