Breaking News

ଆଶ୍ଚର୍ଯ୍ୟ ଖବର – ଏଲିଅନ ଭଳି ଜନ୍ମ ହେଲା ଛୁଆ , ଭିଡ଼ିଓ ଦେଖିଲେ ଆପଣଙ୍କ ଉଡିଯିବ ହୋସ !!

ତେବେ ବନ୍ଧୁଗଣ ଆପଣମାନେ ପ୍ରେତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନୂଆ ନୂଆ ଜିନିଷ ଦେଖିବାକୁ ପାଉଥିବେ ସେଠି ମଧ୍ୟରୁ କିଛି ମଜାଳିଆ ତ ଆଉ କିଛି ଡରାଵନା ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଛୁଆ ବିଷୟରେ କହିବାକୁ ଯାଉଛୁ ଯାହାର ମୁଣ୍ଡ ଏଲିଏନ ଭଳି ବଡ଼ ତେବେ ଜାଣନ୍ତୁ ସମ୍ପୁର୍ଣ୍ଣ ଖବର |

ଦର୍ଶକବନ୍ଧୁ ଏଲିଅନ ଭଳି ଜନ୍ମ ହେଲା ଛୁଆ ଆଗରୁ କେବେ ଦେଖିନଥିବେ ପ୍ରଥମ ଥର ପାଇଁ ଦେଖିନିଅନ୍ତୁ ଆପଣଙ୍କର ହୋସ ଉଡିଯିବ ଏହି ଘଟଣା ଦେଖିବାକୁ ମିଳିଛି ତ୍ରିପୁରର ଏକ ଗାଁରେ ଏ ଝିଅ ଯେବେ ଜନ୍ମ ହେଲା ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ମନୁଷ୍ୟ ନା ଆଉକିଛି |

ଯେତେବେଳେ ଡାକ୍ତରଙ୍କୁ ପଚାରିଲେ ଡାକ୍ତର କହିଲେ ଡରିବାର କିଛିନାହିଁ | ଦର୍ଶକବନ୍ଧୁ ଡାକ୍ତର କହିଲେ ଏ ଝିଅ ମୁଣ୍ଡରେ ପାଣି ଜମିଯାଇଛି ଏହା ଠିକ ହୋଇଯିବ କିଛି ଦିନ ଗଲାପରେ ଏହା ଠିକ ନହୋଇ ଆସ୍ତେ ଆସ୍ତେ ବଢିବାକୁ ଲାଗିଲା ଯାହା ଫଳରେ ଝିଅଟିର ମୁଣ୍ଡ ମଧ୍ୟ ବଡ ହୋଇ ଗଲା |

ଏହାକୁ ଦେଖି ସମସ୍ତଙ୍କର ହୋସ ଉଡି ଗଲା ଦୂରଦୂରରୁ ଲୋକ ମାନେ ଆସି ଏ ଝିଅକୁ ଦେଖିବା ଲାଗି ସମସ୍ତେ ଫୋଟ ଉଠେଇ ସୋସିଆଲ ମିଡିଆରେ ଛାଡିବାକୁ ଲାଗିଲେ ଏହା ପରେ ସରକାରଙ୍କ ତରପରୁ ଚିକିତ୍ସା ଆରମ୍ଭ ହେଲା ଏବେ ଏହି ଝିଅ ସମ୍ପୁର୍ଣ୍ଣ ସୁସ୍ତ ଅଛି | ତେବେ ବନ୍ଧୁଗଣ ଏହାକୁ ନେଇ ଆପଣଙ୍କର କଣ ମତାମତ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ପ୍ରେମ କରୁଥିବା ସମୟରେ ଧରା ପଡିଲେ ପ୍ରେମୀ ଯୁଗଳ, ଗାଁ ଲୋକ ତାଙ୍କ ସହ ଏପରି କଲେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ…

ନମସ୍କାର ବନ୍ଧୁଗଣ ପ୍ରେମ କରିବା ସମୟରେ ଧରି ନେଲେ ଗାଁ ଲୋକେ। ସାମ୍ନାକୁ ଆସିଛି ଏପରି ଏକ ଭିଡିଓ ଯାହା …

Leave a Reply

Your email address will not be published.