Breaking News

ଏହି ପଶୁ ମାନଙ୍କୁ ଜିଅନ୍ତା କାଟି ଖାଉଛନ୍ତି ଚାଇନାର ଲୋକମାନେ, He Bhagban ଏମିତି ପାପ କରୁଛନ୍ତି, ଦେଖନ୍ତୁ

ନମସ୍କାର ବନ୍ଧୁଗଣ କୁହନ୍ତି ଚାଇନା ଦେଶରେ ରହୁଥିବା ଲୋକମାନଙ୍କୁ ଭଗଵାନ ତ ଏହି ପୃଥିବୀରେ ଜନ୍ମ କରିଛନ୍ତି କିନ୍ତୁ ଏହା ସହିତ ସେମାନଙ୍କ ଭିତରେ ରାକ୍ଷସମାନଙ୍କର କିଛି ଗୁଣ ମଧ୍ୟ ଭରିରହିଛି। ସେଥିପାଇଁ ସେମାନେ ଏମିତି ବୋହୁତ ପ୍ରକାରର ପଶୁପକ୍ଷୀ ମାନଙ୍କୁ ମାରି ଜିଅନ୍ତା ଖାଇଯାନ୍ତି। ଯେମିତି କି କୁକୁର, ବିଲେଇ, ମୂଷା, ଅକ୍ଟୋପସ, ସାପ ଏମିତି ବୋହୁତ ପ୍ରକାରର ଜୀବଜନ୍ତୁ ଖାଇଯାଆନ୍ତି। କିନ୍ତୁ କଣ ଆପଣମାନେ ଜାଣିଛନ୍ତି ଚାଇନିଜ୍ ଲୋକମାନେ ମାଙ୍କଡ଼ର ମୁଣ୍ଡକୁ ଜିଅନ୍ତା କାଟି ତା ଭେଜାକୁ କାଢି ଖାଇଯାଆନ୍ତି। ଶୁଣିଲାବେଳକୁ ହିଁ ରୋମ ଟାଙ୍କୁରି ଯାଉଛି। କିନ୍ତୁ ଏହି ସବୁ ସତ ଆଜି ଆସନ୍ତୁ ଚାଇନା ଦେଶର କିଛି ଏମିତି ଅଜଣା କଥା ଦେଖିବାକୁ ପାଇବେ ଯାହାକୁ ଦେଖିବାପରେ ଆପଣ କହିବେ ଭଲ ହୋଇଛି ମୁଁ ଭାରତରେ ଜନ୍ମ ହୋଇଛି।

୧. ଚାଇନିଜ୍ ଲୋକମାନଙ୍କୁ ଖାଇବାକୁ ଯେତିକି ପସନ୍ଦ, ପିଇବାକୁ ମଧ୍ୟ ସେତିକି ପସନ୍ଦ। ସେମାନଙ୍କୁ ଚାହା ପିଇବା ବୋହୁତ ପସନ୍ଦ। କିନ୍ତୁ ଆପଣ ଚାଇନାର ପିଓରିଟି କଣ ଜାଣିଛନ୍ତି ଯଦି ଜାଣିନାହାନ୍ତି ଆଜି ଜଣିଯିବେ। ପିଓରିଟି ର ମାନେ ସ୍ୱଚ୍ଛ ଚାହା। ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେଉଁ ଝିଅମାନେ ଏହି ଚାହାପତି କୁ ସଂଗ୍ରହ କରିବାର କାମ କରୁଛନ୍ତି ସେମାନଙ୍କୁ କୁହାଯାଏ ସେମାନେ କେବେବି ନିଜ ହାତରେ ଚାହାପତିକୁ ତୋଳି ପାରିବେନି। ସେମାନଙ୍କୁ ନିଜ ପାଟିରେ ଏହି ଚାହାପତିକୁ ତୋଳିବାକୁ ପଡେ। ଏହା ସହିତ ଅନ୍ୟ ଝିଅମାନଙ୍କ ତୁଳନାରେ ଏହି ଝିଅମାନଙ୍କ ମଧ୍ୟରେ ବୋହୁତ ଫରକ୍ ଅଛି। ଯେମିତିକି ଏଠି କାମ କରୁଥିବା ଝିଅମାନେ କାହା ସହିତ ସଂଭୋଗ କରିପାରିବେନି। ଏମାନଙ୍କ ଶରୀରରେ କୌଣସି ପ୍ରକାରର ମାଡ଼ର ଦାଗ ନଥିବ। ଆପଣ ଭାବୁଥିବେ ଏମିତି ନିୟମ କାହିଁଙ୍କି ଅଛି, ଚାଇନିଜ୍ ଲୋକମାନେ କୁହନ୍ତି ପୁରୁଣା ସମୟରେ ପିଓରିଟି କୁ ପରିମାଣ ତାଙ୍କ ମାଲିକକୁ ପିଇବାକୁ ଦେଉଥିଲେ ହେଲେ ଆଜିର ସମୟରେ ନା କୋଉ ରାଜା ଅଛି ନା କୋଉ ପରୀ ଅଛି ତଥାପି ଏହି ପରମ୍ପରା ଚାଲିଛି

