Breaking News

ଏମିତି ଏକ ପ୍ରେମ କାହାଣୀ ଯାହାର ବିଷୟରେ ଜାଣିଲେ ଆଖିରୁ ଲୁହ ଆସିଯିବ ଆଉ ସେମାନଙ୍କୁ ତାରିଫ ନକରି ରହି ପାରିବେ ନାହିଁ

ପ୍ରେମ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣ ମାତ୍ରେ ମନରେ ଖେଳି ଆସେ ଏକ ଅଭୂତ୍ ପ୍ରକାର ର ଶିହରଣ । ମନ କୁ ମନ ବୁଝେ ଆଉ ଗୋଟିଏ ଡୋରରେ ବାନ୍ଧି ହୋଇଯାଇଥାଏ ଦୁଇଟି ମନ ଆସନ୍ତୁ ଜାଣିବା ସେମିତି ଏକ ପ୍ରେମ କାହାଣୀ ଯାହା ଆମେ ଆପଣ ମାନଙ୍କୁ କହିବୁ ।

ଭଲ ପାଇବା ପାଖରେ କିଛି ବି ଦେଖିନି ଧନୀ କି ଗରିବ ,କଳା କି ଗୋରା ଓ ସୁନ୍ଦର୍ କି ଅସୁନ୍ଦର ଭଲ ପାଇବା ଆଗରେ ଏହା କିଛି ବି ଦେସେନ । ଦୁଇଟି ମନ ର ପରିଭାଷା କୁ ପରସ୍ପର ବୁଝିଲେ ପ୍ରେମର ମୂଳ ଦୁଆ ପଡିଥାଏ । ଆଉ ସେହି ପ୍ରେମର ବୁଝା ବଣା ପରି ଫେଣ୍ଟା ଫେଣ୍ଟି ସମ୍ପର୍କ କୁ ସୃଷ୍ଟି ହୋଇ ସଂସାର ।

ସେମିତି ଏକ ସଂସାର ଗଢ଼ିଛନ୍ତି ବରଗଡ଼ ଅତାବିରା ବ୍ଲକ ର ଦଦଙ୍ଗା ଗ୍ରାମ ର ଦିବ୍ୟାଙ୍କ ଦମ୍ପତି , ଅଜିତ୍ ଚାନ୍ଦ ଓ ସୁଷମା ଚାନ୍ଦ ଓ ଜନ୍ମ ରୁ ଦୃଷ୍ଟି ହିନ ଆଉ ଜଣେ ରୋଗରେ ପଡି ଆଖିର ଜ୍ୟୋତି ହରାଇ ବସିଛନ୍ତି । ଅନେକ ପ୍ରେମ ସମ୍ପର୍କ ରେ ଆପଣ ମାନେ ଜାଣିଥିବେ ରୋମିୟ ଜୁଲେଟ୍ ହଉ ବା ଦେବଦାସ ପାର୍ ଏମାନଙ୍କ ପ୍ରେମ ଠାରୁ ବିଲକୁଲ୍ କମ ନୁହେଁ ଅଜିତ ସୁଷମା ଙ୍କ ପ୍ରେମ କାହାଣୀ ।

 

ବିଦ୍ୟାଳୟ ରେ ଦୁହିଁଙ୍କ ମଧ୍ୟରେ ପରିଚୟ ହୁଏ । ଯେଉଁ ପରିଚୟ ପ୍ରେମ ରେ ପରିଣତ ହୁଏ ସେହି ସମ୍ପର୍କ ଗତ ମାର୍ଚ୍ଚ ମାସରୁ ସଂସାର ଗଢ଼ି ଉଠିଛି । ଅଜିତ ଓ ସୁଷମା ଙ୍କ ପ୍ରେମ ସମ୍ପର୍କ ଏବେ ସୁଷମା ଙ୍କ ଗର୍ଭରେ ବଢୁଛି । ସୁଷମା ୮ ମାସ ଗର୍ଭବତୀ ଥିବା ବେଳେ ତାଙ୍କୁ ସମସ୍ତ ପ୍ରକାର ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି ସ୍ଥାନୀୟ ଅଙ୍ଗନ୍ ବଡ଼ି କେନ୍ଦ୍ର ।

ଗର୍ଭବତୀ ସ୍ତ୍ରୀ ଙ୍କ ପାଇଁ ଅଜିତ୍ ଚିନ୍ତିତ ଥିଲେ ବି ଭଗବାନ ଙ୍କ ଆଖିରେ ଦୁନିଆ ଦେଖି ଆଗକୁ ବଢିବା ପାଇଁ ଆଶା ରଖିଛନ୍ତି । ଅଜିତ ଆଉ ସୁଷମ ପ୍ରେମ କରି ପ୍ରମାଣ କରି ଦେଇଛନ୍ତି ପ୍ରେମ୍ ଆଗରେ ଆଉ ସବୁ ତୁଚ୍ଛ ବୋଲି । ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏଣିକି ବ୍ୟାଙ୍କ୍ ଏଟିଏମ୍ ରୁ ଟଙ୍କା ଉଠାଇଲେ ଗ୍ରାହକ ମାନଙ୍କୁ ଦେବାକୁ ପଡ଼ିବ ଫାଇନ

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତି। ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ବଡ଼ ଖବର। ଏଣିକି ଏଟିଏମ୍ ରୁ ଟଙ୍କା …

Leave a Reply

Your email address will not be published. Required fields are marked *