Breaking News

Elina ଆମେରିକା ଯାଇଁ ଗୋଟେ ନୂଆ ଘର କିଣି କେମିତି ଚଳୁଛନ୍ତି, ଏଲିନା ଆଉ ଓଡିଶା ଆସିବେ କି ନାହିଁ କଣ କହିଲେ ସମ୍ପୂର୍ଣ୍ଣ ଖବର ଜଣାନ୍ତୁ !

ନମସ୍କାର ବନ୍ଧୁଗଣ ଏବେ ଓଡ଼ିଶା ଛାଡି ଆମେରିକାରେ ରହୁଛନ୍ତି ଓଲିଉଡର ଜବରଦସ୍ତ ଅଭିନେତ୍ରୀ ଏଲିନା ସାମନ୍ତରାୟ ଦୀର୍ଘ ଦିନ ଧରି ଓଲିଉଡ ଇଣ୍ଡ୍ରଷ୍ଟି ରେ ସେ ବହୁ ସାରା ସିନେମାରେ ସେ ଅଭିନୟ କରିଛନ୍ତି | ସୁନ୍ଦର ଅଭିନୟ କାରଣରୁ ସାରା ଓଡ଼ିଶାରେ ଲୋକ ମାନେ ତାଙ୍କୁ ବହୁତ ଅଧିକ ଭଲ ପାଇବା ଦେଇଛନ୍ତି ତାହାଲେ ଆପଣ ମାନେ ଜାଣିଥିବେ ଏଲିନା ସାମନ୍ତରାୟ ଗୋଟେ ମିଡ଼ିଲି କ୍ଲାସରୁ ପରିବାରରୁ ଆସିଛନ୍ତି |

ଆଉ ଓଲିଉଡ ଇଣ୍ଡଷ୍ଟ୍ରିର ଆସିବା ପରେ ତାଙ୍କର ଭାଗ୍ୟ ପୁରା ବଦଳି ଯାଇଛି ଏଲିନା ସାମନ୍ତରାୟ ଗୋଟେ ରିଆଲିଟି ସୋଅର ମାଧ୍ୟମରେ ଓଲିଉଡ ଇଣ୍ଡଷ୍ଟ୍ରି କୁ ଆସିଥିଲେ ତା ଏହା ପରେ ସେ ଓଲିଉଡର ସମସ୍ତ ଆଗଧାଡିର କଳାକାର ଙ୍କ ସହିତ ଅଭିନୟ କରିଥିଲେ | ନିଜର ସୁନ୍ଦର ଅଭିନୟ କାରଣରୁ ଅଭୁତ ସାରା ସପରାଇଜି ମଧ୍ୟ ପାଇଥିଲେ ଏହାରି ମଧ୍ୟରେ ଏଲିନା ସାମନ୍ତରାୟଙ୍କୁ 26 ବର୍ଷ ବୟସ ହୋଇ ଗଲାଣି |

ଆଉ ଏଲିନା ବର୍ତମାନ ସମୟରେ ପ୍ରଥମ ଥର ପାଇଁ ଆମେରିକାକୁ ଯାଇଛନ୍ତି ଆଉ ଆମେରିକାର ଗୁଣ ଗାଉଥିବାର ନଜର ଆସିଛନ୍ତି ଏଲିନା ସାମନ୍ତରାୟ | ତାହାଲେ ଏଲିନା ଗୋଟେ ଏବିଭେଣ୍ଟ ପାଇଁ ଆମେରିକାକକୁ ଯାଇଥିଲେ ଯେଉଁଠାରେ ଅର୍ଚ୍ଚିତା ଓ ସବ୍ୟସାଚୀ ମଧ୍ୟ ସେଠି ତାଙ୍କ ସହିତ ଯାଇଥିଲେ ସମସ୍ତେ ସେଠାରେ ସୁନ୍ଦର ଅଭିନୟ କରିଥିଲେ ଆଉ ଏହି ଇଭେଣ୍ଟ କୁ ବହୁତ ଭଲ ଭାବରେ କରିଥିଲେ |

ଆଉ ସେଠାରେ ରହିଥିବା ଆମେରିକା ଓଡ଼ିଆ ଭାଇ ଭଉଣୀ ମାନେ ତାଙ୍କୁ ବହୁତ ଅଧିକ ପ୍ରସଂଶା କରିଥିଲେ ଆଉ ଏହି ଇଭେଣ୍ଟ ଟି ସାରିବା ପରେ ଏଲିନା ସାମନ୍ତରାୟ ବହୁତ ଜାଗାରେ ବୁକୁଥିବାର ନଜର ଆସିଛନ୍ତି ଅମିରିକାରର ସୁନ୍ଦର ସୁନ୍ଦର ଜାଗାରେ ବୁଲୁଥିବାର ଦେଖେ ଦେଇଛନ୍ତି ଏଲିନା | ତେବେ ଏଲିନା କହିଛନ୍ତି ଆଗାମୀ ଦିନ ମାନଙ୍କରେ ସେ ଓଡିଶା ଛାଡି ଆମେରିକାରେ ରହିବେ ତାହାଲେ ଆମେରିକାରେ ତାଙ୍କର ବହୁ ସାରା ସନଗ ମାନେ ମଧ୍ୟ ହୋଇ ସାରିଛନ୍ତି ଆଉ ଆମେରିକାରେ ତାଙ୍କୁ ବହୁତ ସାରା ଭଲ ପାଇବା ମଧ୍ୟ ମିଳୁଛି |

ତାହାଲେ ଓଡ଼ିଶାରେ ତାଙ୍କ ସିନେମା ଗୁଡିକ ଆପଣ ମାନେ ନିଶ୍ଚୟ ଭାବରେ ଦେଖିଥିବେ ବହୁସାରା ସିନେମାର ରେ ଅଭିନୟ ଦେଖିଥିବେ ଫ୍ରେଣ୍ଡସେ ଆପଣ ମାନଙ୍କୁ ଏଲିନା ସାମନ୍ତରାୟ କେମିତି ଲାଗନ୍ତି ତାଙ୍କ ଅଭିନୟ ଆପଣ ମାନଙ୍କୁ କେମିତି ଲାଗେ ଆମକୁକମେଣ୍ଟ ମାଧ୍ୟମରେ ନିଶ୍ଚୟ ଭାବରେ ଜଣାନ୍ତୁ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.