Breaking News

ଏହି ଶିବ ରାତ୍ରିରେ ଖୋଲିବାକୁ ଯାଉଛି ଏହି 4 ଟି ରାଶିର ଭାଗ୍ୟ ଶୀଘ୍ର ଦେଖନ୍ତୁ …

ବନ୍ଧୁଗଣ ଚଳିତ ମାସ 1 ତାରିଖ ମଙ୍ଗଳବାର ଦିନ ପଡ଼ିବାକୁ ଯାଉଛି ବିରଳ ମହା ଶିବରାତ୍ରି ଧର୍ମ ପଣ୍ଡିତ କହିବା ଅନୁସାରେ ଏହି ବର୍ଷ ମହା ଶିବରାତ୍ରିରେ ମହାସଂଯୋଗ ଘଟିବାକୁ ଯାଉଛି | ଏହି ବର୍ଷ ମହା ଶିବରାତ୍ରିରେ କିଛି ବିଶେଷତା ରହିଛି ଏହି 4ଟି ରାଶିର ଲୋକଙ୍କୁ ଫାଇଦା ହେବାକୁ ଯାଉଛି ଏହି 4ଟି ରାଶିର ବ୍ୟକ୍ତିଙ୍କୁ ଅଶେଷ ଧନ ମଧ୍ୟ ମିଳିବାର ସମ୍ଭାବନା ରହିଛି ତାହା ସହିତ ସେମାନେଙ୍କର ସମସ୍ତ ପ୍ରକାରର ଅସୁଵିଧାର ସମାଧାନ ହେବ ବୋଲି ଜ୍ୟୋତିଷ ମାନେ କହିଛନ୍ତି |

କନ୍ୟା ରାଶି
କନ୍ୟା ରାଶି ବ୍ୟକ୍ତି ପାଇଁ ଶିବରାତ୍ରି ଅତ୍ୟନ୍ତ ଶୁଭ ଦାୟକ ଅଟେ ଆପଣଙ୍କ ପରିବାରେ ସୁଖ ଶାନ୍ତି ପ୍ରତିଷ୍ଠା ହେବ ପିତାମାତାଙ୍କ ସହଯୋଗ ମିଳିବ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ ଓ ପ୍ରେମ ସମ୍ବନ୍ଧରେ ଆପଣଙ୍କର ମଧୁରତା ସୃଷ୍ଟି ହେବ ଏହି ରାଶିର ବ୍ୟକ୍ତିମାନେ ଶିବରାତ୍ରି ଦିନ ଭଗବାନ ଭୋଳାନାଥଙ୍କୁ ବେଲପତ୍ର ଅର୍ପଣ କରନ୍ତୁ ଦେଖିବେ ଆପଣଙ୍କର ସବୁ ମନବାଞ୍ଛା ପୁରଣ ହୋଇଯିବ |

ସିଂହ ରାଶି
ମହା ଶିବରାତ୍ରି ଦିନ ବ୍ୟକ୍ତିଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ଆସିବ ଓ ସୁଖ ସମୃଦ୍ଧି ଆସିବାକୁ ଯାଉଛି ତାହା ସହିତ ଅପଣଙ୍କ ପାରିବାରିକ କଳହରୁ ମୁକ୍ତି ମିଳିବ କାର୍ଯ୍ୟକ୍ଷେତ୍ରରେ ସଫଳତା ହସଲା କରିବେ ଆକସ୍ମିକ ଧନ ଲାଭ ହେବ ଈଶ୍ଵର ମହାଦେବଙ୍କ କୃପାରୁ ଆପଣଙ୍କ ଜୀବନର ସମସ୍ତ ଅସୁବିଧା ଦୂର ହେବ ମହା ଶିବରାତ୍ରି ଦିନ ଏହି ରାଶିର ପୁରୁଷ ଧଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ |

କୁମ୍ଭ ରାଶି
କୁମ୍ଭ ରାଶିର ବ୍ଯକ୍ତିଙ୍କୁ କର୍ମ କ୍ଷେତ୍ରରେ ବହୁତ ବଡ ଖୁସି ଖବର ମିଳିବ ପାରିବାରିକ ଜୀବନରେ ଖୁସିର ବାତାବରଣ ସୃଷ୍ଟି ହେବ ଦାମ୍ପତ୍ୟ ଜୀବନ ଖୁସି ରହିବ ଏହି ଦିନ ଶିବଙ୍କର ମହା ମୃତ୍ୟୁଞ୍ଜୟ ମନ୍ତ୍ରକୁ 108 ଥର ଜପ କରନ୍ତୁ ଆପଣ ଖୁସିରେ ରହିବେ |

ମୀନ ରାଶି
ମୀନ ରାଶି ବ୍ୟକ୍ତିଙ୍କ ପାଇଁ ମହା ଶିବରାତ୍ରି ବହୁତ ଆନନ୍ଦ ନେଇକି ଆସିବ ତା ସହିତ ଵ୍ୟବସାୟରେ ସଫଳତା ହାସଲ କରିବେ ଖୁସିର ଆଗମନ ମଧ୍ୟ ହେବ କର୍ମ କ୍ଷେତ୍ରରେ ଉନ୍ନତି ହେବେ | ଆପଣ ଶିବରାତ୍ରିରେ କ୍ଷୀର ଅଭିଷେକ କରନ୍ତୁ ଭଗବାନ ଭୋଳାନାଥଙ୍କୁ ବେଲପତ୍ର ମଧ୍ୟ ଦିଅନ୍ତୁ ଦେଖିବେ ସମସ୍ତ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବା ସହ ଆପଣ ଖୁସିରେ ରହିବେ।

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.