Breaking News

ଏହି ରାଶିର ଲୋକଙ୍କୁ ସୁନା ମୁଦି ପିନ୍ଧିବା ମନା…ଦେଖନ୍ତୁ ପିନ୍ଧିବା ଦ୍ୱାରା ଏହି ସବୁ ଅଘଟଣ ଘଟି ଥାଏ, ଆପଣ ଯଦି ଏହି କାମ କରୁଛନ୍ତି ହୋଇ ଯାଆନ୍ତୁ ସାବଧାନ !

ଦର୍ଶକବନ୍ଧୁ ବିଭିନ୍ନ ଧାତୁ ମଧ୍ୟରେ ସୁନା ଏକ ମୂଲ୍ୟବାନ ଧାତୁ ହୋଇଥାଏ ସୁନା ଧାର କରିବା କେତେ ଶୁଭ ଆସନ୍ତୁ ଜାଣିନେବ ତେବେ ବେଉ ରାଶିର ବ୍ୟକ୍ତି ବିଶେଷ ମାନେ ସୁନା ମୁଦି ଧାରଣ କରିବା ଉଚିତି ଓ ଏହା କେତେ ଶୁଭଙ୍କର ଆସନ୍ତୁ ଜାଣିନେବ ତେବେ ସୁନା ନେଇ ଏକ ଭିନ୍ନ ଆକର୍ଷଣ ରହିଛି ମନ୍ଦିରରେ ଦେବା ଦେବୀ ମାନେ ମଧ୍ୟ ସୁନାର ଅଳଙ୍କାରରେ ସଜାଇ ହୋଇଥାନ୍ତି ସମସ୍ତେ ସୁନା ଧାରଣ କରିବାକୁ ପସନ୍ଦ କରିଥାନ୍ତି | ଜ୍ୟୋତିଷ ଅନୁସାରେ ସୁନା ଧାରଣ କଲେ ଖୁବୁ ସ୍ୱଭା ଫଳ ମିଳିଥାଏ ବୋଲି ବର୍ଣ୍ଣନା କରାଯାଇଛି ତେବେ ସୁନା ଧାତୁର ଆଧ୍ୟତ୍ମିକ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭିନ୍ନ ଭିନ୍ନ ଲାଭ ରହିଥାଏ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ତରାଜନୀ ଆଙ୍ଗୁଠିରେ ସୁନା ମୁଦି ଧାରଣ କରିବା ଦ୍ୱାରା ଏକାଗ୍ରତା ବୃଦ୍ଧି ପାଇଥାଏ ଏହା ସହିତ ରାଜଯୋଗୀ ପ୍ରାପ୍ତ ହୋଇଥାଏ |

ଅନାମିକା ଆଙ୍ଗୁଠିରେ ସୁନା ଧାରଣ କରିବା ଦ୍ୱାରା ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ ଥଣ୍ଡା ଓ ଶ୍ୱାସ ଜନିତ ସମସ୍ୟା ଲାଗି ରହୁଥିଲେ କନିଷ୍ଟ ଆଙ୍ଗୁଠିରେ ସୁନାର ମୁଦି ପିନ୍ଧିପରିବେ ବୈବାହିକ ଜୀବନରେ ସୁଖ ଶାନ୍ତି ପ୍ରାପ୍ତି କରିବା ପାଇଁ ସୁନାର ଗୁରୁତ୍ୱ ପୂର୍ଣ୍ଣ ମହତ୍ୱ ରହିଛି | ବିବାହ ପରେ ସୁନା ଧାରଣ କରିବା ଦ୍ୱାର ଶୁଭ ଫଳ ମିଳିଥାଏ |

ତେବେ ମେଷ ରାଶିର ବ୍ୟକ୍ତି ବିଶେଷ ମାନେ ସୁନା ମୁଦି ପିନ୍ଧିବା ଶୁଭଙ୍କର ଅଟେ ଏହାକୁ ଧାରଣ କରିବା ଦ୍ୱାରା ସାହସୀ ହୋଇଥାନ୍ତି ପ୍ରତେକ କ୍ଷେତ୍ରରେ ସଫଳତା ମିଳିଥାଏ ପିତା ମାତା ବନ୍ଧୁ ପ୍ରିୟ ଜଣ ସର୍ବଦା ଆପଣଙ୍କୁ ସାହାଯ୍ୟ କରିଥାନ୍ତି କରଜ ସମସ୍ୟାରୁ ମୁକ୍ତି ମିଳିଥାଏ |

