Breaking News

ମାଙ୍କ ଅଭୁତ ଲୀଳା ! ଏମିତି ଏକ ମନ୍ଦିର ଯେଉଁଠି ପାଣିରେ ଜଳେ ଦୀପ

ବୈଜ୍ଞାନିକ ମାନେ ମଧ୍ୟ ନୁଝି ପାରୁନାହାନ୍ତି ଏହାର ରହସ୍ୟ | ପାଣିରେ ଜଳୁଛି ମନ୍ଦିରର ଦୀପ | ସନାତନ ଧର୍ମରେ ପ୍ରତିମା ପୂଜା କୁ ମହତ୍ଵ ଦିଆଯାଏ | ସେଥିପାଇଁ ବିଭିନ୍ନ ସ୍ଥାନରେ ମନ୍ଦିର ରହିଛି | ତେବେ ଆମ ଦେଶରେ କିଛି ଏପରି ଜାଗା ରହିଛି | ଯେଉଁଠାରେ ଅନେକ କିଛି ଚମତ୍କାର ଦେଖିବାକୁ ମିଳିଥାଏ | ଏମିତି ଏକ ମନ୍ଦିର ରହିଛି ଯେଉଁ ଠାରେ ମନ୍ଦିର ପାଣିରେ ଦୀପ ଜଳୁଥାଏ |

ତେବେ ଏଯାଏଁ ମଧ୍ୟ ବୈଜ୍ଞାନିକ ମାନେ ଏହାର ଭେଦ କରି ପାରିନାହାନ୍ତି | ତେବେ କେହି କେହି ଏହାକୁ ଭକ୍ତର ଆସ୍ଥା ଏବଂ ବିଶ୍ବାସର କଥା ବୋଲି କହିଥାନ୍ତି | ଭକ୍ତି ବଳରେ ବହୁତ ଚମତ୍କାର ହୁଏ ବୋଲି ମାନ୍ୟତା ରହିଛି | ଆଉ ଯେଉଁଠାରେ ଚମତ୍କାର ହୋଇଥାଏ ସେଠାରେ ଆସ୍ଥା ମଧ୍ୟ ଦୃଢ ରହିଥାଏ | ତେବେ ମାଆଙ୍କର ଏପରି ଏକ ମନ୍ଦିର ରହିଛି ମଧ୍ୟପ୍ରଦେଶ ସ୍ଥିତ ଶାଜାପୁର ଜିଲ୍ଲା କଲି ସିଂହ ନଦୀ କୂଳରେ |

ଏଠାରେ ନଅ ବର୍ଷ ପୂର୍ବେ ହୋଇଥିବା ଏକ ଚମତ୍କାର ଲୋକମାନଙ୍କୁ ଆଶ୍ଚର୍ଯ୍ୟ ଏବଂ ଚକକିତ କରିଦେଇଛି | ଯେଉଁଥି ଲୋକଙ୍କ ବିଶ୍ଵାସ ଏହି ମନ୍ଦିର ଉପରେ ଅଧିକ ଗଭୀର ରହିଛି | ସବୁଠି ତେଲ ବ ଘିଅରେ ଦୀପ ଜଳିଥାଏ ହେଲେ ଏଠାରେ ପାଣିରେ ଦୀପ ଜଳିଥାଏ | ଯାହା କି ଶ୍ରଦ୍ଧାଳୁ ଙ୍କୁ ଆଶ୍ଚର୍ଯ୍ୟ ଏବଂ ଚକକିତ କରିଛି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

୩୦୦ ବର୍ଷ ପରେ ଏହି ୨ଟି ରାଶି ଉପରେ ପ୍ରଭୁ ଭୋଳାନାଥ ପ୍ରସନ୍ନ ହେବାକୁ ଯାଉଛନ୍ତି, ଦୁନିଆରେ ସବୁ ଠାରୁ କୋଟିପତି ଅଟନ୍ତି ଏହି ୨ଟି ରାଶି, ଏଥି ମଧ୍ୟରେ ଆପଣଙ୍କର ରାଶି ନାହିଁ ତ !

ଆପଣଙ୍କୁ କହି ରଖୁଛୁ ଯେ ଆପଣଙ୍କର ମାନସିକ ରୂପରେ ଧାର୍ମିକ ଭାବନା ଉଦୟ ହେବ ଏମାନଙ୍କ ପାଇଁ ଏହି ରାଜା …

Leave a Reply

Your email address will not be published.