Breaking News

ଏହି ଶ୍ରାବଣ ମାସରେ ଏହି ୩ ରାଶି ଉପରେ ଟଙ୍କାର ବର୍ଷା କରିବାକୁ ଯାଉଛନ୍ତି ପ୍ରଭୁ ମହାଦେବ, ଦେଖନ୍ତୁ ଆପଣଙ୍କ ରାଶି !

ଦର୍ଶକବନ୍ଧୁ ଜୁଲାଇ 14 ତାରିଖରୁ ଆରମ୍ଭ ହେଉଛି ଶ୍ରାବଣ ମାସ ଏହି ଶ୍ରାବଣ ମାସ ଆସନ୍ତା ଅଗଷ୍ଟ ମାସ 12 ତାରିଖରେ ସମାପ୍ତ ହେବ ଏଥର ସର୍ବଂ ମାସରେ ଚାରାଟି ସୋମବାର ପ୍ରଥମ ସୋମବାର 18 ଜୁଲାଇ ଦ୍ୱତୀୟ ଷୋମବାର 25 ଜୁଲାଇ ତୃତୀୟ ସୋମବାର ଅଗଷ୍ଟ 1 ତାରିଖ ଚର୍ତୁଥ ସୋମବାର ଅଗଷ୍ଟ 8 ତାରିଖ ରେ ପଡୁଛି ଶ୍ରାବଣ ରେ ପଡୁଥିବା ସୋମବାରରେ ବିଶେଷ ମହତ୍ୱ ରହିଥାଏ ମାନ୍ୟତା ରହିଛି ଯେଉଁ ବ୍ୟକ୍ତି ଶ୍ରାବଣ ସୋମବାରରେ ବିଧି ପୂର୍ବକ ଭଗବାନଙ୍କର ପୂଜା ଅର୍ଚନା କରନ୍ତି ସବୁ ମନସ୍କାମନା ପୁରଣ ହୋଇଥାଏ |

ତେବେ ଦର୍ଶକବନ୍ଧୁ ଏହି ଶ୍ରାବଣ ମାସରେ ବା ଆସନ୍ତା ଶ୍ରାବଣ ମାସରେ ପ୍ରଭୁ ଶିବଙ୍କର କୃପା ଏହି 3 ଟି ରାଶି ଉପରେ ପଡ଼ିବାକୁ ଯାଉଛି ଶୁଭ ଦୃଷ୍ଟ ଏହି 3 ରାଶି ଉପରେ ସର୍ବଦା ଲାଗି ରହିବ ଆସନ୍ତୁ ଜାଣିବା କଣ ସେହି 3ଗୋଟି ରାଶି ଯେଉଁ ମାନଙ୍କ ଉପରେ ଏହି ଶ୍ରବଣ ମାସରେ ପ୍ରଭୁ ଶିବଙ୍କର ଅପାର କୃପା ବର୍ଷିବାକୁ ଯାଉଛି

ମେଷ ରାଶି
ଦର୍ଶକବନ୍ଧୁ ଏହି ମେଷ ରାଶିର ଲୋକ ମାନଙ୍କ ଉପରେ ଏହି ଶ୍ରାବଣ ମାସ ଅତ୍ୟନ୍ତ ଶୁଭ ରହିବ ଆର୍ଥିକ ପରିସ୍ଥିତି ସୄଧୁଡ଼ ରହିବ ଅଧା ରହିଥିବା କାମ ସମ୍ପୂର୍ଣ ହେବ ସବୁ କାମରେ ସଫଲତ ମିଳିବ ଏବଂ ସବୁ କାମରେ ସହଯୋଗ ମିଳିବ ଅନେକ ଧନ ବର୍ଷାରେ ସୁଯୋଗ ରହିଛି ଆପଣ ଯେଉଁ କାମରେ ହାତ ଦେବେ ସେହି କାମ ନିଶ୍ଚୟ ସଫଳ ହେବ |

