ଦର୍ଶକବନ୍ଧୁ କାନ୍ଦିବାର ଦିନ ଶେଷ ହେଲା କାରଣ ଆଜି ରାତି ଠାରୁ ଏହି ରାଶିର ସବୁ କଷ୍ଟ ବୁଝିବେ ପ୍ରଭୁ ମହାଦେବ | ନମସ୍କାର ଦର୍ଶକବନ୍ଧୁ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଭଗବାନ ଭୋଳାନାଥ ସୃଷ୍ଟି ର ଅଧିପତି ବୋଲି ଆମେ ମାନେ ଜାଣିଥାଉ ମହାଦେବ ସୃଷ୍ଟିର ପାଳନ ହାର ବୋଲି କୁହାଯାଇଥାଏ | ଦର୍ଶକବନ୍ଧୁ ଭୋଳାନାଥ ଯେବେ କୌଣସି ଲୋକ ଉପରେ ପ୍ରସନ୍ନ ହୋଇଯାନ୍ତି |
ସେ ନିଜର ଅପାର କୃପା ସେମାନଙ୍କର ଉପରେ ବର୍ଷଇ ଥାନ୍ତି ଭଗବାନ ଭୋଳାନାଥ ମଧ୍ୟ ଶୋଭାବରେ ଭୋଳା ଅଟନ୍ତି ଟଙ୍କୁ ପର୍ସନ କରିବା ସବୁଠାରୁ ଅଧିକ ସହଜ ହୋଇଥାଏ ଏହା ମଧ୍ୟ ଜାଣି ରଖାନ୍ତୁ ଯେ ମହାଦେବ ଏହି ରାଶି ଉପରେ ପ୍ରସନ୍ନ ହୁହନ୍ତି ମହାଦେବ ତାଙ୍କରି ଭକ୍ତିରେ ଏବେ ଖୁସି ହୋଇସାରିଛନ୍ତି ଯାହା ଫଳରେ ଆଜି ଦିନ ଠାରୁ ଏହି ରାଶି ମାଳା ମାଲେ ହେବାକୁ ଯାଉଛି |
ଭଗବାନ ଭୋଳାନାଥ ଙ୍କ କୃପାରୁ ଆପଣଙ୍କର ଦୁଃଖର ଦିନ ଏବେ ଶେଷ ହେବ ଏବଂ ଭଲ ଦିନ ଖୁବୁ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଆପଣଙ୍କୁ ଟଙ୍କା ପଇସାର ଅଭାବ ରହିବନାହିଁ ଭଗବାନ ଭୋଳ ନାଥ କୃପାରୁ ଆପଣଙ୍କର ସବୁ ଅଧୁରା କାର୍ଯ୍ୟ ବା ବିଗିଡି ଯାଇଥିବା କାର୍ଯ୍ୟ ଏବେ ସେସବୁ ପୂରଣ ହେବାରେ ଲାଗିବ ବା ଚଳିବାରେ ଲାଗିବ ଏବଂ ଆପଣଙ୍କର ଜୀବନରେ ଆଗକୁ ଆସୁଥିବା ସବୁ ଅସୁଵିଦ ସୁବିଦା ଦୂର ହୋଇଯିବ |
ଆପଣଙ୍କୁ ଆପଣଙ୍କର ପ୍ରତେକ କାର୍ଯ୍ୟରେ ସଫଳତା ମିଳିବ ଆପଣଙ୍କର ଶତ୍ରୁ ଆପଣଙ୍କ ଠାରୁ ଦୂରରେ ରହିବେ ସମାଜରେ ଆପଣଙ୍କୁ ଲୋକ ମାନେ ମାନସନମାନ ଦେବେ ବେପାର ବାଣିଜ୍ୟ ଆପଣଙ୍କର ଦୁଇ ଗୁଣ ଜୋରରେ ଆଗକୁ ଆଗକୁ ବଢି ଚଳିବ | ଯେଉଁ ଲୋକ ମାନେ ବେରୋଜଗାର ରହିଛନ୍ତି ସେମାନଙ୍କୁ ଏବେ ଭଲ ଚାକରୀ ମଧ୍ୟ ମିଳିଯିବ |
ଭୋଳାନାଥଙ୍କ କୃପାରୁ କାର୍ଯ୍ୟ କ୍ଷେତ୍ରରେ ବଡ଼ ସଫଳାତା ମିଲିପାଇଁ ଯାଉଛି ଲୋକ ମାନେ ଆପଣଙ୍କୁ ସବୁ କଥା ପଚାରି ବୁଝି ସୁଝି କାମ କରିବେ | ଆପଣଙ୍କର ଘର ପରିବାର ଖର୍ଚ୍ଚ କମ ହେବ ଏବଂ ଦିନକୁ ଦିନ ରୋଜଗାର ମଧ୍ୟ ବଢି ଚାଲିବ ଭୋଳାନାଥଙ୍କ କୃପାରୁ ଆପଣଙ୍କର ମନରେ ଆତ୍ମା ବିଶ୍ୱସ ଏବଂ ଉଚାହା ମଧ୍ୟ ବଢ଼ିଯିବ ପ୍ରେମ ଶମ୍ବଦ ଆପଣଙ୍କର ମଧୁର ରହିବ ଆପଣଙ୍କୁ ସମାଜ ପାଇଁ ଶୁଭ କାର୍ଯ୍ୟ କରିବାର ଅବସର ମିଳିବାକୁ ଯାଉଛି |
ତେବେ ଦର୍ଶକବନ୍ଧୁ ପ୍ରଭୁ ଭୋଳାନାଥ ଙ୍କର କୃପାରୁ ଯେଉଁ ରାଶି ଗୁଡିକ ଏବେ ଭାଗ୍ୟ ବାଁ ହେବାକୁ ଯାଉଛନ୍ତି ଯାହାର ଆଗାମୀ ସମୟ ବହୁତ ଖୁସି ପୁର୍ଣ ହେବାକୁ ଯାଉଛି ସେହି ରାଶି ଗୁଡିକ ହେଉଛନ୍ତି କୁମ୍ଭ ରାଶି, ନିଥୁନ ରାଶି, କର୍କଟ ରାଶି. ସିଂହ ରାଶି, ବୃଷ ରାଶି, ତୁଳା ରାଶି ତେବେ ଦର୍ଶକବନ୍ଧୁ ଆପଣଙ୍କୁ ଅନୁରଧ ଆପଣ ଆମର କମେଣ୍ଟ ବକ୍ସରେ ଯେ ଭୋଳ ନାଥ ବୋଲି ଲେଖନ୍ତୁ |
Check Also
ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…
ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …