Breaking News

ଏପ୍ରିଲରେ ଲାଗିବ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଜାଣନ୍ତୁ କେଉଁ ତାରିଖ ଓ କେଉଁ ସମୟ ରେ ଲାଗିବ ?

ନମସ୍କାର ଦର୍ଶକବନ୍ଧୁ ଏପ୍ରିଲ ରେ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଜଣାନ୍ତୁ ତାରିକ ସମୟ 2022 ମସିହାରେ 4ଟି ଚନ୍ଦ୍ର ଗ୍ରହଣ ହେବ ସେଥି ମଧ୍ୟରୁ 2ଟି ହେଉଛି ସୂର୍ଯ୍ୟ ଗ୍ରହଣ ଓ ଦୁଇଟି ଚନ୍ଦ୍ର ଗ୍ରହଣ 2022 ମସିହାରେ ଚନ୍ଦ୍ର ଗ୍ରହଣ ଏପ୍ରିଲ ମାସରୁ ଆରମ୍ଭ ହେଉଛି | ବର୍ଷର ଏହି ପ୍ରଥମ ଚନ୍ଦ୍ର ଗ୍ରହଣ 30 ଏପ୍ରିଲ 2022ରେ ହେବ ଏହି ସୂର୍ଯ୍ୟ ଗ୍ରହଣ ଆଂଶିକ ହେବ ତେଣୁ ଏହା ଅଵଧି ଵୈୟଧ ହେବ ନାହିଁ ଏବଂ ଧର୍ମ ଦୃଷ୍ଟିରୁ ଏହା ବିଶେଷ ଗୁରୁତ୍ୱ ରହିବ ନାହିଁ |

ତେବେ ଜ୍ୟୋତିଷ ଶାସ୍ତ୍ର ଓ ଜ୍ୟୋତ୍ରି ବିଜ୍ଞାନୀ ଦୃସ୍ଟିରୁ ଏହି ଚନ୍ଦ୍ର ଗ୍ରହଣ ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ବର୍ଷର ଏହି ପ୍ରଥମ ସୂର୍ଯ୍ୟ ଗ୍ରହଣ 30 ଏପ୍ରିଲ ମଧ୍ୟ ରାତିରୁ ହେବ ସୂର୍ଯ୍ୟ ପରାଗ ରାତି 12 ଟାରୁ ଆରମ୍ଭ ହୋଇ ସକାଳ 4.8 ମିନିଟି ପର୍ଯ୍ୟନ୍ତ ଚାଲିବ ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦେଖା ଯିବା ନାହିଁ ଏହି ସୂର୍ଯ୍ୟ ପରାଗ ଦକ୍ଷିଣ ଆମେରିକାର ଦକ୍ଷିଣ ପଶ୍ଚିମ ଭାଗରେ ଦେଖା ଦେବ | ଧର୍ମ ଓ ଜ୍ୟୋତିଷ ଶାସ୍ତ୍ର ରେ କୁହାଯାଇଛି ଚନ୍ଦ୍ର ଗ୍ରହଙ୍କୁ ଭଲ ଦିନ ବୋଲି ଆଲୋଚନା କରାଯାଏ ନାହିଁ ତେଣୁ ସୂର୍ଯ୍ୟ ଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ କରାଯାଏନାହିଁ କିମ୍ବା |

ଏହି ସମୟ ମଧ୍ୟରେ କିଛି ଖିଆ ପିଆ ହୁଏ ନାହିଁ ଚନ୍ଦ୍ର ଗ୍ରହଣ ସମୟରେ ମନ୍ଦିର ଗୁଡିକର କବାଟ ବନ୍ଦ ଥାଏ ଏହା ବେତିତ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ସୂର୍ଯ୍ୟ ଓ ଚନ୍ଦ୍ର ଗ୍ରହଣ 12 ରାଶିର ଚିହ୍ନ ଉପରେ ପ୍ରଭାବ ପକାଇଥାଏ ଏହି ଚନ୍ଦ୍ର ଗ୍ରହଣ ଦୃଶ୍ୟ ମାନ ହେଉକି ନାହିଁ 30 ଏପ୍ରିଲ 2022 ରେ ସୂର୍ଯ୍ୟ ଗ୍ରହଣର ପ୍ରଭାବ ସମସ୍ତ ରାଶି ମାନଙ୍କ ଉପରେ ପଡିବ ଏହି ପ୍ରଭାବ କେତେକ ରାଶିର ଚିହ୍ନ ହେବ ଓ କେତକ ରାଶି ଉପରେ ଅଶୁଭ ହେବ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଏହି ସୂର୍ଯ୍ୟ ଗ୍ରହଣ ଗ୍ରହଣ ବୃଷ , କର୍କଟ ଏବଂ ଧନୁ ରାଶି ପାଇଁ ଶୁଭ ହେବ |

About odisha news

Check Also

ଜାଣିଛନ୍ତି କି ପ୍ରତେକ ବର୍ଷ ରଥଯାତ୍ରା ପରେ ରଥ ସବୁ କୁଆଡେ ଯାଏ, ଏହି ସବୁ କଥା ଜାଣିରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

୧୨ ମାସରେ ଥରେ ମହାପ୍ରଭୁ ରତ୍ନ ସିଂହାସନ କୁ ଛାଡି ବଡ ଦାଣ୍ଡକୁ ନିଜର ଭକ୍ତ ମାନଙ୍କ ସହ ମିଶିବାକୁ …

Leave a Reply

Your email address will not be published.