ଦର୍ଶକବନ୍ଧୁ ଭଗବାନ ହନୁମାନଙ୍କର ଏମିତି ଏକ ମନ୍ଦିର ଅଛି ଯେଉଁଠି ହନୁମାନ ଦିନକୁ ତିନି ଥର ରଙ୍ଗ ବଦଳାଇଥାନ୍ତି | ଏହି ମନ୍ଦିରରେ ଭଗବାନ ହନୁମାନଙ୍କର ଅନେକ କାହାଣୀ ଜଡିତ ହେଇକି ଅଛି ବନ୍ଧୁଗଣ କୁହାଯାଉଛି ଏହି ମନ୍ଦିର ରାମାୟଣ ସମୟରୁ ରହିଆସିଅଛି କାରଣ ଏହି ମନ୍ଦିର ରାମାୟଣ ସମୟରେ ହୋଇଥିବା ଘଟଣା ଗୁଡିକୁ ଦର୍ଶାଇଥାଏ ଏହି ମନ୍ଦିରର କିଛି ରହସ୍ୟପୁର୍ଣ କଥା ବିଷୟରେ ଆସନ୍ତୁ ଜାଣିବା |
ବନ୍ଧୁଗଣ ଏହି ମନ୍ଦିରରେ ସୂର୍ଯ୍ୟ ଦେବ ତପସ୍ୟା କରୁଥିଲେ ତାଙ୍କର ତପସ୍ୟା ଭଙ୍ଗ କିମ୍ବା ତପସ୍ୟାରେ କୌଣସି ବିଘ୍ନ ଘଟିବନି ବୋଲି ଭଗବାନ ହନୁମାନ ଏଠାରେ ଉପସ୍ଥିତ ଥିଲେ | ଦର୍ଶକବନ୍ଧୁ ସୂଯ୍ୟ ଦେବଙ୍କ ତପସ୍ୟା ପୃନ ହେବା ପରେ ସୂଯ୍ୟ ଦେବ ଏଠାରୁ ଛାଡି ଚାଲିଯାଇଥିଲେ ଏବଂ ହନୁମାନଙ୍କୁ ସେ ସ୍ଥାନରେ ରହିବାକୁ କହିଥିଲେ | ବନ୍ଧୁଗଣ ଏହାପରେ ହନୁମାନ ସେହି ସ୍ଥାନରେ ମୃତ୍ତି ରୂପରେ ରହିଯାଇଥିଲେ |
ମାନ୍ୟତା ରହିଛି ଯେ ସୂଯ୍ୟ ଦେବଙ୍କ କିରଣ ପଡିବା ମାତ୍ରେ ଭଗବାନ ହନୁମାନ ବାଲ୍ୟ ରୂପରେ ନଜର ଆସନ୍ତି | ବନ୍ଧୁଗଣ ଏହାପରେ ଅଲଗା ଅଲଗା ସମୟରେ ନିଜର ରୂପ ବଦଳେଇଥାନ୍ତି | ମୁଣ୍ଡାଲା ପାଖାପାଖି ତିନି କିଲୋମିଟର ଦୂରରେ ଅବସ୍ତିତ ପୂରୁବ କାଳର ଅବସ୍ତିତ ଏହି ମନ୍ଦିରକୁ ସୂଯ୍ୟ କୁଣ୍ଡ ନାମରେ ନାମିତ କରାଯାଇଛି |
ଦର୍ଶକବନ୍ଧୁ ଏହି ମନ୍ଦିରରେ ଥିବା ମୃତ୍ତି ଚବିଶ ଘଣ୍ଟାରେ ତିନି ଥର ରୁପ ବଦଳେଇଥାନ୍ତି | ସଖାଳ ସମୟରେ ହନୁମାନଙ୍କ ମୃତ୍ତି ବାଲ୍ୟ ସ୍ୱରୂପ, ଖରାବେଳେ ସମୟରେ ଜୁଦା ସ୍ୱରୂପ ଆଉ ସାନ୍ଧ୍ୟ ସମୟରେ ବୃଦ୍ଧା ସ୍ୱରୂପରେ ନଜର ଆସିଥାନ୍ତି | ବନ୍ଧୁଗଣ ସବୁଦିନ ହନୁମାନଙ୍କ ମୃତ୍ତି ଦିନକୁ ତିନି ଥର ବଦଳିଥାଏ |
ବନ୍ଧୁଗଣ ମନ୍ଦିରର ପୂଜାରୀଙ୍କ କହିବା ଅନୁସାରେ ସଖାଳ ଚାରିଟାରୁ ଦଶଟା ପଯ୍ୟନ୍ତ ହନୁମାନ ବାଲ୍ୟ ସ୍ୱରୂପରେ ନଜର ଆସିଥାନ୍ତି | ଏହାପରେ ଜୁଦା ସ୍ୱରୂପରେ ବଦଳିଯାଏ | ସନ୍ଧ୍ୟା ଚଟାରୁ ପୁରା ରାତି ବୃଦ୍ଧା ଅବସ୍ଥାରେ ନଜର ଆସିଥାନ୍ତି | ବନ୍ଧୁଗଣ କୁହାଯାଏ ଯେ ହନୁମାନଙ୍କ ଏହି ମୃତ୍ତି ଦୃଲଭ ପଥରରେ ତିଆରି ହୋଇଛି |
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସୂଯ୍ୟ କୁଣ୍ଡରେ ତିଆରି ହୋଇଥିବା ଏହି ହନୁମାନଙ୍କ ମୃତ୍ତି ଦୃଲଭ ଏବଂ ଖାସ ଅଟେ | ଯେଉଁ ଲୋକନାମେ ଏହି ସ୍ଥାନକୁ ଆସି ହନୁମାନଙ୍କ ପୂଜା କରନ୍ତି ସେମାନଙ୍କ ମନସ୍କାମନା ପୃନ ହୁଏ ବୋଲି ବିଶ୍ୱାସ ରହିଛି | ତେବେ ବନ୍ଧୁଗଣ ଏହାକୁ ନେଇ ଆପଣଙ୍କର କଣ ମତାମତ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |