Breaking News

ଏମିତି ଏକ ବିରଳ ମାଛ ଧରିଲେ ଲୋକ ଯାହାର ଦାନ୍ତ ମଣିଷ ଦାନ୍ତ ପରି, ଦେଖିଲେ ଆପଣ ଆଶ୍ଚଯ୍ୟ ହୋଇଯିବେ !

ଦର୍ଶକବନ୍ଧୁ ଗଭୀର ସମୁଦ୍ର ରେ ଅନେକ ରହସ୍ୟ ଲୁଚି ରହିଛି ଗଭୀର ନୀଳ ଜଳ ରାଶି ଅଥଳ ଜଳ ତଳେ ରହିଛନ୍ତି ରହସ୍ୟ ମଇ ଯିବ ସମୁଦ୍ର ତଳେ ଅନେକ ପ୍ରକାର ରହସ୍ୟ ମୟ ଦ୍ରବ୍ୟ ରହିଛି | ରହିଛି ଅନେକ ପ୍ରକାର ଗଛ ଓ ଶୈବାଳ ଓ ଯିବା ଜନ୍ତୁ | ମାଛ ଘୋଡ଼ା ଅକ୍ଟୋପସ୍ଜେ ଜେଲି ସାଫ ଇତ୍ୟାଦି ଅନେକ ପ୍ରକାର ଜୀବ ରହିଛନ୍ତି | ସେହିପରି ଏକ ମାଛ ହଉଛି ଟ୍ରିଗର ମାଛ ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶଚୟ | ସମୁଦ୍ର ରୁ ଏପରି ଏକ ମାଛ ଧରାଜାଇଛି ଯାହାର ଦାନ୍ତ ଓ ଓଠ ମଣିଷ ପରି | ଏହି ମାଛ କୁ ଟ୍ରିଗର ମାଛ କୁହାଯାଇଥାଏ |

ସାରା ବିଶ୍ବ ରେ ଏହି ମାଛ ର ୪୦ ଟି ଭିନ୍ନ ପ୍ରଜାତି ଦେଖାଯାଏ ଏହି ମ୍ୟାଚ ର ମଣିଷ ପରି ଦାନ୍ତ ଥିବାପରେ ଓଠ ବି ଅବିକଳ ମଣିଷ ପରି | ଏହି ମାଛ ଧରାଯିବ ପରେ ଜଣେ କେହି ଏହାର ଫୋଟୋ କୁ ସୋସିଆଲ ମିଡ଼ିଆ ରେ ଛାଡିଥିଲେ | ତାହା ପରେ ମାଛ ଫୋଟୋ ଭାଇରାଲ୍ ହୋଇଥିଲା | କିଛି ଲୋକ ଫୋଟୋ ସପ୍ ମାଧ୍ୟମ ରେ ମାଛ ର ହାତ ଗୋଡ ଓ ଆଇବ୍ରୋ କରିବାକୁ ଲାଗିଥିଲେ | ମାଲେସିଆ ରେ ଏହି ପ୍ରଜାତି ର ମାଛ ବୋହୁ ସଂଖ୍ୟା ରେ ଦେଖାଯାନ୍ତି ଅନେକ ଏହି ପ୍ରଜାତି ର ମାଛ କୁ ଦେଖି ଆଚମ୍ବିତ ହୋଇଛନ୍ତି | ମାଲେସିଆ ର ଘାବୀର ସମୁଦ୍ର ରେ ଏହି ପ୍ରଜାତି ର ମାଛ ଦେଖାଯାଆନ୍ତି |

ଏହି ମାଛ ଅଟେ ସାହସୀ ଜେ ଏହା ବେଳେବେଳେ ମାଛ ବୁଡାଳୀ ବା ଡ୍ରାଇଭର ଙ୍କୁ ଆକ୍ରମଣ କରିଥାଏ | ଏହା ଥରେ ଡ୍ରାଇଭର ସହ କ୍ୟାମେରା କୁ ଆକ୍ରମଣ କରୁଥିବାର ଦେଖିବାକୁ ମିଳିଥିଲା | ଏହି ମାଛ ର ଫୋଟୋ କୁ ଟୁଇଟର ରେ ସେୟାର କରିବା ପରେ ୧୩.୮୦୦ ଲୋକ like ଓ ୮.୧୦୦ ରେ ଟୁଇଟ କରାଯାଇଛି |

About odisha news

Check Also

ଜଗନ୍ନାଥ ମନ୍ଦିରର ଗୁପ୍ତ ରହସ୍ୟ ଜାଣନ୍ତୁ ବିଶ୍ୱ ପ୍ରସିଦ୍ଧ କାହିଁକି, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ନମସ୍କାର ବନ୍ଧୁଗଣ ଆସନ୍ତୁ ଜାଣିବା ବିଶ୍ୱବ୍ରମହାଣ୍ଡର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିର ଗୁପ୍ତ ରହସ୍ୟ | ତେବେ ଏହିଖବରଟି ଶେଷଯାଏଁ …

Leave a Reply

Your email address will not be published.