ଦର୍ଶକବନ୍ଧୁ ଆପଣ କଣ ରାତିରେ ସୂର୍ଯ୍ୟ ଦେଖିଛନ୍ତି ଆପଣ ଭାବୁଥିବେ ଇଏ କି ପ୍ରଶ୍ନ ରାତିରେ କଣ ସୂର୍ଯ୍ୟ ଦେଖାଯାଏ ହୁଏତ ଆପଣ ରହୁଥିବା ସ୍ଥାନରେ ଦେଖା ଯାଉନଥିବ କିନ୍ତୁ ଆମ ବିଶ୍ୱରେ ଆମର ଏମିତି ସ୍ଥାନ ରହିଛି ଯେଉଁଠି ଦିନ ସରେନି କି ରାତି ଆସେନି ଯେଉଁଠି 24 ଘଣ୍ଟା ଦିନ ଥାଏ | ଆଉ ଏଠାରେ ସୂର୍ଯ୍ୟ ଅସ୍ଥବି ହୁଅଛନ୍ତି ନାହିଁ ସତରେ ଭାବିଲେ ଆଶ୍ଚର୍ଯ୍ୟ ଲାଗିବ ଏମିତିରେ କି ଆମ ପୃଥିବୀରେ ଅଛି ସତରେ ବିଚିତ୍ର ଆମ ପୃଥିବୀ ଏହା ବିଷୟରେ ଯେତେ ଜାଣିଲେ ଯେତେ ଶୁଣିଲେ ଜମାବି ସରୁନି ଏହି ସୂର୍ଯ୍ୟ ଅସ୍ଥ ହେଉନଥିବା ସ୍ଥାନଟି କେଉଁଠି ଏବଂ ଏଠାରେ ରାତି ନହବାର କାରଣ କଣ |
ଦର୍ଶକବନ୍ଧୁ ଆମ ଦୁନିଆରେ ଏହି ଦୁଇ ଆଖିରେ ସେଥିକି ଦିନିଷ ଦେଖିପାରୁ ଯାହା ଆମ ସାମ୍ନାରେ ଥାଏ କିନ୍ତୁ ମଣିଷର କଳ୍ପନା ତାକୁ ଗୋଟିଏ ଜାଗାରେ ଥାଇ ସାରା ଦୁନିଆକୁ ଚୁଟିକିରି ବୁଲେଇଦିଏ | କିନ୍ତୁ ଦିନ ନସରିବ ରାତି ନହବା କୌଣସି କଳ୍ପନା ନୁହେଁ ବରଂ ସତ ସେହି ଜାଗାକୁ ମଧ୍ୟରାତିର ଦେଶ କିମ୍ବା ମଧ୍ୟ ରାତିର ସୂର୍ଯ୍ୟର ଭୂମି କୁହାଯାଇଥାଏ ତାହା ହେଉଛଇ NORWAY ତେବେ ଏହା ହେଉଛଇ ଏମିତି ଦେଶ ଯେଉଁ ଠାରେ ସୂର୍ଯ୍ୟ ଅସ୍ଥ ହୁଏନି |
କାରଣ ଏହା ଆର୍ଟିକୀ ସର୍କଲକୁ ଆସେ ଏବଂ ମେ ରୁ ଜୁଲାଇ ମଧ୍ୟରେ ସୂର୍ଯ୍ୟ ଏଠାରେ ପ୍ରାୟ 67 ଦିନ ପର୍ଯ୍ୟନ୍ତ ଅସ୍ତ ହୁହାନ୍ତି ନାହିଁ ଗ୍ରେଡ ବ୍ରିଟେନ ପରେ ଏହି ଦେଶ ହେଉଛି ୟୁରପ ସର୍ବ ବୃହତ ଦେଶ ରାତିରେ ମଧ୍ୟ ଏଠାରେ ସୂର୍ଯ୍ୟ କିରଣ ରହିଥାଏ ଭାବିଲ ଦେଖି କେମିତି ଲାଗୁଥିବ ଏଠାରେ ସୂର୍ଯ୍ୟ ମେ 10ରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ରହେ ମାନେ ଜୁଲାଇ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଏ ନାହିଁ |
ଏହି ସହରର ଜନ ସଂଖ୍ୟା ମାତ୍ର 3000 ଏବଂ ଏହା ସେହିତି ପାଇଁ କୁହାଯାଇଥାଏ କାନାଡ଼ା ହେଉଛି ବିଶ୍ୱର ଦ୍ୱତୀୟ ଦେଶ ଯାହାକି ଦୀର୍ଘ ସମୟ ଧରି ବରଫରେ ଆଛା ଧିତ ହୁଏ | ଏଠି ଗରମ ଦିନରେ ସୂର୍ଯ୍ୟ ପ୍ରୟତ 2 ମାସ ପର୍ଯ୍ୟନ୍ତ ରହୁଥିଲା ନେଲେ ଶୀତଦିନେ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଅନ୍ଧାର ରହିଥାଏ | ନଭେମ୍ବର ମାସରେ ସୂର୍ଯ୍ୟ ଏଠାରେ ଅସ୍ତ ହୁହାନ୍ତି ନାହିଁ ଏବଂ ଏହା ଅନ୍ଧ କାରରେ ପୁରା ପୁରି ଛାଇ ହୋଇ ରୁହେ ଆଉ ଏହିଭଳି ସମୟକୁ ଓଲାର ନାଇଟୀ ବୋଲି କୁହାଯାଇଥାଏ |
Check Also
ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…
ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …