ନମସ୍କାର ଦର୍ଶକବନ୍ଧୁ ଆପଣ ମାନେ କେବେ ଦେଖିଛନ୍ତି ମଣିଷ କେବେ ଇଟା ଏବଂ ବାଲି ଗୋଡି ଖାଇବାର ଯଦି ନା ଆଜି ଆମେ ଏମିତି ବ୍ୟକ୍ତି ବିଷୟରେ କହିବୁ ଯିଏକି ସକାଳୁ ଉଠିଲେ ଜଳଖିଆ ଠାରୁ ଆରମ୍ଭ କରି ରାତ୍ରି ଭୋଜନ ପର୍ଯ୍ୟନ୍ତ କେବେଳ ଇଟା ଏବଂ ବାଲି ଗୋଡି ଖାଇଥାନ୍ତି |
କର୍ଣ୍ଣାଟକ ର ଏକ ଛୋଟିଆ ଗ୍ରାମରେ ରୁହନ୍ତି ଜଣେ ବ୍ୟକ୍ତି ଏହି ବ୍ୟକ୍ତି ଜଣଙ୍କ ଗୋଟିଏ ଦିନରେ 3 କେଜି ଇଟା ବାଲି ଏବଂ ଗୋଡି ଖାଇଥାନ୍ତି | ଯେତେବେଳେ ଏହି ବ୍ୟକ୍ତି ଜଣଙ୍କ 10 ବର୍ଷର ହୋଇଥିଲେ ସେ ସମୟରେ ସେ ଇଟାର ସୁଦ ଚାଖି ଥିଲେ ବାସ ତାପରଠୁ ଗାଁ ର କାନ୍ଥ ଏବଂ ଚଟାଣ ପାଲଟିଥିଲା ଏହି ବ୍ୟକ୍ତିଙ୍କ ଖାଇବା ବେଳେ ବେଳେ ଅନେକ ଲୋକ ଏହି ବ୍ୟକ୍ତି ଜଣଙ୍କୁ ଅନେକ ପ୍ରଶ୍ନ ମଧ୍ୟ କରନ୍ତି |
ଆରେ ଭାଇ ଆପଣ ଇଟା ଖାଉଛନ୍ତି ଆପଣଙ୍କର କିଛି ଖେତୀ ହଉନିତ ବାସ ଏହି ବ୍ୟକ୍ତି ଜଣଙ୍କ କୁହନ୍ତି ତାଙ୍କର ଆଜି ପର୍ଯ୍ୟନ୍ତ ଶରୀରେ କୌଣସି ଖେତୀ ହୋଇ ନାହିଁ | ଦର୍ଶକବନ୍ଧୁ ଏହି ଅଧୁଭୂତ ଭୋଜନ କରିବାର ରୋଗକୁ ପିକା କୁହାଯାଏ ଅର୍ଥାତ ଏହା ହେଉଛି ଏକ ପ୍ରକାର ରୋଗ |
ଏହି ବ୍ୟକ୍ତି ମଧ୍ୟ କାହାର କଥା ଶୁଣନ୍ତି ନାହିଁ ବାସ ସବୁବେଳେ ଇଟା ଖାଆନ୍ତି ଏହି ବ୍ୟକ୍ତି କହିବା ଅନୁସାରେ ସେ ଜୀବନରେ ଭତା ଡାଲି ଖାଇବା ଛାଡ଼ିଦେବେ ହେଲେ ଇଟା ପଥର ଖାଇବା ଛାଡ଼ିବେ ନାହିଁ ବେଳେ ବେଳେ ସେ ବହୁତ ବଡ ବଡ଼ ପଥର ମଧ୍ୟ ଖାଇ ଦେଇଥାନ୍ତି |
ଏହି ବ୍ୟକ୍ତିଙ୍କର ଅଜବ ଖାଇବା ଦେଖିବା ପାଇଁ ଅଖା ପାଖ ଗାଁ ବହୁତ ଦୂରରୁ ଲୋକ ମାନେ ଆସିଥାନ୍ତି | ତେବେ ଦର୍ଶକବନ୍ଧୁ ଦୁନିଆରେ ଏମିତି ଲୋକ ଅଛନ୍ତି ଯେ କି ଅଜବ ଖାଇବା ଖାଇ ବିଶ୍ୱ ରେକଡ଼ ମଧ୍ୟ କରିଥାନ୍ତି | ଆପଣ ମାନେ ନିହାତି ଦେଖିଥିବେ ସେ ଏପରି ଏକ ବ୍ୟକ୍ତି ଯିଏକି ପ୍ରତି ଦିନ 3 କିଲୋରୁ ଅଧିକ ଇଟା ବାଲି ପଥର ଆଦି ଖାଇ ଦିଅନ୍ତି |