କର୍କଟ ରାଶି
ଦର୍ଶକବନ୍ଧୁ ଏହି କର୍କଟ ରାଶିର ଲୋକ ମାନଙ୍କ ଉପରେ ପ୍ରଭୁ ଭଗବାନଙ୍କର ବିଶେଷ କୃପା ବର୍ଷିବାକୁ ଯାଉଛି ଏହିଅ ଶ୍ରବଣ ମାସରେ କାର୍ଯ୍ୟରେ ଆସୁଥିବା ବାଧା ସମ୍ପୂର୍ଣ ଭାବରେ ଦୂର ହେବ ଧନ ବୁଦ୍ଧି ହେବାର ଅନେକ ସମ୍ଭାବନା ଆସୁଛି ଅଚାନକ ଭାବରେ ଆମଦାନୀ ହେବ ନୂଆ କାମରେ ଶୁଭ ଖବର ମିଳିବ ଵେବସାୟ ମାନଙ୍କର ଭଲ ଆମଦାନୀ ହେବ କୋଟ କଚେରୀ ମାମଲାରେ ସଫଳତା ଆପଣଙ୍କ ପକ୍ଷରେ ରହିବ |

କାନ୍ୟ ରାଶି
ଦର୍ଶକବନ୍ଧୁ ଏହି କନ୍ୟା ରାଶିର ଲୋକ ମାନଙ୍କ ପାଇଁ ଶ୍ରାବଣ ମାସ ଖୁସିରେ ଭରପୁର ରହିବ କର୍ମ କ୍ଷେତ୍ରରେ ଅଲଗ ପରିଚୟ ସୃଷ୍ଟି କରିବେ ଯାତ୍ରା ରୁ ଭଲ ଲାଭ ମିଳିବ ନିବେଶ କରିବା ପାଇଁ ଏହି ଶ୍ରାବଣ ମାସ ଭଲ ସମୟ ରହିବ ବିଦେଶ ଯାତ୍ରା ପାଇଁ ସୁଯୋଗ ଆପଣଙ୍କ ହାତରେ ରହିଛି ଅଟକି ରହିଥିବାର କାମ ସଫଳ ହେବାର ପ୍ରବଳ ଯୋଗ ବନୁଛି | ଦର୍ଶକବଂଧୁ ଏହା ଥିଲା ସେହି 3 ଗୋଇ ରାଶି ସେହି 3 ଗୋଟି ଶୁଭ ରାଶି ସେହି 3 ଗତ କୋଟି ପତି ରାଶି ଯାହାଙ୍କର ଭାଗ୍ୟରେ ଅପାର କୃପା ଏହି ଶ୍ରବଣ ମାସରେ ଲାଗିବାକୁ ଯାଉଛି | ଦର୍ଶକବନ୍ଧୁ ଯଦି ଆପଣ ମାନେ ଶିବଙ୍କୁ ଭଲ ପାଉଛନ୍ତି ଯଦି ଆପଣ ପାଣି ଭାର ନେଇ ଯାଉଛନ୍ତି ତେବେ କମେଣ୍ଟ ବକ୍ସ ରେ ନିଶ୍ଚୟ ଲେଖିଦିଅନ୍ତୁ ଯେ ଭୋଳ ବାବା |

About odisha news

Check Also

ଆଉ ରହିଲା ମାତ୍ର କିଛି ସମୟ ତାପରେ ବଦଳିବ 5ଟି ରାଶିର ଭାଗ୍ୟ, ସ୍ୱୟଂ ମା ଲକ୍ଷ୍ମୀ ଆସିବେ ଆପଣଙ୍କ ଦୁଆର ମୁହଁକୁ ଦେଖିବେ…

ଦର୍ଶକବନ୍ଧୁ ଗ୍ରହ ମାନଙ୍କର ହେବାକୁ ଯାଉଛି ଏକ ବଡ଼ ଧରଣର ପରିବର୍ତ୍ତନ ଯାହା ଦ୍ଵାରା ରାଶି ଚକ୍ର ରେ ଥିବା …

Leave a Reply

Your email address will not be published.