Breaking News

ଏମିତି କାମ କରିବା ପୂର୍ବରୁ ୧୦୦ ଥର ଚିନ୍ତା କରନ୍ତୁ, ନହେଲେ ଦେବାକୁ ପଡ଼ିପାରେ ଏମିତି …

ଦର୍ଶକବନ୍ଧୁ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ସଂସାରରେ ଜୀବନ କାଟିବାର ଦୁଇଟି ମାଧ୍ୟମ ରହିଛି ପ୍ରଥମଟି ହେଉଛି ଜ୍ଞାନର ମାର୍ଗ ଏବଂ ଦ୍ୱିତୀୟଟି ହେଉଛି ସାଂସାରିକ ମାର୍ଗ ପ୍ରତ୍ୟେକ ବ୍ୟକ୍ତି ନିଜର ଦାସ ଅଟେ ଆମ ମନ ଆମକୁ ଯେଉଁ ପ୍ରକାର ମାର୍ଗ ଦେଖାଏ ଆମେ ସେହି ମାର୍ଗରେ ଚାଲୁ ଅନେକ ଲୋକ ଜୀବନରେ ଧନଧାନ୍ୟରେ ଏବଂ ମିତ୍ର ଆଦିରେ ସନ୍ତୁଷ୍ଟ ରୁହନ୍ତି ନାହିଁ।

ଏପରି ଲୋକ ଜୀବନରେ ସନ୍ତୁଷ୍ଟ ରୁହନ୍ତି ନାହିଁ ଏହି ସବୁରୁ ମୁକ୍ତି ପାଇବେ କିପରି ଆମେ ଆପଣଙ୍କୁ ଜଣେଇ ଦେବୁ ଆଜି ଆମେ ଶ୍ରୀକୃଷ୍ଣ କହିଥିବା ଏପରି କଥା ଜାଣିବା ଯାହା ଆପଣଙ୍କ ଦୁଃଖ ଦୂର କରିଦେବ। ଶ୍ରୀକୃଷ୍ଣ କୁହନ୍ତି ଆପଣ ସବୁ ଅନ୍ୟ ବିଷୟରେ ଭାବିବା ଛାଡି ନିଜ ଉପରେ ଭରଷା ରଖନ୍ତୁ ଆପଣ ଯେଉଁ ସବୁ କାର୍ଯ୍ୟ କରୁଛନ୍ତି ତାହାକୁ ଆଉ କିପରି ଭଲ କରିପାରିବେ |

ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ଲୋଭ, କ୍ରୋଧ ଓ କାମନା ଏହି ତିନଟି ହେଲା ନର୍କକୁ ଯିବାର ରାସ୍ତ ଏହି ସବୁ ଠାରୁ ଦୂରରେ ରୁହନ୍ତୁ କାର୍ଯ୍ୟ କରି ଚାଲ ଫଳର ଇଚ୍ଛା ରଖ ନାହିଁ।

ଦର୍ଶକବନ୍ଧୁ ଆପଣଙ୍କ ଜୀବନରେ ବର୍ତ୍ତମାନ କଣ ଘଟୁଛି ତାହା ମଧ୍ୟ ବଦଳି ପାରିବ ନାହିଁ ତେବେ ଆପଣ ଚିନ୍ତାନକରି କର୍ମକରି ଚାଲନ୍ତୁ କୌଣସି ବିଷୟ ପାଇଁ ଆପଣ ଜୀବନରେ ଭୟ କରନ୍ତୁ ନାହିଁ ଯାହାହେବ ଅପାଣଙ୍କ ମଙ୍ଗଳ ପାଇଁ ହେବ ମଣିଷ ନିଜ ଜୀବନକୁ ନିଜ ବିଶ୍ଵାସରେ ହିଁ ଭରଷା କରେ ତେବେ ମଧ୍ୟ ବିଶ୍ଵାସ କେବେ ତ୍ୟାଗ କରନାହିଁ।

About odisha news

Check Also

ଥଣ୍ଡା ଜ୍ୱର କାଶ ବନ୍ଦନାକ ଛାତିରେ କଫ କୁ ଦୂର କରିବାର ଚମତ୍କାରି ଘରୋଇ Upachara ଥରେ କରନ୍ତୁ ଉପଚାର 1 ଘଣ୍ଟାରେ ଆପଣଙ୍କ ଦେହ ହୋଇଯିବ ଭଲ, ବିଶ୍ୱାସ ହେଉନି ତ ଥରେ କରିକି ଦେଖନ୍ତୁ…

ନମସ୍କାର ବନ୍ଧୁଗଣ ଜଳ ବାୟୁର ପରିବର୍ତ୍ତନ ଯୋଗୁଁ ଆମକୁ ଥଣ୍ଡା ,କାଶ ବା କମ୍ଫ ଭଳି ସମସ୍ୟା ଭୋଗିବାକୁ ପଡ଼ିଥାଏ …

Leave a Reply

Your email address will not be published.