Breaking News

ଏହି ଉପାୟ ଦ୍ଵାରା ପିଲାଙ୍କୁ ସଠିକ ବାଟକୁ ଆଣନ୍ତୁ . . .

ବାପା ମାଆ ଙ୍କୁ ବିଶେଷ ରୂପରେ ମେଡିଟେସନ କି ସ୍ପିରିଚୁଆଲ ପ୍ର୍ଯାକ୍ଟିସ ପିଲା ମାନଙ୍କୁ କରାଇବା ଦରକାର। ମାତ୍ର ଦୁଇ ତିନୋଟି ଉପାୟ ରହିଛି ଯେମିତିକି ଯେତେବେଳେ ଭୋଜନ ବନେଇବେ ବହୁଆ ଅଭ୍ଯାସ କରିବେକି ମୁଁ ପରମ ପବିତ୍ର ଆତ୍ମା ଅଟେ । ଯେତେବେଳେ ଖାଇବାକୁ ଦେବେ ସେତେବେଳେ କହିବେକୀ ମୋ ଝିଅର କି ପୁଅର ଚିତ ଶାନ୍ତ ହୋଇଯାଉ ଓ ତାକୁ ସବୁ ଖୁସି ମିଳୁ ।


ସବୁବେଳେ ପିଲାମାନଙ୍କୁ ଭଲ ଭାଇବ୍ରେସନ ଦେବେ । ଚିନ୍ତା କରିବା ସବୁ ସମସ୍ୟାର ସମାଧାନ ନୁହେଁ କି ମୋ ପିଲା ବିଗିଡି ଗଲାଣି କଣ ହେବେ ଓ ତାର ବିବାହ ବହୁତ କଷ୍ଟ ହୋଇଯିବ । ଯଦି ଏହି ଚିନ୍ତା ମା କି ବାପା କରୁଛନ୍ତି ଏହି ସବୁ ଭାଇବ୍ରେସନ ଏହି ଛୁଆ ଆଡକୁ ଜୀବ ଓ ତାର ନେଗେଟିଭିଟିରେ ବୃଦ୍ଧି ହେବ ।

ଏଥିପାଇଁ ସବକନସିଅସ ମାଇଣ୍ଡର ପ୍ରୟୋଗ ଆମେ ବତେଇବୁ ଆଉ ଏହାର ଅବଶ୍ୟ ପ୍ରୟୋଗ କରନ୍ତୁ । ଯେତେବେଳେ ଝିଅ ସୋଇଥିବ ସେତେବେଳେ ତାର ସବକନ୍ସିଅସ ମାଇଣ୍ଡ ସେତେବେଳେ ବହୁତ ଜାଗ୍ରତ ଥିବ ସେତେବେଳେ ତିନି ମିନିଟ ତାକୁ ଗୁଡ ଭାଇବ୍ରେସନ ଦିଅନ୍ତୁ । ପରମାତ୍ମା ସହିତ ନିଜର ସମ୍ପର୍କ ଯୋଡିକି ପ୍ରଥମେ ତାର ଭାଇବ୍ରେସନ ଗ୍ରହଣ କରନ୍ତୁ, ତାପରେ ଅଭ୍ଯାସ କରନ୍ତୁ ମୋ ଆତ୍ମାରୁ ସେ ଆତ୍ମାକୁ ଭାଇବ୍ରେସନ ଯିବାକୁ ଯେମିତିକି କିରଣ ଯାଉଛି । ତାପରେ ମନ ଭିତରେ ମାନେ ମନେ ତା ସହିତ କଥା ହୁଅନ୍ତୁ କି ତୁ ବହୁତ ଭଲ ଆତ୍ମା ଅଟୁ ଓ ବହୁତ ଚରିତ୍ରବାନ ଆତ୍ମା ଅଟୁ ।


ତୁ ଆମ ମହାନ ଝିଅ ଅଟୁ ତୁ ଆମ କୁଳର ନାମ ରଖିବୁ । ତୁ ତୋର ଭବିଷ୍ୟତ କୁ ବହୁତ ଉଜ୍ଜଳ ବନେଇବୁ, ତୁମ ଉପରେ ଈଶ୍ଵରଙ୍କ କୃପା ରହିଛି । ଏହି ଭଳି କଥା ସବୁବେଳେ କରନ୍ତୁ ମନେ ମନେ ଓ ଏହି ଭାଇବ୍ରେସନ ତାର ସବକନସିଅସ ମାଇଣ୍ଡକୁ ଯିବ ଓ ସବ କନ୍ସିଅସ ମାଇଣ୍ଡ ଏହାକୁ ଧୀରେ ଧୀରେ ଏହାକୁ ରିସିବ କରିବ । ଯେବେ ସେ ରିସିଭ କରିବା ତେବେ ତାର ଭୁଲର ଅନୁଭବ ହେବ ।ପ୍ରତିଦିନ ଏହି ସବୁ କଥା କହି ଲେ ଧୀରେ ଧୀରେ ସବୁ ଖରାପ ଗୁଣ ମଧ୍ୟ ଚାଲି ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

About admin

Check Also

ମୁଣ୍ଡରେ ବାଳ ପାଚିଲେ ଆପଣାନ୍ତୁ ଏହି ୨ଟି ଚମତ୍କାର ଉପାୟ ,ତୁରନ୍ତ ମିଳିବ ଫାଇଦା

ଆଜି କାଲି ଅଧିକାଂଶ ଲୋକଙ୍କ ମଧ୍ୟରେ କେଶ ସମସ୍ୟା ଦେଖାଦେବା ଏକ ସାଧାରଣ କଥା ପାଲଟିଛି। ଏହି ସମସ୍ୟା ଗୁଡିକ …

Leave a Reply

Your email address will not be published. Required fields are marked *