Breaking News

ରାଧା କୃଷ୍ଣ ବେଶରେ ଏକାଠି ନଜର ଆସିଲେ ସ୍ଵରାଜ ଓ ଭୂମିକା

ହଁ ବନ୍ଧୁ ରାଧା କୃଷ୍ଣ ବେଶ ରେ ନଜର ଆସିଲେ ଉଲିଉଡ୍ ର ସୁପର ଷ୍ଟାର୍ ସ୍ବରାଜ ଓ ଭୂମିକା । ବର୍ତ୍ତମାନ ଏହି ଦୁଇ ଜଣ ଙ୍କ ର ଫଟୋ ଭାଇରାଲ ହବା ରେ ଲାଗିଛି । ଯଦି ଆପଣ ଏହି ଫଟୋ ବିଷୟ ରେ ଜାଣି ନାହାଁନ୍ତି ତାହାଲେ ଆମର ଏହି ପେଜ କୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଉଲିଉଡ୍ ର ସୁପର ଷ୍ଟାର୍ ଅଭିନେତା ସ୍ବରାଜ ଓ ଅଭିନେତ୍ରୀ ଭୂମିକା ଙ୍କୁ ।

ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେମାନେ ଆଜି ଓଡ଼ିଶା ର ଘରେ ଘରେ ପରିଚିତ ଅଛନ୍ତି । ସେ ତାଙ୍କ ଛୋଟ ବେଳୁ ଅଭିନୟ କରି ଆସୁଛନ୍ତି ସ୍ବରାଜ ଓ ଭୂମିକା । ସେ ଅନେକ ଫିଲ୍ମ୍ ରେ ଜବରଦସ୍ତ ଅଭିନୟ ଫଳ ରେ ସେ ଲୋକମାନଙ୍କ ପାଖ ରେ ଅତି ପ୍ରିୟ ହେବା ସହିତ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ନାମ ମଧ୍ୟ ଅର୍ଜନ କରିଛନ୍ତି । ତାଙ୍କ ର ଯାଦୁ ଅଭିନୟ ଫଳ ରେ ସେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି ।

ବର୍ତ୍ତମାନ ସମୟ ରେ ତାଙ୍କର ଏକ ଫଟୋ ଭାଇରାଲ ହବା ରେ ଲାଗିଛି । ଯେଉଁ ଫଟୋ ରେ ସ୍ବରାଜ ଙ୍କୁ କୃଷ୍ଣ ବେଶ ରେ ଓ ଭୂମିକା ଙ୍କୁ ରାଧିକା ବେଶ୍ ରେ ଦେଖିବାକୁ ମିଳିଛି । ଏହି ତାଙ୍କ ସୁଟିଂ ସେଟ୍ ର ଫଟୋ ଯାହା ସୁଟିଂ ଚାଲୁଥିବା ସମୟରେ ସେ ଏହି ଫଟୋ ଟି କୁ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡ଼ି ଙ୍କୁ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥାନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *