Breaking News

ଏମିତି ଏକ ଦେଶ ଯେଉଁଠାରେ ସବୁବେଳେ କୁକୁର ଙ୍କୁ ପୂଜା କରାଯାଏ, ଜାଣନ୍ତୁ ପୁରା ଖବର …

ଦର୍ଶକବନ୍ଧୁ ଏମିତି ଏକ ଦେଶ ଯେଉଁଠାରେ ଦୀପାବଳୀ ର ଗୋଟିଏ ଦିନ ପୂର୍ବରୁ ବେଶ ଧୁମ୍ ଧାମ ରେ ପାଳିତ ହୁଏ କୁକୁର ପର୍ବ । ଏହି ପର୍ବ ରେ କୁକୁର ମାନଙ୍କୁ କରାଯାଏ ପୂଜାର୍ଚ୍ଚନା। ରାତି ହେବ କୁକୁର ର ପର୍ବ ଦୀପାବଳି କୁ ଧୁମ୍ ଧାମ ରେ ପାଳନ କରିବା ପାଇଁ ଲୋକ ମାନେ ପ୍ରସ୍ତୁତୀ ଆରମ୍ଭ କରିଦେଇଛନ୍ତି । ଘର ସଜାଇବା ଠାରୁ ଆରମ୍ଭ କରି ଦୀପାବଳି ପର୍ଯ୍ୟନ୍ତ ସବୁ କାମ ଜାରି ରଖିଛନ୍ତି ।

କିନ୍ତୁ ଜାଣି ଆଚମ୍ବିତ ହେବେ ଜେ ବିଶ୍ବରେ ଏମିତି ଏକ ଦେଶ ଅଛି ଯେଉଁ ଠାରେ ଦୀପାବଳି ର ଗୋଟିଏ ଦିନ ପୂର୍ବରୁ କୁକୁର ମାନଙ୍କୁ କରାଯାଏ ପୂଜାର୍ଚନା। ଏହି ଦେଶ ଟି ହେଲା ଆମର ପଡୋଶୀ ଦେଶ ନେପାଲ ଏଠାରେ ଦୀପାବଳି ର ଗୋଟିଏ ଦିନ ପୂର୍ବରୁ ଏପରି ଏକ ପୂଜାର୍ଚ୍ଚନା କରାଯାଏ ଏହା କୁ କୁକୁର ପର୍ବ ବୋଲି କୁହାଯାଇଥାଏ।

ସୂଚନା ଅନୁଯାୟୀ ଭାରତ ର ପଡୋସି ଦେଶ ନେପାଲ ରେ ଦୀପାବଳି ର ଗୋଟିଏ ଦିନ ପୂର୍ବରୁ ଏକ ପୂଜାର୍ଚ୍ଚନା କରାଯାଇଥାଏ। ଏହି ପର୍ବ କୁ କୁକୁର ପର୍ବ ବୋଲି କୁହାଯାଇଥାଏ। ଏହି ପର୍ବ ରେ କୁକୁର ମାନଙ୍କୁ ପୂଜା କରାଯାଇଥାଏ। ନେପାଳ ରେ ପାଳିତ ହେଉଥିବା କୁକୁର ପର୍ବ କୁ ଲୋକ ମାନେ ବେସ ଧୁମ୍ ଧାମ ରେ ପାଳନ କରିଥାନ୍ତି। ଏହି ଉତ୍ସବ ରେ ନେପାଲ ର ସମସ୍ତ କୁକୁର ଙ୍କୁ ପୂଜା କରାଯାଇଥାଏ।.

କେବଳ କୁକୁର ନୁହେଁ ନେପାଳ ରେ ସମସ୍ତ ପଶୁଙ୍କୁ ପୂଜା କରାଯାଇଥାଏ। କିନ୍ତୁ କୁକୁର ଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ। ନେପାଳ ରେ ଦୀପାବଳି କୁ ମଧ୍ୟ ବେସ ଧୁମ୍ ଧାମ ରେ ପାଳନ କରାଯାଇଥାଏ।କିନ୍ତୁ ଦୀପାବଳି ପୂର୍ବରୁ କାଉ ପୂଜା ଏବଂ କୁକୁର ପୂଜା କରାଯାଇଥାଏ। ଦୀପାବଳି ର ଦୁଇଦିନ ପୂର୍ବରୁ ନେପାଳ ର ଲୋକ ମାନେ କାଉ ପୂଜା କରିଥାନ୍ତି।

ଏହି ପୂଜା ରେ ଲୋକ ମାନେ ସକାଳୁ ସକାଳୁ ଉଠି ବିଭିନ୍ନ ପ୍ରକାରର ଖାଇବାକୁ କରି କାଉ ମାନଙ୍କୁ ଖାଇବାକୁ ଦେଇଥାନ୍ତି। କାଉ ପୂଜା ର ଗୋଟେ ଦିନ ପାରେ ଅର୍ଥାତ୍ ଦୀପାବଳି ର ଗୋଟେ ଦିନ ପୂର୍ବରୁ କୁକୁର ପୂଜା କରାଯାଇ ଥାଏ। ନେପାଲ ରେ ଏପରି କାଉ ଏବଂ କୁକୁର କୁ ପୂଜା କରିବା ପଛରେ କିଛି ଧାର୍ମିକ କାହାଣୀ ରହିଛି। ଏଠାକାର ଲୋକ ମାନେ ମାନିଥାନ୍ତି କି କୁକୁର ମାନେ ହଉଛନ୍ତି ଯମ ରାଜା ଙ୍କର ଦୂତ । ତେଣୁ କୁକୁରଙ୍କୁ ପୂଜା କଲେ ଯମରାଜ ଖୁସୀ ହୋଇ ବାର ପ୍ରଦାନ କରିଥାନ୍ତି। ଏହି କାରଣ ରୁ ନେପାଳ ରେ କୁକୁର ଙ୍କୁ ପୂଜା କରାଯାଇଥାଏ।

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.