Breaking News

ଏହି ସବୁ ରାଶି ମହାଦେବଙ୍କ ଅତି ପ୍ରିୟ କାଲିଠାରୁ ବଦଳିବାକୁ ଯାଉଛି ଏମାନଙ୍କ ଭାଗ୍ୟ !

ଦର୍ଶକବନ୍ଧୁ ପକାନ୍ଦିବାର ଦିନ ଶେଷ ହେଲା କାରଣ ନମସ୍କାର ଦର୍ଶକବନ୍ଧୁ ଆଜି ରାତି ଠାରୁ ଏହି ରାଶିର ସବୁ କଷ୍ଟ ଦୂର କରିବେ ପ୍ରଭୁ ମହାଦେବ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଭୋଳ ନଥାଙ୍କୁ ସୃଷ୍ଟିର ଅଧି ପତି ବୋଲି ଆମେ ମାନେ ଜାଣିଥାଉ ମହାଦେବ ସୃଷ୍ଟିର ପାଳନ ହାର ବୋଲି କୁହାଯାଇଥାଏ ଦର୍ଶକବନ୍ଧୁ ଭୋଳନାଥ କୌଣସି ଲୋକ ଉପରେ ପ୍ରସ୍ନ ହୋଇଯାନ୍ତି ତେବେ ସେ ନିଜର ଅପାର କୃପା ସେମାନଙ୍କ ଉପରେ ବର୍ଷେଇ ଥାନ୍ତି |

ଭଗବାନ ଭୋଳାନାଥ ମଧ୍ୟ ଶୋଭାବରେ ଭୋଳ ଅଟନ୍ତି ତାଙ୍କୁ ପର୍ସନ କରିବା ସବୁଠାରୁ ଅଧିକ ସହଜ ହୋଇଥାଏ | ଏହା ମଧ୍ୟ ଜାଣି ରଖନ୍ତୁ ମହାଦେବ ଏବେ କିଛି ରାଶି ମାନଙ୍କର ଉପରେ ପର୍ସନ ହୁଅନ୍ତି ମହାଦେବ ତାଙ୍କ ଭକ୍ତିରେ ଖୁସି ହେଇସାରିଛନ୍ତି ଯାହା ଫଳରେ ଆଜି ରାତିଠାରୁ ଏହି ରାଶି ମାଳା ମାଲେ ହେବେକୁ ଯାଉଛିନ୍ତି ଭଗବାନ ଭୋଳାନାଥ କୃପାରୁ ଆପଣଙ୍କର ଦୁଃଖର ଦିନ ଏବେ ଶେଷ ହେବ ଏବଂ ଭଲ ଦିନ ଖୁବୁ ଶୀଘ୍ର ଆରମ୍ଭ ହେବେକୁ ଯାଉଛି ଆପଣଙ୍କୁ ଟଙ୍କା ପଇସାର ଅଭାବ ରହିବ ନାହିଁ |

ଭଗବାନ ଭୋଳାନାଥ କୃପାରୁ ଆପଣଙ୍କର ସବୁ ଅଧୁରା କାର୍ଯ୍ୟ ବା ହଉନଥିବା କାର୍ଯ୍ୟ ଏସବୁ ପୁରଣ ହେବାରେ ଲାଗିବ ବା ଚଳିବାରେ ଲାଗିବ ଏବଂ ଆପଣଙ୍କର ଜୀବନରେ ଆଗକୁ ଆସୁଥିବା ସବୁ ଅସୁଵିଦା ସବୁ ସମସ୍ୟ ଦୂର ହୋଇଯିବ ଆପଣାକୁ ଆପଣଙ୍କର ପ୍ରତେକ କାର୍ଯ୍ୟରେ ଏବେ ସଫଳତା ମିଳିବ ଆପଣଙ୍କର ଶତ୍ରୁ ଆପଣଙ୍କ ଠାରୁ ଏବେ ଦୂରରେ ରହିବେ ସମାଜରେ ଆପଣାକୁ ଲୋକ ମାନେ ମାନ ସନମାନ ଦେବେ ବେପାର ବାଣିଜ୍ୟ ଆପଣଙ୍କର ଦୁଇ ଗୁଣା ଆଗକୁ ଆଗକୁ ବଢି ଚଳିବ |

ଯେଉଁ ଲୋକ ମାନେ ବେରୋଜଗାର ରହିଛନ୍ତି ସେମାନଙ୍କୁ ଭଲ ଚାକରି ମଧ୍ୟ ମିଳି ଯିବ ଭୋଳ ନାଥଙ୍କ କୃପାରୁ କାର୍ଯ୍ୟ କ୍ଷେତ୍ରରେ ବଡ ସଫଳତା ମିଳିବା ପାଇଁ ଯାଉଛି ଲୋକ ମାନେ ଆପଣାକୁ ସବୁ କଥା ପଚାରି ବୁଝି କାମ କରିବେ ଆପଣଙ୍କ ଘର ପରିବାରରେ ଖର୍ଚ୍ଚ କମ ହେବ ଏବଂ ଦିନକୁ ଦିନ ରୋଜଗାର ବଢ଼ିବାରେ ଲାଗିବ |

ଭୋଳା ନାଥଙ୍କ କୃପାରୁ ଆପଣଙ୍କ ମନରେ ଆତ୍ମା ବିଶ୍ୱାସ ଏବଂ ଉଚାହ ମଧ୍ୟ ବଢି ଯିବ ପ୍ରେମ ସମଧ୍ୱ ଆପଣଙ୍କର ମଧୁର ରହିବ ଆପଣଙ୍କୁ ସମାଜ ପାଇଁ ଶୁଭ କାର୍ଯ୍ୟ କରିବାର ଅବସର ମିଳିବାକୁ ଯାଉଛି |

ତେବେ ଦର୍ଶକବନ୍ଧୁ ପ୍ରଭୁ ଭୋଳ ନାଥଙ୍କର କୃପାରୁ ଯେଉଁ ରାଶି ଗୁଡିକ ଏବେ ଭାଗ୍ୟ ବାନ ହେବାକୁ ଯାଉଛି ଯାହାର ଆଗାମୀ ସମୟରେ ବହୁତ ଖୁସି ପୁର୍ଣ ହେବାକୁ ଯାଉଛି ସେହି ରାଶି ଗୁଡିକ ହେଉଛନ୍ତି କୁମ୍ବ ରାଶି , ମିଥୁନ ରାଶି , କର୍କଟ ରାଶି ,ସିଂହ ରାଶି , ବୃଷ ରାଶି ଏବଂ ତୁଳା ରାଶି ତେବେ ଦର୍ଶକବନ୍ଧୁ ଆପଣଙ୍କୁ ଅନୁରଧ ଅଟେ ଆପଣ କମେଣ୍ଟ ରେ ଜୟ ଭୋଳାନାଥ ବୋଲି ନିଚୟ ଲେଖନ୍ତୁ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.