ଦର୍ଶକବନ୍ଧୁ ଆପଣମାନେ ଏଇ ଦୁନିଆରେ ଅନେକ ପ୍ରକାରର କେସ ଶୁଣିଥିବେ ଓ ଆପଣ ନିଜ ଆଖିରେ ଦେଖିଥିବେ ମଧ୍ୟ କେଉଁଠି କିଏ ଚୋରି କରୁଛି ତ କେଉଁଠି କିଏ କାହାକୁ ମାରୁଛି ଆଜି ଆସନ୍ତୁ ଜାଣିବା ଏମିତି ଏକ ଲୋକ ବିଷୟରେ ଯିଏ ନିଜର ସକ ତା ପାଇଁ କାଳ ହେଲା ତେବେ ଆସନ୍ତୁ ଜାଣିବା ପୁରା ଘଟଣା|
ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ଏହି ଲୋକ ପିନ୍ଧିଥିବା ସୁନାର ସାର୍ଟ ହିଁ ଏହି ଲୋକପାଇଁ କାଳ ପାଲଟିଗଲା ମାନେ ଏଇ ଲୋକର ଜୀବନ ନେଇଗଲା | ସୁନାର ସାର୍ଟ ପିନ୍ଧି ଗିନିସ ବୁକ ୱାର୍ଲଡ ରେକର୍ଡ ରେ ବଣେଇଥିବା ଏଇ ଲୋକର ଲାଇଫ ଷ୍ଟାଇଲ ହିଁ ଆଜି ଏଇ ଲୋକପାଇଁ କାଳ ସାଜିଗଲା |
ଦର୍ଶକବନ୍ଧୁ ପୁନେ ର ଦତା ନାମକ ଏଇ ସୁନା ପିନ୍ଧିଥିବା ଏଇ ସୁନାର ସାର୍ଟ ର ଦାମ ପାଖା ପାଖି ଦେଢ଼ କୋଟି ଟଙ୍କା କିନ୍ତୁ କଣ ହେବ ଯେଉଁ ଜିନିଷ କୁ ଧିକ ଭଲ ପାଇଲା ସେଇ ଜିନିଷ ହିଁ ଜୀବନ ନେଇଗଲା ଗୋଟେ ରାତିରେ ଦତା ଏକୁଟିଆ ଘରକୁ ଫେରିବା ସମୟରେ କିଛି ଲୋକ ତାଙ୍କୁ ରାସ୍ତା ରେ ଫଲୋ କରିବାକୁ ଲାଗିଲେ |
ବନ୍ଧୁଗଣ ଏମିତି କିଛିଦିନ ଚାଲିଲା ଦତା କୁ ଲାଗୁଥିଲା ଯେ ତାକୁ କିଏ ଫଲୋ କରୁଛି ସେ ଡରରେ ଜୋର ଜୋର ରେ ଚାଲିବାକୁ ଲାଗିଲା କିନ୍ତୁ ସେ ବଞ୍ଚି ପାରିଲା ନାହିଁ ସେଦିନ ରାତିରେ ତାକୁ କିଛି ଚୋର ଲୁଟେରା ତାକୁ ଫଲୋ କରୁଥିଲେ ସେ ବୁଝିବା ବେଳକୁ ଆଉ କିଛି ନଥିଲା ତା ପରା ଦିନ ସଖାଳୁ ତାର ମୃତ ଦେହ ପୋଲିସ ଉଦ୍ଧାର କଲା ଓ ତା ସୁନାର ଡ୍ରେସ ଭି ଗାୟବ ଥିଲା |