ଦର୍ଶକବନ୍ଧୁ ସିଂହ ରାଶିର ବ୍ୟକ୍ତି ବିଶେଷ ମାନେ ସୁନା ଧାରଣ କରିବା ଦ୍ୱାରା ଭାଗ୍ୟରେ ପରିବର୍ତନ ଓ ସୁ ପରିବର୍ତନ ହୋଇଥାଏ ତେବେ ଏହି ରାଶିର ବ୍ୟକ୍ତି ବିଶେଷ ମାନେ ନିଶ୍ଚୟ ଭବରେ ସୁନା ଧାରଣ କରନ୍ତି ଏହି ରାଶିର ବା ସିଂହ ରାଶିର ସ୍ୱାମୀ ସୂର୍ଯ୍ୟ ଦେବ ହୋଇଥିବାରୁ କର୍ମ କ୍ଷେତ୍ର ସହିତ ଜୀବନରେ ମଧ୍ୟ ଖୁବୁ ସଫଳତା ମିଳିଥାଏ |

ତେବେ ଦର୍ଶକବନ୍ଧୁ କନ୍ୟା ରାଶିର ବ୍ୟକ୍ତି ମାନେ ସୁନା ମୁଦି ଧାରଣ କରିବା ଦ୍ୱାରା ଧୀରେ ଧୀରେ ଆପଣ ଇଚ୍ଛା ପୁରାଣ ହେବାକୁ ଲାଗିଥାଏ ଜୀବନରେ ରହିଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ ତେବେ ଧନୁ ରାଶିର ବ୍ୟକ୍ତି ବିଶେଷ ମାନେ ସୁନା ମୁଦି ଧାରଣ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ କାର୍ଯ୍ୟ କ୍ଷେତ୍ରରେ ଶୀଘ୍ର ସଫଳତା ମିଳିଥାଏ ଧନ ଜନିତ ସମସ୍ୟା ଦୂର ହୋଇଥାଏ ପ୍ରତେକ୍ଷ କ୍ଷେତ୍ରରେ ସଫଳତା ମିଳିଥାଏ ଜୀବନରେ ଖୁସି ଭାରି ଯାଏ |

ଏହା ସହିତ ବୃଷ ରାଶି ମିଥୁନ ରାଶି ବିଛା ରାଶି କୁମ୍ଭ ରାଶି ବ୍ୟକ୍ତି ଵିଶେଷ ମାନେ ସୁନାର ଧାରଣ କରିବା ଦ୍ୱାରା ଉତ୍ତମ ନୁହେଁ ସେହି ପରି ତୁଳା ଓ ମକର ରାଶିର ବ୍ୟକ୍ତି ବିଶେଷ କାମ ସୁନା ପିନ୍ଧିବା ଭଲ ହୋଇଥାଏ ଲୁହ ଓ କୋଇଲା କାମ କରୁଥିବା ବ୍ୟକ୍ତି ବିଶେଷ ସୁନା ପିନ୍ଧିବା ସେତେ ଉତ୍ତମ ନୁହେଁ କାରଣ ଏହାର ପ୍ରଭାବ କର୍ମ କ୍ଷେତ୍ରରେ ପଡିଥାଏ ବୋଲି କୁହାଯାଏ | ତେବେ ଦର୍ଶକବନ୍ଧୁ ଏହା ସହିତ ଜାଣି ରଖନ୍ତୁ ଶୋଇବା ସମୟରେ ମୁଣ୍ଡ ଉପରେ ସୁନାର କୌଣସି ଦିନିଷ ରଖି ଶୁଅନ୍ତୁ ନାହିଁ ଲାଳେ କପଡ଼ାରେ ବାନ୍ଧି ସୁନାକୁ ରଖନ୍ତୁ ଏହା ଆଦର ସୁଖ ଶମୄତି ବୃଦ୍ଧି ହୋଇଥାଏ | ସୁନା ଧାରଣ କରି ନିଶା ସେବନ କେବେବି କରନ୍ତୁ ନାହିଁ | ତେବେ ଦର୍ଶକବନ୍ଧୁ ଏହାଥିଲା କେଉଁ ରାଶି ପାଇଁ ଶୁଭ ଏବଂ କେଉଁ ରାଶି ପାଇଁ ଭଲ ନୁହେଁ ଆପଣ ଜାଣି ଗଲେ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.