Breaking News

ଏହି ପୁରୁଣା ୧ ଟଙ୍କିଆ Coin ବଦଳରେ ଆପଣଙ୍କୁ ମିଳିବ ଏତେ ଟଙ୍କା, ଜଣାନ୍ତୁ କିପରି ଓ କେଉଁ ଜାଗାରେ ବିକିବେ…ଦେଖନ୍ତୁ

ପୁରୁଣା ଏକ ଟଙ୍କିଆ କରିଦେବ କୋଟପାତି ଯଦି ଅଛି ତେବେ ଏମିତି ହୋଇପାରିବେ କୋଟିପତି | ୧ଟଙ୍କିଆ ପୁରୁଣା କଏନ ଆପଣଙ୍କୁ ଦେବା ଏତେ ଟଙ୍କା, ୧ଟଙ୍କିଆ ମୁଦ୍ରା ଆପଣାକୁ ଦେବ ୧ଲକ୍ଷରୁ ଅଧିକ ଟଙ୍କା | ଏକ ଟଙ୍କିଆ ପୁରୁଣା ମୁଦ୍ରା ଟଙ୍କା ଆପଣାକୁ ତିନିଆଖିଆ ୩ଲକ୍ଷ ୭୫ ହଜାର ଦେଇପାରେ ୧୯୪୨ ମସିହାରେ ପ୍ରକାଶିତ ଏହି ପୁରୁଣା ମୁଦ୍ରାର ବିଶେଷ୍ୟତ ହେଉଛି ଏଥିରେ ବିଟିସ ସମ୍ରାଟ ଜଜ ଷଷ୍ଠରାଜ ସମ୍ରାଟ ଙ୍କ ଚିତ୍ରର ଛପା ଥିବା ଉଚିତ |

କିଛି ମାସ ପୂର୍ବେ ଏହି ଭଳି ମୁଦ୍ରାକୁ ୧୦ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିଲା, ଆପଣମାନଙ୍କ ଘରେ ଏପରି ପୁରୁଣା ମୁଦ୍ରା ମଧ୍ୟ ଥାଇ ପରେ | ଆପଣ ଏହି ମୁଦ୍ରା ପରିବର୍ତ୍ତେ ଲକ୍ଷ ଲକ୍ଷ ତାଙ୍କ ରୋଜଗାର କରିପାରିବେ | ଅନେକ ୱେବ୍ସାଇଟରେ ଏହି ପରି ମୁଦ୍ରା ଅନଲାଇନରେ ନିଲାମକୁ ସହଜ କରିଥାଏ | ଏହି ମୁଦ୍ରା ଲକ୍ଷ ଲକ୍ଷ ଟଙ୍କା ବିକୁଥିବା ବେଳେ ନିଶ୍ଚିତ ଭାବେ ଭାବୁଥିବେ ଏହି ମୁଦ୍ରାକୁ କିଏ କିଣିବ |

କେବଳ ମୁଦ୍ରାକୁ ଭଲ ପାଉଥିବା ବ୍ୟକ୍ତି ମାନେ କିଣିଥାନ୍ତି ବାସ୍ତବରେ ପୁରାତନ ଜିନିଷ ମୁଦ୍ରା କିମ୍ବା ନୋଟ ସଂଗ୍ରହ କରିବା ଏକ ଭିନ ପ୍ରକାରର ହବି | ଦୁନିଅରେରେ ଏପରି ପୁରୁଣା ଜିନିଷର ପ୍ରେମୀ ଅଭାବ ନାହିଁ ଏହି ଭଳି ଲୋକମାନଙ୍କୁ ପୁରାତନ ଜିନିଷ କିମ୍ବା ମୁଦ୍ରା ସଂଗ୍ରହ କରନ୍ତି | ବାସ୍ତବରେ ଗହରାଈ ସମସ୍ତ ପ୍ରକାରର ମୁଦ୍ରା ଅଛି ଯାହାକି କିଛି ବର୍ଷ ପୂର୍ବରୁ ବନ୍ଦ ହୋଇଯାଇଥିଲା ଏବଂ ସେଗୁଡିକ ବର୍ତମାନ ସାମାନ୍ୟ ଦେଖାଯାଉଛି |

ଆମେ କୋଉଥିବା ମୁଦ୍ରା କିଛି ବିଶେଷ୍ୟତ ରହିବ ଉଚିତ olx.in ବ୍ରିଟିଶ ଶାସନ କାଳରେ ଅମଳର 1942 ମସିହା ଏହି ବିରଳ ଏକ ଟଙ୍କିଆ ମୁଦ୍ରା ଦିଆଯାଇଥିଲା | ଏହି ମୁଦ୍ରାର ଗୋଟିଏ ପାର୍ଶ୍ୱରେ ଇଂରାଜୀ ଓ ଉରଧୁରେ ଲେଖା ଯାଇଛି ଏବଂ ଅପର ପାର୍ଶ୍ୱରେ ଏକ ବ୍ରିଟିଶ ସମ୍ରାଟ ଜଜ ସାଷ୍ଟଙ୍କ ଛବି ଛପା ଯାଇଛି | ଏହି ମୁଦ୍ରା କେଉଁଠାରେ ବିକ୍ରିକରାଯାଉଛି ଏହି ମୁଦ୍ରା ଏକମର୍ସ ୱେବ୍ସାଇଟରେ olx.in ରେ ବିକ୍ରି କରାଯାଉଛି | ଏହାର ମୂଲ୍ୟ ୩ଲକ୍ଷ ୭୫ ହଜାର ଟଙ୍କା ରଖ ଯାଇଛି ଏହି ମୁଦ୍ରାର ବିକ୍ରି ଏହି ୱବସଇଟରେ ଜାରିରହିଛି |

ଏହି ନିଦ୍ଧିଷ୍ଟ ମୁଦ୍ରାର ମୂଲ୍ୟ ଏହାର ବିକ୍ରଙ୍କୁ ଦ୍ୱାରା ସ୍ଥିର କରାଯାଇଛି ପୁରୁଣା ମୁଦ୍ରାକୁ ଭଲ ପାଉଥିବା ବ୍ୟକ୍ତି ଯିଏ ଏହି ମୁଦ୍ରାକୁ ପସନ୍ଦ କରନ୍ତି ଏହି ମୁଦ୍ରାକୁ କିଣି ପାରିବେ | ଏହି ସମୟରେ ଆପଣ ମାନଙ୍କ ଘରେ ଅନେକ ପୁରୁଣା ମୁଦ୍ରା ଥାଏ ଏହା ସମ୍ଭବାଯେ ଆପଣଙ୍କ ଘରେ ପୁରୁଣା ବ୍ରିଟିଶ ଯୁଗର ପୁରୁଣା ପଇସା ସଞ୍ଚୟ କରିଥିବେ | ଯଦି ଆପଣଙ୍କ ପାଖରେ ଅଛି ଏତେବେ ଆପଣ ଆଉ ଡ଼େରିଣକାରୀ ଦିଆଯାଇଥିବା ୱେବସାଇଟରେ ବିକ୍ରି କରିପାରିବେ |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.