Breaking News

ଏହି ସ୍ଥାନ କୁ ଯିଏ ଯାଏ ହୋଇଯାଏ ଅମର ଜ୍ଞାନଗଞ୍ଜ ରହସ୍ୟ ବିଶ୍ୱାସ ନାହିଁ ତ ଥରେ ଦେଖନ୍ତୁ …

ଦର୍ଶକବନ୍ଧୁ ଆମର ଏହି ପୃଥିବୀ ଅନେକ ରହସ୍ୟର ପରି ପୂର୍ଣ୍ଣ ଯଦି ଆମ ପୃଥିବୀର ରହସ୍ୟମୟ ଦେଶ ଖୋଜିବା ତାହା ପ୍ରତି ଆମ ଭାରତ ହେବ | ଦର୍ଶକବନ୍ଧୁ ମୁଁ ଆପଣମାନଙ୍କୁ ଏମିତି ଗୋଟିଏ ସ୍ଥାନ ବିଷୟରେ କହିବି ମଣିଷ ଆମର ହୋଇଯିବାର ନଜର ରହିଛି ଚାଲନ୍ତୁ ସମ୍ପୂର୍ଣ୍ଣ ରହସ୍ୟ ଜାଣିନେବା |ଲୋକ କଥା ପୁରାଣ ଶାସ୍ତ୍ର ଅନୁସାରେ ହିମାଳୟର ଘଞ୍ଚ ପାହାଡ଼ ମଧ୍ୟରେ ଅନେକ ଗୁମ୍ଫା ରହିଛି ଯେଉଁ ଠାରେ ହଜାର ହଜାର ବର୍ଷ ଧରି ସାଧୁ ମାନେ ଧନ୍ୟା ମଗ୍ନ ହୋଇ ରହିଛନ୍ତି |

ହିମାଳୟର ଘଞ୍ଚ ପାହାଡ଼ ମଧ୍ୟରେ ଏମିତି ଏକ ମଠ ଏହି ମଠର ନାମ ହେଉଛି ଜ୍ଞାନ ଗଞ୍ଜ ଆଜିର ଏହି ଆଧୁନିକ ଯୁଗରେ ମଧ୍ୟ ଜ୍ଞାନଗଞ୍ଜ ର ପ୍ରକୃତ ସ୍ଥାନ ଆଜି ମଧ୍ୟ କାହାକୁ ସଠିକ ଭାବରେ ଜଣା ନାହିଁ | ପୁରୁଣା ପୋଥି ଅନୁସାରେ ଏହାକୁ ମହାନ ସାଧୁ ମାନେ ବିଭିନ୍ନ ଶକ୍ତି ରେ ଏହି ଜାଗାକୁ ଯାଇ ପାରିବେ ଏହା ହିମାଳୟର ଏକ ଛୋଟ ସ୍ଥାନରେ ଅଛି ଯାହା ସଙ୍ଗିରିଲା ସମ୍ଭାଲା ସିଧା ଶ୍ରମ ନାମରେ ଜଣା ଯାଏ କୁହାଯାଏ ଯେ ଏଠାରେ ଅମର ହେବାର ଶକ୍ତି ଲୁଚି ରହିଛି ଏଠାରୁ ସମସ୍ତ ଙ୍କର ଭାଗ୍ୟ ନିଦ୍ଧାରିତ ହୋଇଥାଏ |

ଏଠାରେ ବାସ କରୁଥିବାର ବୟସ ମହାତ୍ମା ମାନଙ୍କର ବୟସ ବଢି ନଥାଏ ଓ ସମସ୍ତେ ତପସ୍ୟା ରେ ଲୀନ ହୋଇ ରହିଯାଇଛନ୍ତି | ବାଲିମୀକି ରାମୟନ ଓ ମହାଭାରତରେ ମଧ୍ୟ ଏହି ସ୍ଥାନ ମଧ୍ୟରେ ଏହି ସ୍ଥାନରେ ବହୁତ ରହସ୍ୟ ରହିଛି ଲୋକ କଥା ଅନୁସାରେ ଏହି ସ୍ଥାନ କୌଣସି ଧର୍ମର ହୋଇ ନଥାଏ |

ଯେଉଁ ବ୍ୟକ୍ତି ଏହି ସ୍ଥାନରେ ପହଁଚି ବା ଯୋଗ୍ୟ ଅଟେ ସେ ଏହାକୁ ଖୋଜି ପାଇଥାଏ | 1942 ମସିହାରେ ଏକ ଇଂରାଜୀ ଅଫିସର ଏହି ସ୍ଥାନର ପାଖା ପାଖି ଯାଉଥିଲା ବେଳେ କିଛି ଶକ୍ତିର ଅନୁଭବ କରିଥିଲେ ଯାହାକୁ ସେ 1968 ମସିହାରେ ଏକ ସାପ୍ତାହିକ ପୁସ୍ତକ ରେ ପ୍ରକାଶ କରି ଥିଲେ |

ସେମାନଙ୍କ କହିବା ଅନୁସାରେ ଏହି ସିଧା ଆଶ୍ରମରେ ରାମ କୃଷ୍ଣ ବିଶ୍ୱ ମିତ୍ର ବଶିଷ୍ଟ କୃପା ଚର୍ଯ୍ୟା ଅନେକ ମହାତ୍ମା ଏଠାରେ ବିଚରଣ କରନ୍ତି ଓ ସୁଖମ ଶରୀରେ ଆଜି ମଧ୍ୟ ବାସ କରନ୍ତି | ଏଠାରେ କୁହାଯାଏ ଏମିତି ରୁଷି ମାନେ ଅଛନ୍ତି ଯେଉଁ ମାନଙ୍କର ସାରା ବ୍ରମହାଣ୍ଡରେ ଶକ୍ତି ନିହିତ ହୋଇ ରହିଛି ଯେଉଁ ମାନେ ପ୍ରକୃତିକୁ ଓ ଆମକୁ ସାବ୍ୟତା କୁ ପରିବର୍ତନ କରିବାର ଶକ୍ତି ରଖିଥାନ୍ତି କେତେକ ରୁଷି ମାନେ ମଧ୍ୟ ଜ୍ଞାନଗଞ୍ଜ ରେ ମଧ୍ୟ ସମୟ ବିତାଇଥାନ୍ତି ବୋଲି ସେ ଦାବି ମଧ୍ୟ କରିଛନ୍ତି | ଏହା ଆଧୁନିକ ବିଜ୍ଞାନ ଠାରୁ ବହୁତ ଦୂରରେ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.