୨. ଚାହା ବିଷୟରେ କଥା ଚାଲିଛି ଯେତେବେଳେ ଆପଣ ଜାଣିନିଅନ୍ତୁ ଚିନ୍ ଲୋକମାନଙ୍କ ମଧ୍ୟରେ ପାଣ୍ଡା ଟିଇ ବୋହୁତ ପ୍ରସିଦ୍ଧ ଅଛି। ଆପଣ ଭାବୁଥିବେ ପାଣ୍ଡା ଟିଇ ରେ ଏମିତି କଣ ଅଛି କିନ୍ତୁ ଆପଣ ଏହି ପାଣ୍ଡା ଟିଇ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ପଣ୍ଡା ଟିଇ ପାଣ୍ଡା ମାନଙ୍କ ମଳରୁ ପ୍ରସ୍ତୁତ ହୋଇଥାଏ। ଆପଣମାନଙ୍କୁ ବିଶ୍ୱାସ ହେଉନଥିବ କିନ୍ତୁ ଏମିତି ଚାଇନା ଲୋକମାନେ କରନ୍ତି। ଚାଇନିଜ୍ ଲୋକମାନେ କୁହନ୍ତି ଏହି ପାଣ୍ଡାର ମଳରେ ତିଆରି ଚାହା ପିଇଲେ ମଣିଷକୁ କ୍ୟାନ୍ସର ହୁଏନାହିଁ। ଶେଷରେ ଚାଇନା ଲୋକମାନେ ମଳକୁ ମଧ୍ୟ ଛାଡ଼ିଲେନି।

୩. ଅଣ୍ଡାକୁ ପାଣିରେ ସିଝାଇ ଖାଇବାର ଏହା ତ ଗୋଟିଏ ଛୋଟ ପିଲା ମଧ୍ୟ ଜଣିଥିବ ହେଲେ କଣ ଆପଣ ଜାଣିଛନ୍ତି ଚାଇନିଜ୍ ଲୋକମାନେ ଅଣ୍ଡାକୁ ପୁରୁଷମାନଙ୍କର ମୁତ୍ରରେ ସିଝାଇ ଖାଆନ୍ତି। ଏମାନେ କୁହନ୍ତି ପୁରୁଷମାନଙ୍କ ମୂତ୍ରରେ ଅଣ୍ଡାକୁ ସିଝାଇ ଖାଇଲେ ମଣିଷର ଶରୀରକୁ ଅଧିକ ପ୍ରୋଟିନ ମିଳେ।

୪. ସମସ୍ତେ ଚାଇନା ଲୋକମାନଙ୍କୁ ଗୋଟିଏ ପ୍ରକାରର ରାକ୍ଷସ ବୋଲି କୁହନ୍ତି। କାହିଁକି କୁହନ୍ତି ଜାଣିଛନ୍ତି କାହିଁକି ନା ସେମାନେ ଅକ୍ଟୋପସ ଭଳି ଏତେ ବଡ ବିଷାକ୍ତ ଜୀବକୁ କଞ୍ଚା ଖାଇଯାଆନ୍ତି। ଅକ୍ଟୋପସକୁ ଗରମ ପାଣିରେ ଛାଡ଼ିଦେଇ କିଛି ସମୟ ପରେ ତାକୁ କାଢି ସେମିତି ହିଁ ସସ୍ ରେ ବୁଡାଇ ବଡ ଆନନ୍ଦରେ କାମୁଡି ଖାଆନ୍ତି। ସେମାନେ ଏହା ଜାଣି କି ମଧ୍ୟ ପ୍ରତି ବର୍ଷ ୧୫% ଲୋକ ଏହି ଅକ୍ଟୋପସ କୁ ଖାଇ ମୃତ୍ୟୁବରଣ କରୁଛନ୍ତି ତଥାପି ଏମାନଙ୍କୁ ଫରକ୍ ପଡେନାହିଁ।

୫. ସ୍ନେକ୍ ସୁପ୍ ଦୁନିଆର ଏମିତି ଅଧା ଲୋକ ସାପର ନାମ ଶୁଣିଲେ ଡରରେ ଥରି ଉଠନ୍ତି। କିନ୍ତୁ ଚାଇନା ଲୋକମାନଙ୍କ ପାଇଁ ସାପ କେବଳ ସେମାନଙ୍କ ଭୋଜନ ଅଟେ। ସାପ ଯେତେ ବିଷାକ୍ତ ହେଉନା କାହିଁକି ଏମାନେ ବଡ ଆନନ୍ଦରେ ତାକୁ ଖାଇଯାଆନ୍ତି। ସାପ ଉପରେ ଗରମ ପାଣି ପକେଇବା ପରେ ତାକୁ ସେହି ଗରମ ପାଣିରୁ କାଢି କାଟି ପିସ୍ ପିସ୍ କରି ବୋହୁତ ପ୍ରକାରର ଆଇଟମ କରି ଖାଆନ୍ତି। ସେଥିପାଇଁ ଚାଇନା ଲୋକମାନଙ୍କୁ ରାକ୍ଷସ ବୋଲି କୁହନ୍ତି।

୬. ଚାଇନାର କିଛି ଲୋକମାନେ ମାଙ୍କଡକୁ ଜିଅନ୍ତା କାଟି ତାର ଭେଜାକୁ କାଢି ଖାଇଯାଆନ୍ତି। ପ୍ରଥମେ ଜିଅନ୍ତା ମାଙ୍କଡକୁ ଟେବୁଲ୍ ଉପରେ ରଖି ଗୋଟିଏ ଧାରୁଆ ଅସ୍ତ୍ରରେ ତାର ମୁଣ୍ଡକୁ ଫାଳକରି ତା ଭେଜାକୁ କାଢି ଖାଆନ୍ତି। ଦେଖନ୍ତୁ ଏହି ଫଟୋକୁ କେମିତି ଏମାନେ ମାଙ୍କଡ଼ର ଭେଜା କାଢି ଆନନ୍ଦରେ ଖାଉଛନ୍ତି।

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.