Breaking News

ଦେଖନ୍ତୁ ଭିଡିଓ, ମହିଳା କମିଶନଙ୍କ ମଧ୍ୟସ୍ଥି ଦ୍ଵାରା ଅନୁଭବ ବର୍ଷା ଏକାଠି ହେଲେ ! ଖୁବ ଶୀଘ୍ର ପରିବାରକୁ ଦେବେ ଖୁସି ଖବର

ରାଜ୍ୟ ମହିଳା କମିଶନ ଙ୍କ ପାଖରେ ପହଚିଛନ୍ତି ବିଜେଡ଼ି ଦଳର ସାଂସଦ ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତ ର ସୁପର ଷ୍ଟାର ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ଓଡ଼ିଆ ଚଳଚ୍ଚିତ୍ରର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ହାଜର ହୋଇଥିଲେ ଉଭୟ କମିଶନ ଙ୍କ ପାଖରେ ନିଜର ପକ୍ଷ ରଖିଥିଲେ ।

ଅନୁଭବ ଗଣ ମାଧ୍ୟମ କୁ ପ୍ରତିକିୟା ଦେଇ କହିଛନ୍ତି ମହିଳା କମିଶନ ଙ୍କ ସମ୍ମାନ ଜଣାଇ ମୁଁ ଆସିଛି । ମହିଳା କମିଶନ ଙ୍କ ପାଖରେ ମୁଁ ମୋ ପକ୍ଷ ରଖିଛି ମହିଳା କମିଶନର ମୋତେ ଯାହା ପଚାରିବା କଥା ପଚାରିଛନ୍ତି ମହିଳା କମିଶନ ସହ ଯାହା ଆଲୋଚନା ହୋଇଛି ତାହା ବାହାରେ କହିବା ଉଚିତ୍ ହେବନି ବୋଲି ଅନୁଭବ ମହାନ୍ତି କହିଛନ୍ତି ।

 

ଅନ୍ୟ ପକ୍ଷରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ବସାଇ ଆଲୋଚନା ପରେ ମହିଳା କମିଶନର ଅଧୟକ୍ଷା ମିନତି ବେହେରା ପ୍ରତିକ୍ରିୟା ଉଭୟ ପକ୍ଷ ଙ୍କୁ ଡାକୁଥିଲୁ ତାଙ୍କୁ ବସାଇ ଆଲୋଚନା କଲୁ ଆଲୋଚନା ନୂଆ ଆଲୋକ ଦେଖାଇବା ବୋଲି ଆଶା କରିଛନ୍ତି ମହିଳା କମିଶନର ମିନତି ।

ତେବେ ପାରିବାରିକ ବିବାଦରେ ଛନ୍ଦି ହୋଇଯାଇଥିଲେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ସଂପର୍କ ବର୍ଷା ଏହା ନେଇ ମହିଳା କମିଶନ ରେ ଦ୍ଵାରାସ୍ତ ହୋଇଥିଲେ ଅଭିଯୋଗ କୁ ଭିତ୍ତି କରି ଥିଲେ ମହିଳା କମିଶନ , ଅନୁଭବ ଓ ବର୍ଷା । ଏବଂ ଅନୁଭବ ମହାନ୍ତି ବାପା ମା ଙ୍କୁ ହାଜିର୍ ହେବା ପାଇଁ ମହିଳା କମିଶନ ର ନୋଟିସ୍ କରିଥିଲେ ।

ନୋଟିସ୍ ମୁତାବକ ପ୍ରଥମେ ବର୍ଷା ପ୍ରିୟଦର୍ଶିନୀ ମହିଳା କମିଶନ ଙ୍କ ଅଫିସ୍ କୁ ଆସିଥିଲେ ପରେ ଅନୁଭବ ମହାନ୍ତି ଆସିଥିଲେ । ତେବେ ଦେଖା ଯାଇ ମହିଳା କମିଶନ ଙ୍କ ବୁଝା ବଣା ପରେ ଦୁଇ ଜଣ ଫୁଣି ଥରେ ଏକାଠି ହେଉଛି ନା ଆସୁଚି ସଂପର୍କ କରେ କିଛି ନୂଆ ମୋଡ଼ ସଂପର୍କ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *