Breaking News

ଏପରି ଝିଅ ମାନଙ୍କ ଠାରୁ ସାବଧାନ ! ନହେଲେ ଆପଣ ହୋଇ ପାରନ୍ତି ହଟହଟା, ଜାଣି ରଖନ୍ତୁ Emananku ନେହେଲେ ପଛରେ ପସ୍ତେଇବେ…

ଦର୍ଶକବନ୍ଧୁ ଆଜି ଆପଣମାନେ ଏହି ଝବରକୁ ଶେଷଯାଏ ନିଶ୍ଚିତ ପଢନ୍ତୁ ନଚେତ ଆପଣବି ଏମାନଙ୍କ ଜାଲରେ କେବେ ନା କେବେ ଫସିପାରନ୍ତି ଆପଣମାନେ ନିଶ୍ଚିୟ ଦେଖିଥିବେ ଝିଅ ଅବା କିଛି ପୁଅମାନେ ଗୋଟେ ହାତରେ ବ୍ୟାଗ ଧରି ଏବଂ ଆଉ ଗୋଟେ ହାତରେ କିଛିଜିନିଷ ଧରି ଯେମିତିକି ସାବୁନ ତେଲ ସାମ୍ପୁ ଏମିତି ବହୁତ ପ୍ରକାରର ଜିନିଷ ଧରି ଆପନଙ୍କପାଖକୁ ବିକ୍ରିକରିବାକୁ କରିବାକୁ ଆସନ୍ତି |

ବନ୍ଧୁଗଣ ବେଳେ ବେଳେ ସେମାନେ ଆପଣଙ୍କ ଘରକୁ ମଧ୍ୟ୍ୟ ସେସବୁ ଜିନିଷକୁ ବିକ୍ରିକରିବାକୁ ଆସିଥାନ୍ତି ହେଲେ ଆପଣ କେବେ ନୋଟିସ କରିଛନ୍ତି ମାନେ ଆପଣ କେବେ ଭାବି ଦେଖିଛନ୍ତି | କାହିଁକି ସେମାନେ ମାର୍କେଟରେ ଯୋଉ ଜିନିଷ 10 ଟଙ୍କରେ ମିଳେ ସେମାନେ ସେହି ଜିନିଷକୁ ଆପଣଙ୍କ ପାଖକୁ ଆସି ଆପଣଙ୍କ ଘରକୁଆସି ସେତିକି ଦରରେ ବିକ୍ରିକରି କରନ୍ତି |

ଦର୍ଶକବନ୍ଧୁ କଣ ଆପଣ ଜାଣିଛନ୍ତି ଏଥିରେ ସେମାନଙ୍କର କଣ ଫାଇଦାହୁଏ କଣ ଆପଣ ଏହା ଜାଣିଛନ୍ତି ସେମାନେ କାହିଁକି ସେଲ କରିବା ପରେ ଆପଣଙ୍କ ଫୋନ ନୁମ୍ବର କୁ ମାଗିନିଅନ୍ତି | ସତ କହୁଛି ଏସବୁ ପଛର ସତ୍ୟତା ଜାଣିବା ପରେ ଅପାଣଙ୍କର ପାଦତଳୁ ମାଟି ଖସିଯିବ ସେମାନେ କେମିତି ଆପଣଙ୍କୁ ମାତ୍ର ଗୋଟେ 10ଟଙ୍କର ଜିନିଷ ବିକି ଆପଣଙ୍କ ଫୋନ ନମ୍ବରକୁ ନେଇ ଆପଣଙ୍କୁ କେମିତି ଗୋଟେ ବିଶାଳ ଜଳରେ ଫସାନ୍ତି |

ବନ୍ଧୁଗଣ ଆପଣମାନେ କେବେକେବେ ନିଶ୍ଚୟ ଭାବେ ଦେଖିଥିବେ କିଛି ଲୋକ ଗୋଟେ ହାତରେ ବ୍ୟାଗ ଧରି ଏବଂ ଆଉଗୋଟିଏ ହାତରେ କୋଉ ଅଜଣା ବା ଜଣାଶୁଣା କମ୍ପାନୀର କିଛି ଜିନିଷ ଧରି ଆପଣଙ୍କ ପାଖକୁ ଆସନ୍ତି ବିକ୍ରୀ କରିବାକୁ ଯେମିତିକି ବ୍ରସ,ସାବୁନ,ସାମ୍ପୁ ବା ଏମିତି ଜିନିଷ ଯାହାର ଦାମ କେବଳ 10 ଟଙ୍କାରୁ 100ଟଙ୍କା ଭିତରେ ହେଇଥିବା |

ଦର୍ଶକବନ୍ଧୁ ଏମାନେ ଏହି ଜିନିଷକୁ ଧରି ଆପଣଙ୍କ ପାଖକୁ ଆସି କୁହନ୍ତି ଆମ କମ୍ପାନୀରେ ଅଫର ଚାଲିଛି ସେଥିପାଁଇ 12 ଟଙ୍କର ଜିନିଷ 10 ଟଙ୍କାରେ ପଡିବ ଏମିତି ହିଁ କୁହନ୍ତି ହେଲେ ଏହି କଥା ଶୁଣିବା ମାତ୍ରେ 70% ଲୋକମାନେ ତୁରନ୍ତ ସେଲସ ମ୍ୟାନର ପୁରା କଥା ନଶୁଣି ସେମାନଙ୍କୁ ସେଠି ବିଦାକରି ଦିଅନ୍ତି |

ବନ୍ଧୁଗଣ ସେଥିପାଣି କମ୍ପାନୀମାନେ ପୁଅ ମାନଙ୍କ ଅପେକ୍ଷା ଝିଅ ମାନଙ୍କୁ ଅଧିକ ଏହିକମରେ ପଠାନ୍ତି କାହିଁକିନା ଝିଅମାନଙ୍କୁ ଦେଖିଲେ ଲୋକମାନଙ୍କର ବିଶ୍ୱାସ ଟିକେ ବଡିଯାଏ ଏହି କଥାର ଫାଇଦା କମ୍ପାନୀମାନେ ଉଠନ୍ତି | ଝିଅମାନେ ଯେତେବେଳେ 10ଟଙ୍କର ଜିନିଷ ଧରି ଲୋକମାନଙ୍କ ପାଖକୁ ବିକ୍ରି କରିବାକୁ ଆସନ୍ତି ତ ସେମାନଙ୍କୁ ଦେଖି କିଛିଲୋକ ବିକଳ ପରି ସେମାନଙ୍କ ଠାରୁ ସେହି 10 ଟଙ୍କାର ଜିନିଷ କିଣିନୀୟନ୍ତି |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.