Breaking News

ହେ ଭଗବାନ! ଏମିତି ସ୍ଥାନ ଯେଉଁଠାକୁ ଶ୍ରୀକୃଷ୍ଣ ଏବେ ବି ଆସୁଛନ୍ତି, ଏହି ସ୍ଥାନ କେଉଁଠି, ଏହି ସ୍ଥାନର ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଭାରତରେ ଅନେକ ରହସ୍ୟ ମୟ ଧାର୍ମିକ ପୀଠ ରହିଛି ଯାହା ପଛରେ ନୂଚି ରହିଛି ଅନେକ ପୌରାଣିକ ,ରହସ୍ୟ ମୟ ଓ କିମ୍ବଦନ୍ତୀ ସେମିତି ଏକ ରହସ୍ୟ ମୟ ସ୍ଥାନ ହେଲା ଉତ୍ତରପ୍ରଦେଶର ର ମଥୁରା ଜିଲ୍ଲା ର ନିଧିବନ୍ । କୁହାଯାଏ ଏଠି ଆଜି ବି ରାତି ହେଲେ ଭଗବାନ ଶ୍ରୀ କୃଷ୍ଣ ରାଧା ଙ୍କୁ ଦେଖା କରିବା ଅଦୃଷ ରୂପେ ଆସୁଛନ୍ତି ଏହି ବନ୍ କୁ । ଏଠାରେ ଥିବା ରଙ୍ଗ ମହଲରେ ବିଶ୍ରାମ ନିଅନ୍ତି ଆଉ ଗୋପୀ ଙ୍କ ସହ ରାସ ଲୀଳା କରନ୍ତି ।

ଯାହାର ରହସ୍ୟ ଆଜି ମଧ୍ୟ ଲୋକ ବିଶ୍ଵାସରେ ଭଗବାନ ଙ୍କ ଉପସ୍ଥିତି କୁ ଯାହିରି କରେ ପ୍ରତେକ ଦିନ ନିଧିବନ କୁ ସକାଳେ ଖୋଲାଯାଇ ଥାଏ । ସନ୍ଧ୍ୟା ଆଳତି ପରେ ପୁଣି ଥରେ ୭ ଟି ତାଳରେ ମନ୍ଦିରକୁ ବନ୍ଦ କରାଯାଇ ଥାଏ । ୮ ଟା ପରେ ମଣିଷ ତ ମଣିଷ ପଶୁ ପକ୍ଷୀ ବି ଏଠାକୁ ଆସିବାକୁ ଡରି ଥାଆନ୍ତି । ପ୍ରତେକ ଦିନ ସନ୍ଧ୍ୟା ୭ ଟା ହେଲେ ଏଠାରେ ଥିବା ଚନ୍ଦନ ପଲଙ୍କ କୁ ବିଶ୍ରାମ ନିମନ୍ତେ ସଜା ହୋଇଥାଏ ।

 

ଶେଯ ପାଖରେ ଦାନ୍ତ କାଠି ,ଲଡୁ,ପାନ ଏବଂ ଗୋଟିଏ କଡୁ ପାଣି ରଖା ଯାଇଥାଏ । ପର ଦିନ ସକାଳେ ରଙ୍ଗ ମହଲ ଖୋଲା ଯାଇଥିବା ବେଳେ । ଦାନ୍ତ କାଠି ଓଦା ହୋଇଥିବା ଏବଂ ପାନ ଖିଆ ଯାଇଥିବା ଦେଖାଯାଏ । ସଜା ଯାଇଥିବା ଶେଯ ମଧ୍ୟ ଅସଜଡା ହୋଇଥାଏ । ଯେଉଁ ମାନେ ଲୁଚି କରି ଏହି ରାସ ଲୀଳା ଦେଖିବା ଚେଷ୍ଟା କରିଛନ୍ତି ସେମାନେ ମାନସିକ ରୋଗୀ ,ବଧିର କିମ୍ବା ଦୃଷ୍ଟି ହାରଇଛନ୍ତ୍ ।

ବିଶ୍ବାସ କରାଯାଏ ଦେଖି ଥିବା କଥା କୁ ନେଇ ଅନ୍ୟ ଆଗରେ ପ୍ରକାଶ ନକରିବା ପାଇଁ ଏମିତି ହୋଇଥାଏ । ସ୍ଥାନୀୟ ଲୋକ କହିବା ଅନୁସାରେ ୧୦ ବର୍ଷ ପୂର୍ବେ ଜଣେ ଆସିଥିବା ବ୍ୟକ୍ତି ଶ୍ରୀ କୃଷ୍ଣ ଙ୍କ ରାସ ଲୀଳା ଦେଖିବା ପାଇଁ ନିଧିବନରେ ଲୁଚିକରି ବସିଥିଲା ପର ଦିନ ସକାଳୁ ନିଧିବନ ର କବାଟ ଖୋଲା ଗଲା ସେତେ ବେଳେ ବ୍ୟକ୍ତି ଜଣ ଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଚେତା ଫେରିବା ପରେ ମାନସିକ ସନ୍ତୁଳନ ବିଗିଡ଼ି ଯାଇଥିଲା ।

 

ଆଉ ଏକ ଆଶଚର୍ଯ୍ୟ ଜନକ ହେଲା ନିଧିବନ ପାଖରେ ଥିବା ଅଞ୍ଚଳ ରେ ଘର ଗୁଡ଼ିକ ରେ ଝରକା ନଥାଏ । ଆଉ ଯେଉଁ ଘରେ ଝରକା ଥାଏ ସେ ଗୁଡ଼ିକ ସନ୍ଧ୍ୟା ପୁବରୁ ବନ୍ଦ କରାଯାଏ । କାଳେ ନିଧିବନର ରେ ହଉଥିବା ରାସଲୀଳା ନଜର ପଡ଼ି ଯିବ କାରଣ ରାସଲୀଳା ଦେଖିଲେ ମଣିଷର ମୃତୁ ହୋଇଥାଏ ବୋଲି ବିଶ୍ୱାସ କରାଯାଇଛି ।

ଏହି ବନରେ ଏମିତି ଅନେକ ବୃକ୍ଷ ରହିଛି ଯାହା ପରସ୍ପର ମଧ୍ୟରେ ଛନ୍ଦା ଛନ୍ଦି ହୋଇ ରହିଥାନ୍ତି ।  ଏଠାରେ ବିଶ୍ଵାସ କରାଯାଏ ଏହି ଗଛ ଗୁଡିକ ଗୋପୀଙ୍କ ରୂପ ଧରି ଭଗବାନ ଶ୍ରୀକୃଷ୍ଣଙ୍କ ସହ ରାସଲୀଳା କରନ୍ତି।  ଆପଣ ତ ଆଜି ଜାଣିଲେ ଭାରତ ର ନିଧିବନ ବିଷୟରେ ଯେଉଁଠି କି ଶ୍ରୀ କୃଷ୍ଣ ଆସୁଛନ୍ତି ବୋଲି ବିଶ୍ୱାସ କରାଯାଉଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏଣିକି ବ୍ୟାଙ୍କ୍ ଏଟିଏମ୍ ରୁ ଟଙ୍କା ଉଠାଇଲେ ଗ୍ରାହକ ମାନଙ୍କୁ ଦେବାକୁ ପଡ଼ିବ ଫାଇନ

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତି। ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ବଡ଼ ଖବର। ଏଣିକି ଏଟିଏମ୍ ରୁ ଟଙ୍କା …

Leave a Reply

Your email address will not be published. Required fields are marked *