Breaking News

ଏହି ସୁନ୍ଦରୀ ଅଭିନେତ୍ରୀ ଙ୍କୁ ବିବାହ କଲେ କୁଆଁରି ବୋହୁ ସିରିଏଲ୍ ର ସିମ୍ବା

ଯଦି ଆପଣମାନେ ଓଡିଆ ସିରିୟଲ ଦେଖୁଥିବେ ତେବେ ଆପଣମାନେ ଓଡିଆ ଚ୍ଯାନେଲ ତରଙ୍ଗରେ ପ୍ରସାରିତ ହେଉଥିବା ଧାରାବାହୀକ କୁଆଁରୀ ବୋହୁ କୁ ଆପଣମାନେ ନିଶ୍ଚୟ ଜାଣିଥିବେ | ସେଥିରେ ଅଭିନୟ କରୁଥିବା ଅଭିନେତା ସିମ୍ବା ଏବଂ ଅନେକ ଧାରାବାହିକରେ ଅଭିନୟ କରିଥିବା ଯାଜ୍ଞାଜିନୀ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି |


ତେବେ ଏହା ଉପରେ ସମ୍ପୂର୍ଣ ବିବରଣୀ ଜାଣିବାକୁ ହେଲେ ଭିଡିଓ କୁ ସମ୍ପୂର୍ଣ ଭାବେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ | ତେବେ ଆପଣ ଅଭିନେତା ସିମ୍ବା ଙ୍କୁ ନିଶ୍ଚୟ ଭାବେ ଜାଣିଥିବେ | ତେବେ ସେ ଏବେ ବିବାହ ବନ୍ଧନ ରେ ବାନ୍ଧି ହୋଇଯାଇଛନ୍ତି | ସେ ଅଭିନେତ୍ରୀ ଯାଜ୍ଞାସିନୀଙ୍କୁ ବିବାହ କରିଛନ୍ତି |

ତେବେ ଅଭିନେତ୍ରୀ ଯାଜ୍ଞାସିନୀଙ୍କୁ ବି ମଧ୍ୟ ଆପଣମାନେ ନୂଆ ବୋହୁ ସିରିୟଲରେ ଚାନ୍ଦବାଇ ଭୂମିକାରେ ଅଭିନୟ କରିବାର ନିଶ୍ଚୟ ଦେଖିଥିବେ | ତେବେ ନୂଆ ବୋହୁ ସିରିୟଲରେ ଅଭିନୟ କରିବା ପୂର୍ବରୁ ସେ ଅନେକ ଧାରାବାହିକ ରେ ଅଭିନୟ କରିସାରିଥିଲେ ଯେପରିକି ପରୀ , ମାନିନୀ |

ତେବେ ଏହି ସବୁ ଧାରାବାହିକରେ ଯାଜ୍ଞାସିନୀ ତାଙ୍କ ଜବରଦସ୍ତ ଅଭିନୟ ଦେଖାଇଛନ୍ତି | ସେ ଗତ କିଛି ଦିନ ତଳେ ସିମ୍ବା ଙ୍କୁ ଅଭିନୟ କରିଛନ୍ତି | ତେବେ ସେ ବାହାଘର ପରୀରେ ବହୁତ ଖୁସି ମଧ୍ୟ ଅଛନ୍ତି | ତେବେ ସେ ତାଙ୍କର ବାହାଘର ର କିଛି ଫୋଟୋ ମଧ୍ୟ ଫେସବୁକ ଏବଂ ଇନଷ୍ଟାଗ୍ରାମ ଏକାଉନ୍ଟ ରେ ମଧ୍ୟ ପୋଷ୍ଟ କରଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

About admin

Check Also

ଓଡିଆ ସିରିଏଲ ଅଭିନେତ୍ରୀ ତନୁଜା ଖୁଡୀଙ୍କୁ (Ranjita Panigrahi) ନେଇ ଆସିଲା ବହୁତ ବଡ ଦୁଃଖ ଖବର, ଦୁଃଖରେ ଭାଙ୍ଗି ପଡିଲେ ରଞ୍ଜିତା

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପୂର୍ବ ରୁ ପ୍ରସାରିତ ତାରା ତାରିଣୀ ଧାରାବାହିକ …

Leave a Reply

Your email address will not be published. Required fields are marked *