Breaking News

ଚାଷୀ ମାନଙ୍କ ପାଇଁ ଆସିଗଲା ବହୁତ ବଡ଼ ଖୁସି ଖବର, ସରକାର ଘୋଷଣା କଲେ ଏହି ତାରିଖ ପୂର୍ବରୁ ସମସ୍ତ ଚାଷୀଙ୍କୁ Pm Kisan ଯୋଜନାର ଟଙ୍କା ମିଳିବାକୁ ଯାଉଛି !

ଦର୍ଶକବନ୍ଧୁ ପିଏମ କିଷାନ ଯୋଜନାରେ ଆସିଗଲା ଖୁସି ଖବର 12 ଦିନ ପରେ ଆସିବାକୁ ଯାଉଛି କୁଷକ ମାନଙ୍କ ଖାତାକୁ ଆସିବାକୁ ଯାଉଛି 12 ତମ କିସ୍ତିର ଟଙ୍କା ଏନେଇ ଏବେ ହିଁ ଫାଇନାଲ ତାରିଖ ଘୋଷଣା ହୋଇଛି ସରକାରଙ୍କ ତରପରୁ | ତେବେ ଆପଣ ମାନଙ୍କ ଅପେକ୍ଷାର ହେଲା ଅନ୍ତ ଫାଇନାଲ ଆସିବାକୁ ଯାଉଛି ଆପଣ ମାନଙ୍କର ସମସ୍ତ ଖାତାକୁ ଦ୍ୱାଦଶ କିସ୍ତିର ଟଙ୍କା ତେବେ ଆସନ୍ତୁ ଜାଣିବା କେଉଁ ତାରିଖ ଦ୍ୱାଦଶ କିସ୍ତିର ଟଙ୍କା କେତେ ଚାଷୀ ହେବେ ଏହାର ଉପଭୋଗୀ ଏବଂ କେଉଁ ଜିଲ୍ଲାକୁ ସର୍ବ ପ୍ରଥମେ ମିଳିବ ଜଣାନ୍ତୁ ସମ୍ପୂର୍ଣ ଖବର |

ଦର୍ଶକବନ୍ଧୁ କୃଷକ ମାନଙ୍କ ପାଇଁ ସଞ୍ଚାଳିତ ପ୍ରଧାନ ମନ୍ତ୍ରୀ କିଷାନ ସମାନିଧି ଯୋଜନାରେ ନୂତନ କିସ୍ତିକୁ ନେଇ ଆସିଛି ଏକ ବଡ଼ ଖୁସି ଖବର | ଖୁବୁ ଶୀଘ୍ର ହିତାଧିକାରୀ ମାନଙ୍କୁ ମିଳିବ ଏହି ଯୋଜନାର ହିତାଧିକାରୀ ଙ୍କୁ ଟଙ୍କା | ଆସନ୍ତା 12 ଦିନ ମଧ୍ୟରେ ଅର୍ଥାତ ସେପ୍ଟେମ୍ବର ଶେଷ ତାରିଖ ସୁଦ୍ଧା କୃଷକ ମାନଙ୍କୁ ମିଳିବ ବୋଲି ସୂଚନା ମିଳିଛି ସରକାରଙ୍କ ପକ୍ଷରୁ |

ତେବେ ସବୁଠରୁ ଗୁରୁତ୍ୱ ପୁର୍ଣ କଥା ହେଉଛି ଦେଶରେ ବର୍ତମାନ ମହଙ୍ଗା ମାଡ଼ର ଶିକାର ଚାଲିଛି ନିକଟରେ ପେଟ୍ରୋଲ ଡିଜେଲ ଏଲିପିଜି ଗ୍ୟାସ ର ମୂଲ୍ୟ ଟିକେ ଅଶସ୍ତୀ ମିଳିଛି ବସ ଭଡା ଆକାଶ ଛୁଆ ରହିଛି ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ଘୋଷଣା କୋଟ କୋଟି କାମରେ ଜନତାଙ୍କ ପାଇଁ ବରଦାନ ସଦୃଶ୍ୟ ହେବ | ଏହି ଯୋଜନାରେ ସାମିଲୀ ଥିବା ପ୍ରତେକ ଚାଷୀ ଙ୍କ ଆକାଉଣ୍ଟ କୁ 2000 ଟଙ୍କା ଲେଖାଏ ପଠାଯିବ |

ତେବେ ପୂର୍ବରୁ ପିଏମ କିଷାନ ସାମନିଧି ଯୋଜନାର ଫାଇଦା ଅନେକ ଯୋଗ୍ୟ ଉଠାଉଛନ୍ତି ଏଣୁ ଏହି ସବୁ ସମସ୍ୟାର ସମାଧାନ ପାଇଁ ସରକାର ସମସ୍ତଙ୍କ ପାଇଁ E-kyc ଜରୁରୀ କରିଛନ୍ତି ଯଦି ଆପଣ ବର୍ତମାନ E-kyc କରିନାହାନ୍ତି ତେବେ ଆପଣ ମାନଙ୍କୁ ଦ୍ୱାଦଶ କିସ୍ତିର ଟଙ୍କା ମିଳିବ ନାହିଁ ବିନା E- kyc ରେ ଆପଣ 12 ତମ କିସ୍ତି ଅଟକି ଯିବ ତେଣୁ ଆପଣ ନିଜ E-kyc ଖୁବୁ ଶୀଘ୍ର କରି ନିଅନ୍ତୁ |

ଯାହା ଦ୍ୱାରା ଆପଣ ମାନଙ୍କୁ ପିଏମ କିଷାନ ଯୋଜନାର 12 ତମ କିସ୍ତିର ଟଙ୍କା ମିଳିବା ସହିତ ଅନ୍ୟ ଯେଉଁ ଟଙ୍କା ସବୁ ପେଣ୍ଡିଙ୍ଗି ପଡିଛି ସେ ସବୁ ସର୍ବ ପ୍ରଥମେ ମିଳିବ | ତେବେ ଦର୍ଶକବନ୍ଧୁ ଖୁବୁ ଶୀଘ୍ର ଆପଣ ମାନକୁ ସେପ୍ଟେମ୍ବର ଶେଷ ତାରିଖ ସୁଦ୍ଧା ମିଳିବାକୁ ଯାଉଛି ପିଏମ କିଷାନ ଯୋଜନାର ଦ୍ୱାଦଶ କିସ୍ତିର ଟଙ୍କା |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.