Breaking News

ଏମିତି ଏକ ବାହାଘର ଆପଣ ଆଗରୁ କେବେ ଦେଖିନଥିବେ, ଦୁଇ Bhouni କରିଦେଲେ ଏମିତି କାଣ୍ଡ ଯାହାକୁ ଜାଣିଲେ ମୁଣ୍ଡ ପିଟିଦେବେ…ଦେଖନ୍ତୁ

ନମସ୍କାର ଦର୍ଶକ ବନ୍ଧୁ ଆମ ଚ୍ୟାନେଲ କୁ ସ୍ବାଗତ କରୁଛୁ ବନ୍ଧୁଗଣ ଆଜିର ଏହି ଭିଡିଓ ରେ କିପରି ୨ ଭଉଣୀ ପରସ୍ପର ସହ ବିବାହ କରିଛନ୍ତି ଘଟଣା ଟି ହେଉଛି ଝାଡଖଣ୍ଡ ରାଞ୍ଚି ଠାରେ ତେବେ ଚାଲନ୍ତୁ ଜାଣିବା ସଂପୂର୍ଣ୍ଣ ବିଷୟରେ ସମ୍ପର୍କ ରେ ୨ ଭଉଣୀ ଥିବା ଝିଅ ସମଲିଙ୍ଗୀ ବିବାହ କରିଛନ୍ତି ମିଡ଼ିଆ ରିପୋର୍ଟ ଅନୁସାରେ ପରିବାର ଲୋକ ତାଙ୍କୁ ନେଇ ଥାନା ପହଞ୍ଚି ଥିଲେ ।

ସେତେ ବେଳେ ପୋଲିସ ତାଙ୍କୁ ଗାଳି କରି ବିବାହ କରି ଦେଇଥିଲେ ସେମାନେ ଏହା ସହିତ ବଞ୍ଚିବା ମାରିବା ସମର୍ଥ କରିବା ଦେଖି ପରିବାର ଲୋକେ ଚକିତ ହୋଇ ଯାଇଛନ୍ତି ଏହି ଘଟଣା କୋଟସା ଜେଲ୍ ରୁ ଝୁମା ତେଲିଆ ଥାନା କ୍ଷେତ୍ରରେ ଅଟେ ଯେଉଁଠି ୨ ମାସ ହେବ ୨ ଭଉଣୀ ଗାଏବ ଅଛନ୍ତି ।

ଝାଡଖଣ୍ଡର କଟମା ଜେଲ୍ ରେ ଝୁମର ତାଲା କ୍ଷେତ୍ରରେ ସଂପର୍କ ମାମୁ ଝିଅ ପିଉସୀ ଝିଅ ଅଟନ୍ତି ପରିବାର ଲୋକ ବିବାହ ପାଇଁ ବିରୋଧ କରିବାରୁ ସେମାନେ ଗାଏବ ଅଛନ୍ତି ଝିଅ ମାନଙ୍କ ବିଷୟରେ ଜଣା ପଡ଼ିବା ପରେ ପରିବାର ଲୋକେ ଚାନ୍ଦାବରେ ପହଞ୍ଚିଥିଲେ ଓ ଧରିଆନିଥିଲେ ।

ସେମାନେ ୨ ଜଣ ସାବାଳକ ହୋଇ ଥିବାରୁ ୨ ଜଣ ପରସ୍ପର ସହିତ ଜୀବନ ବିତେଇବାକୁ ଜିଦ୍ ଧରିଛନ୍ତି ପରିବାର ଲୋକେ ଚିନ୍ତିତ ଅଛନ୍ତି ଆଇନ ଅନୁଯାୟୀ ଏକ ସମଲିଙ୍ଗି ଅନ୍ୟ ଏକ ସମଲିଙ୍ଗି ସହ ସଂପର୍କ ରଖିପାରିବ ଏହାକୁ ଆଇନ୍ ସ୍ଵିର୍କୃତୀ ଦେଇଛି ।

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.