ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ପାଣିପାଗ ବିଭାଗ ପକ୍ଷରୁ ଆସିଲା ବଡ଼ ଖବର ବାତ୍ୟା ଗାଲ ପରେ ଏବେ ଫୁଣି ରାଜ୍ୟକୁ କାଳବୈଶାଖୀ ଭୟ ଏନେଇ ଏବେ ଏବେ ପାଣି ପାଗ ବିଭାଗ ପକ୍ଷରୁ 9ଟି ଜିଲ୍ଲାକୁ କାଳବୈଶାଖୀ ହାଇ ଆର୍ଲଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଯାହା ବର୍ତମାନ ସମୟରେ ବଡ ଖବର ଆସି ପହଞ୍ଚିଛି | ତେବେ ବାତ୍ୟା ଗଲା ପରେ କାଳ ବୈଶାଖୀ ଭୟ ଓ କେଉଁ 9ଟି ଜିଲ୍ଲାକୁ ଆର୍ଲଟ ରହିବ ପାଇଁ ପାଣି ପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି ଏବେ କାଳ ବୈଶାଖୀ ପ୍ରଭାବରେ କେଉଁ ସବ୍ୟ ଜିଲ୍ଲାରେ ପ୍ରବଳ ବର୍ଷା ପବନ ହେବ ଓ ଏହା କେତ ଦିନ ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖିବା ପାଇଁ ମିଳିବ |
ଦର୍ଶକବନ୍ଧୁ ବର୍ତମାନ ସମୟରେ ଯାହାକି ପାଣିପାଗ ବିଶେଜ୍ଞ ଉମା ଶଙ୍କର ଯାହାକି ସୂଚନା ଦେଇଛନ୍ତି ବାତ୍ୟାର ବିପଦ ସମ୍ପୂର୍ଣ ଭାବେ ଓଡିଶାରୁ ଟଳିଯାଇଛି ଏହା ପେର କାଳ ବୈଶାଖୀ ଭୟ ଓଡିଶା ଉପରକୁ ରହିଛି ବୋଲି ଯାହାକୁ ପାଣିପାଗ ବିଶେଷଜ୍ଞ ଉମା ଶଙ୍କର ସୂଚନା ଦେଇଛନ୍ତି ଏହାରି ପ୍ରଭାବରେ ଓଡ଼ିଶାରେ ଆସନ୍ତା କାଲି ଠାରୁ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ 9ଟି ଜିଲ୍ଲାରେ ପର୍ବ ବର୍ଷା ସାଙ୍ଗକୁ ଘଡଘଡି ଓ ପବନ ହେବା ନେଇ ପାଣି ପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି |
ତେବେ ଆସନ୍ତା 24 ଘଣ୍ଟା ପାଇଁ 9 ଜିଲ୍ଲାରେ ମାଲକାନଗିରି କୋରାପୁଟ ରାୟଗଡା ନବରଙ୍ଗପୁର ଗଜପତି ଗଞ୍ଜାମ କେଉଁଝର ବାଲେଶ୍ୱର କୁ ହାଇ ଆର୍ଲଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର | ଏହି ସବୁ ଜିଲ୍ଲାରେ ଗୋଟେ ରୁ ଦୁଇଟି ସ୍ଥାନରେଅତି ଭୀଷଣ ବର୍ଷ ହେବ ନେଇ ହାଇ ଆର୍ଲଟ ଜାରି ହୋଇଛି | ତେବେ 24 ଘଣ୍ଟାରେ ଉପକୂଳ ଓଡ଼ିଶାରେ ଅନେକ ସ୍ଥାନ ଅଭ୍ୟନ୍ତ ଓଡ଼ିଶାରେ କିଛି ସ୍ଥାନରେ ହାଲୁକା ମାଧ୍ୟମ ଧାରଣ ବର୍ଷା ହୋଇପାରେ ବୋଲି ଜାକି କୁହାଯାଉଛି |
ଆସନ୍ତା 24 ଘଣ୍ଟା ପରେ ରାଜ୍ୟରେ ବର୍ଷାର ପରିମାଣ ସମ୍ପୂର୍ଣ ଭବରେ କମିଯିବ ଓ ତାତି ପ୍ରଭାବ ଦେଖିବା ପାଇଁ ମିଳିବ ବୋଲି ଯାହାକି ସୂଚନ ଦେଇଛି ଏହି ଭଳି ଏହି 9ଟି ଜିଲ୍ଲା ମଧ୍ୟରୁ କିଛିଟି ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ 50 ରୁ 60 କିଲୋ ମିଟର ରହିପାରେ ବୋଲି ପାଣିପାଗ ବିଭାଗ ଉମାଶଙ୍କର ସୂଚନା ଦେଇଛନ୍ତି |