Breaking News

Emiti ସ୍ଥାନ ଯେଉଁଠି ଅଟକି ଯାଏ ମୃ-ତ୍ୟୁ, ଆକାଶରୁ ଖସିଲା ବିଜୁଳି କନ୍ୟା ଆଜି ଯାଏଁ ବୈଜ୍ଞାନିକ ମାନେବି ରହସ୍ୟ ଭେଦ କରିପାରୁ ନାହାନ୍ତି !

ନମସ୍କାର ବନ୍ଧୁଗଣ ଜୀବନ ର ଅନ୍ତିମ ସତ୍ୟ ହେଉଛି ମୃ-ତ୍ୟୁ ଦିନେ ନା ଦିନେ ସମସ୍ତ କୁ ମାରିବା କୁ ପଡିବ ସଂସ୍କୃତ ରେ ଗୋଟିଏ ଶ୍ଳୋକ ଅଛି ଜାତ ସାହି ଦ୍ରୁବ ମୃ-ତ୍ୟୁ ଅର୍ଥାତ୍ ଯିଏ ଜନ୍ମ ହୋଇଛି ତାର ମୃତ୍ୟୁ ସୁନିଶ୍ଚିତ କିନ୍ତୁ ଏହି ରହସ୍ୟ ମୟ ଦୁନିଆ ଭିତରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଲୁଚି ରହିଛି |

ପ୍ରାପ୍ତି ର ଗୁପ୍ତ କଥା ଯୋଉଠି ଅଟକି ଯାଏ ମୃତ୍ୟୁ ଯେଉଁଠି ୠଷି କ ତପସ୍ୟା ଅଟକାଇ ଦିଏ ମୃତ୍ୟୁ କୁ ମଣିଷ ଆମର ହୋଇ ରହେ ସବୁଦିନ ପାଇଁ ଆଜି ଆସନ୍ତୁ ଜାଣିବା ସେହି ଭଳି ଏକ ରହସ୍ୟ ମୟ ଦୁନିଆ ବିଷୟରେ ଯେଉଁ ରହସ୍ୟ ଉପରୁ ବିଜ୍ଞାନ ବି ଆଜି ଯାଏ ପରଦା ଉଠାଇ ପାରିନି ସମିଦ୍ର ଗର୍ଭ ରେ ଅନେକ ରହସ୍ୟ ମୟ କଥା ଲୁଚି ରହିଥିବା ଭଳି ହିମାଳୟ ର ଉଚ୍ଚ ପର୍ବତ ସଙ୍ଘ ରେ ମଧ୍ୟ ଅନେକ ଗୁପ୍ତ କଥା ଲୁଚି ରହିଛି |

ଯାହାକୁ ସାଧାରଣ ମଣିଷ କଣ ଏଯାଏ ବିଜ୍ଞାନ ବି ଭେଦ କରି ପାରିନି ଜ୍ଞାନ ଗଞ୍ଜ ମଠ ହେଉଛି ହିମାଳୟ ର ଏକ ଛୋଟିଆ ଜାଗା ଏହି ସ୍ଥାନ ଟି ସଙ୍ଗିଲ ସମ୍ଭଲା ଓ ସିଧେଶ ନାମ ରେ ମଧ୍ୟ ପରିଚିତ କୁହାଯାଏ ଏହି ଥରେ ଏହି ପ୍ରାଣୀର ଭାଗ୍ୟ ନିର୍ଦ୍ଧାରଣ ହୋଇଥାଏ ଆଉ ଏଇଠି ଲୁଚି ରହିଛି ଆମର ପ୍ରାପ୍ତି ର ସଂଜୀବନୀ କିନ୍ତୁ ଏହି ସ୍ଥାନ ର ଶକ୍ତି କଣ କାହାକୁ ବି ଜଣା ନାହିଁ କୁହା ଯାଇଛି |

ଯେ ଏହା ଏକ ଏଭଳି ସ୍ଥାନ ଯାହା କେବଳ ସିଧ ପୁରୁଷ କୁ ହିଁ ପ୍ରାପ୍ତି ହୋଇଥାଏ ଏଠାରେ ସାଧାରଣ ମଣିଷ ପହଞ୍ଚି ପାରେନା ଏହି ସ୍ଥାନ ରେ କାହାର ମୃ-ତ୍ୟୁ ହୁଏନାହିଁ ଏଠାରେ ରହିଥିବା ସନ୍ନ୍ୟାସୀ କ ବୟସ ଅଧାରୁ ଅଟକି ଯାଇଥାଏ କାରଣ ସମୟର କୃର ଗତି କୁ ଅଟକାଇ ବା ପାଇ ଏଠାରେ ମୁନି ଋଷି ମାନେ ସର୍ବଦା ଧ୍ୟାନ ରେ ଲୀନ ହୋଇଥାନ୍ତି |

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.