Breaking News

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା ବେଳେ ଆଉ କାହାକୁ ଟଙ୍କା ମିଳୁନାହିଁ ଏବେ ଏହି ମଧ୍ୟରେ ଆସୁଛି ଆଉ କିଛି ବଡ଼ ଖବର | ଖୁବୁ ଶୀଘ୍ର କାଳିଆ ଯୋଜନାରେ ମିଳିବାକୁ ଯାଉଛି ଟଙ୍କା ଏହି କଥା ମଧ୍ୟ ଆପଣ ମାନେ ଜାଣିଥିବେ କାଳିଆ ଯୋଜନାରେ ଭୂମି ହୀନ ନାମ ମାତ୍ର ଚାଷୀ କୁଦର ଚାଷୀ ଏମାନଙ୍କ ବ୍ୟାଙ୍କ ଖାତାକୁ ଆସିଥାଏ ଟଙ୍କା |

ତେବେ ଫୁଣି ଜଡାଇ ଆପଣ ମାନେ ଭାବୁଥିବେ କେବେ ସ୍ଵଧ ଆରମ୍ଭ ହେବ ନୂଆ ଯାହା ମଧ୍ୟ ଆପଣ ମାନେ ଆବେଦନ କରି ପାରିବେ ଏମିତିକି କେବେ ଆପଣଙ୍କ ଖାତାକୁ ଆସିବ ଟଙ୍କା ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର | ତେବେ ପୂର୍ବରୁ ଆପଣ ମାନେ ସମସ୍ତେ ଜାଣିଥିବେ କାଳିଆ ଯୋଜନାରେ ସରକାରଙ୍କ ପକ୍ଷରୁ ଦେଇଥିବା ବଡ଼ ସୂଚନା ମୁତାବକ କୁମ୍ଭ ବର୍ଷରେ 2ଥର ମଧ୍ୟ କାଳିଆ ଯୋଜନା ଟଙ୍କା ବଣ୍ଟନ କରାଯିବ ଗୋଟେ ରହିଥିଲା ଅକ୍ଷୟତୃତୀୟା ଆଉ ଗୋଟେ ରହିଛି ନୂଆ ଖାଇ | ତେବେ ଏହି ନୂଆଖାଇ ଆସୁଥିବା ନୂଆଖାଇ ଅର୍ଥାତ ଆସନ୍ତା ସେପ୍ଟମ୍ବର ୧ ତାରିଖ ପଡୁଛି ନୂଆଖାଇ |

ଯାହା ମଧ୍ୟ ଏହି ଦିନ ଆପଣଙ୍କ ଖାତାକୁ ଆସିବା ଫୁଣି ଟଙ୍କା ତେବେ ଯଦି ଆପଣ ମାନେ ଭାବୁଥିବେ କେଉଁ ମାନଙ୍କୁ ମିଲାଵ ଆପଣ ମାନେ ଏହି କଥା ଜାଣି ରଖନ୍ତୁ ଭୂମି ହିନ ଚାଷୀ ଓ ନାମମାତ୍ର ଚାଷୀ ଖୁଦର ଚାଷୀ ଏମାନେ ଖାତାକୁ ମଧ୍ୟ ଟଙ୍କା ଆସିବ | ତେବେ ଏନେଇ ଆପଣ ଚାହିଁଲେ ଲିଷ୍ଟ ଚେକ କରିବାକୁ ଚାହୁଁଥିବେkalia.odisha.gov.in ସାଇଟିରେ କୁ ଯାଇ ଚେକ କରିପାରିବେ | ଆପଣ ମାନେ ଭାବୁଥିବେ ଆମର ନାମରେ କିଛି ଅସୁବିଦା ଆମକୁ ଗୋଟେ କିମ୍ବା ଦୁଇଟି କିସ୍ତି ମିଳିଛି ଆଉ କିସ୍ତି ମିଳି ନାହିଁ ତେବେ ଏନେଇ ଆମେ କେବବେ ଠାରୁ ଅନଲାଇନି ଫାର୍ମ ଫିଲଫ କରି ପାରିବା |

ହୁଏତ ଆସନ୍ତା ସେପ୍ଟମ୍ବର ୧ ତାରିଖରେ ରହିଛି ନୂଆଖାଇ ତା ପୂର୍ବରୁ ହୁଏତ ଆପଣଙ୍କୁ ଅନଲାଇନି ଗବେନ୍ସି ଫାର୍ମ ଫିଲପ କରି ଦିଅନ୍ତୁ ଏହା ଏବେ ଠାରୁ କରି ଦିଅନ୍ତୁ ଦେଖିବେ ସେପ୍ଟମ୍ବର ୧ ତାରିଖରୁ ଆସିବା ତାଙ୍କ | ଆପଣ ମାନେ ଭାବୁଥିବେ କେତେଟଙ୍କା ଆସିବା ଏବେ ସରକାର ୨000 ଟଙ୍କା ଲେଖାଏ ସରକାର ଦେଉଛନ୍ତି |

About odisha news

Check Also

ଶେଷରେ ବାହା ହେଲେ ଟୁଙ୍ଗୁରୁ ଭୋଳ ଓ ବର୍ଷା, ବାହାଘରର ଏମିତି ସବୁ ଫୋଟୋ ଆସିଲା ସାମ୍ନାକୁ, ଦେଖିଲେ ହଲିଯିବେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ !

ନମସ୍କାର ଦର୍ଶକବନ୍ଧୁ ଶେଷରେ ବିବାହ ବନ୍ଧରେ ବାନ୍ଧିହେଲେ ଟୁଙ୍ଗୁରୁ ଭୋଳ ଓ ବର୍ଷା ବାହାଘର ର ସବୁ ଫୋଟ ଆସିଲା …

Leave a Reply

Your email address will not be published.