Breaking News

99% ହିନ୍ଦୁ ଜାଣି ନାହାଁନ୍ତି ଶିବ ଲିଙ୍ଗର ପ୍ରକୃତ ଅର୍ଥ, ଦୁନିଆର ସବୁଠୁ ବଡ ରହସ୍ୟ ଅଟେ ଶିବଲିଙ୍ଗ !!

ସାଧାରଣତଃ ଲୋକ ମାନେ ଭଗବାନ ଶିବଙ୍କୁ ପ୍ରସନ କରିବା ପାଇଁ ଶିବ ଲିଙ୍ଗର ପୂଜା କରନ୍ତି ହେଲେ ଅଧିକାଂଶ ଲୋକ ଶିବ ଲିଙ୍ଗର ପ୍ରକୃତ ରହସ୍ୟ ବିଷୟରେ ଜାଣିନଥାନ୍ତି | ଆଜି ଆମେ ଆପଣଙ୍କୁ ଶିବ ଲିଙ୍ଗ ପ୍ରକୃତ ରହସ୍ୟ ବିଷୟରେ କହିବୁ ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ ଆସନ୍ତୁ ଜାଣିବା ଶିବ ଲିଙ୍ଗର ପ୍ରକୃତ ରହସ୍ୟ ବିଷୟରେ |

ଲିଙ୍ଗ ର ଅର୍ଥ ହେଉଛି ପ୍ରତୀକ ଅର୍ଥାତ ଶିବ ଲିଙ୍ଗର ଅର୍ଥ ହେଉଛି ଶିବଙ୍କ ପ୍ରତୀକ ଏହା ଏମିତି ଏକ ଜିନିଷ ଏହାକୁ ଆମେ ଶିବ ଭାବେ ପୂଜା କରୁଛୁ | ଆପଣ ନିଚୟ ଅଲଗା ଅଲଗା ଶିବ ଲିଙ୍ଗ ଦେଖିଥିବେ ଏହି ଶିବ ଲିଙ୍ଗ ଗୁଡିକ ମଣିଷରେ ନିର୍ମିତ ହୋଇଛି ଏମିତି କିଛି ଶିବ ଲିଙ୍ଗ ଅଛି ଯାହାକି ପ୍ରକୃତିକ ଅଟେ |

ହେଲେ ସମସ୍ତ ଶିବ ଲିଙ୍ଗର ଆକାର ଅଲଗା ଅଲଗା ଅଟେ | ଏହା ଏଥି ପାଇଁ କାରଣ ଆକାର ଅଲଗା ଅଲଗା ହୋଇଥାଏ | ଶିବ ଲିଙ୍ଗକୁ କୌଣସି ସ୍ଥାନରେ ରଖା ଯାଇପାରିବ ନାହିଁ ଶିବ ଲିଙ୍ଗ ଅର୍ଥାତ ବ୍ରହ୍ମାଣ୍ଡ କୁ ବୁଝଉଛି ଯଦି ଆପଣ ବୈଜ୍ଞାନିକ ମାନଙ୍କ ଦ୍ୱାରା ନିଆଯାଇଥିବା ବ୍ରହ୍ମଣ୍ଡ କିଛି ଫୋଟ ଦେଖିବେ |

ଆପଣ ଜାଣି ପାରିବେ ଶିବ ଲିଙ୍ଗର ଆକୃତି ସହ ସମଗ୍ରହ ବ୍ରହ୍ମାଣ୍ଡ ଆକୃତି ମିଶିଥାଏ ଶିବ ଲିଙ୍ଗ ଅନନ୍ତ ଅଟେ ଏହାର ଆରମ୍ଭ ଚିହ୍ନ ଅନ୍ତ ଶିବ ଲିଙ୍ଗର ଅର୍ଥାତ ଅନନ୍ତ ମଧ୍ୟ ହୋଇଥାଏ ଏହି ବ୍ରହ୍ମାଣ୍ଡ ରେ ଦୁଇଟି ଦିନିଷ ବାସ୍ତବି ଅଟେ | ପ୍ରଥମ ହେଉଛି ଉର୍ଜା ଓ ଅନ୍ୟଟି ପଦାର୍ଥ |

ଶିବ ଲିଙ୍ଗ ଆମ ବ୍ରହ୍ମଣ୍ଡର ଶିବ ଓ ପାର୍ବତୀ ଙ୍କର ଆଦି ଅନାଡ଼ି ରୂପ ଅଟେ କେତେକ ବହୁତ ପୁରାତନ ଲୋକ ଶିବଙ୍କୁ କଲା ପଥର ବୋଲି କୁହନ୍ତି ବାସ୍ତବିକ ତାରୁ ଶିବ ଲିଙ୍ଗର ଅର୍ଥ ବ୍ରହ୍ମାଣ୍ଡ ଯଦି ଆପଣଙ୍କୁ କିଏ ଶିବ ଲିଙ୍ଗର ଖରାପ ମଧ୍ୟ କହିଥାଏ ଆପଣ ତାକୁ ଶିବ ଲିଙ୍ଗର ପ୍ରକୃତ ଅର୍ଥ ବିଷୟରେ କହିପାରିବେ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.