ବନ୍ଧୁଗଣ ଆପଣମାନେ ଓଲିଉଡ଼ କମେଡି କିଙ୍ଗ ପପୁ ପମ ପମ ଙ୍କୁ ତ ବେଶ ଭଲଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ଦେଖିସାରିଥିବେ ତାହେଲେ ଆଗାମୀ ଦିନ ମାନଙ୍କରେ ପପୁ ପମ ପମ ଙ୍କ ପୁଅ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଡେବ୍ୟୁ କରିବାକୁ ଯାଉଛନ୍ତି ଆଉ ତାଙ୍କର ଗୋଟେ ନୂଆ ଫିଲ୍ମ ଟି ଆସିବାକୁ ଯାଉଛି ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା ପପୁଙ୍କ ପୁଅ କେଉଁ ନୂଆ ଓଡ଼ିଆ ଫିଲ୍ମ ରେ ନଜର ଆସିବାକୁ ଯାଉଛନ୍ତି |
ତେବେ ବନ୍ଧୁଗଣ ଆପଣମାନେ ଜାଣିଥିବେ ଓଡ଼ିଆ କମେଡି ଷ୍ଟାର ପପୁ ପମ ପମ ବହୁତ ସାରା ସିନେମାରେ ଅଭିନୟ କରିସାରିଛନ୍ତି ଓ ଫିଲ୍ମ ରେ ତାଙ୍କର ଜବରଦସ୍ତ କମେଡି ରେ ଦର୍ଶକମାନଙ୍କୁ ହସାଇବାରେ ସଫଳ ହୋଇପରିଛନ୍ତି ତ ଫ୍ରେଣ୍ଡ୍ସ ପପୁ ଙ୍କ ପରିବାର ଦେଖିବାକୁ ଗଲେ ତାଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ଅଛନ୍ତି ତେବେ ଝିଅକୁ ବର୍ତ୍ତମାନ 13 ବର୍ଷ ବୟସ ହୋଇଥିବା ବେଳେ ପପୁଙ୍କ ପୁଅକୁ ବର୍ତ୍ତମାନ ସମୟରେ 17 ବର୍ଷ ବୟସ ହୋଇଗଲାଣି | ତାହେଲେ ପପୁଙ୍କ ପୁଅ ବର୍ତ୍ତମାନ ସମୟରେ ପାଠ ପଢୁଛନ୍ତି ଆଉ ସେ ପାଠ ପଢିବାପରେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଏଣ୍ଟ୍ରି କରିବେ ବୋଲି ପପୁ ଗୋଟେ ଇଣ୍ଟରଭ୍ୟୁ ରେ କହିଥିଲେ ତାହେଲେ ପପୁଙ୍କର ଜବରଦସ୍ତ କମେଡି ଯୋଗୁ ତାଙ୍କୁ ସାରା ଓଡ଼ିଶାରେ ମିଳିଛି |
ବନ୍ଧୁଗଣ ପପୁ କହିଛନ୍ତି କି ତାଙ୍କ ପୁଅଙ୍କର ଅଭିନୟକୁ ଦେଖି ନିଶ୍ଚିତ ଭାବରେ ଓଡ଼ିଆର ଦର୍ଶକମାନେ ତାଙ୍କୁ ଭାଲାପବ ଦେବେ | ତାହେଲେ ଆଗାମୀ ଦିନ ମାନଙ୍କରେ ପପୁଙ୍କ ପୁଅକୁ ନେଇ ଗୋଟେ ଓଡ଼ିଆ ଫିଲ୍ମ ଆସିବାକୁ ଯାଉଛି ଯେଉଁଥିରେ ପପୁଙ୍କ ପୁଅ ଗୋଟେ ସାଇଟ ଆକ୍ଟର ଭାବେ ଅଭିନୟ କରିବେ ଆଉ ଏ ସିରିଏଲ ଟି ଆସନ୍ତା ବର୍ଷ ରିଲିଜ ହେବ ଓ ଏଇ ଫିଲ୍ମ ର ସୁଟିଂ ଆଗାମୀ ଦିନମାନଙ୍କରେ ଆରମ୍ଭ ହେବ ତେବେ ପପୁଙ୍କ ପୁଅ ପଢୁଥିବାରୁ ଏ ସିନେମାକୁ ବେଶୀ ସମୟ ଦେଇପାରିବେ ନାହିଁ ବୋଲି ପପୁ କହିଛନ୍ତି |
ତାହେଲେ ଦର୍ଶକବନ୍ଧୁ ଆଗାମୀ ଦିନ ମାନଙ୍କରେ ପପୁଙ୍କ ପୁଅଙ୍କର ଯେତେବେଳେ ପାଠପଢା ସରିବ ସେ ନିଶ୍ଚିତ ଭାବରେ ଓଲିଉଡ଼ ଇଣ୍ଡଷ୍ଟ୍ରି କୁ ଆସିବେ ଆଉ ଲିଡ଼ ନାୟକ ଭାବରେ ଆପଣ ତାଙ୍କୁ ଦେଖିବାକୁ ପାଇବେ ତ ଫ୍ରେଣ୍ଡ୍ସ ଆପଣମାନଙ୍କୁ ପପୁ ପମ ପମ କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |