Breaking News

ଏହି ଓଡ଼ିଆ Celebrity ମାନେ କରିଛନ୍ତି ଦୁଇ ଦୁଇଥର ବିବାହ |

ନମସ୍କାର ବନ୍ଧୁଗଣ ଆଜିର ଏହି ଖବର ମାଧ୍ୟମର ଜାଣିବା କେଉଁ ହିରୋ ଦୁଇଥର ବିବାହ କରିଛନ୍ତି ସେଥିପାଇଁ ଏହି ଖବର ଟିକୁ ଶେଷଯାଏଁ ଦେଖନ୍ତୁ | ତେବେ ଆସନ୍ତୁ ଜାଣିବା ଆମ ପ୍ରଥମ ଲିଷ୍ଟରେ ଆସୁଛନ୍ତି |

ସବ୍ୟସାଚୀ

ତେବେ ସବ୍ୟସାଚୀ ତାଙ୍କର ପିଳାବେଳର ସାଙ୍ଗ ସୀମାଙ୍କୁ ବିବାହ କରିଥିଲେ | ବିବାହର କିଛିଦିନ ପରେ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା ଆଉଶେଷରେ 2012 ମସିହାରେ ଦୁହେଁ ପରସ୍ପରଙ୍କ ଠାରୁ ଅଲଗା ହୋଇଯାଇଥିଲେ | ଆଉ ଆପଣମାନେ ଜାଣିଥିବେ 2021 ମସିହାରେ ମାର୍ଚ୍ଚ ମାସ 1 ତାରିଖରେ ସବ୍ୟସାଚୀ ଦ୍ଵିତୀୟ ବିବାହ କରିଥିଲେ ଅର୍ଚିତାଙ୍କୁ |
ବବିମିଶ୍ର

ବବିମିଶ୍ର ଏବଂ କୟେଲ ବାନାର୍ଜିଙ୍କ ଯୋଡ଼ିଙ୍କ ତା ଆପଣ ବେଶ ଭଲଭର ଜାଣିଥିବେ ତାହାଲେ ବଙ୍ଗାଳୀ ହିରୋଇନ୍ କୟେଲ ବାନାର୍ଜିଙ୍କ ବବିମିଶ୍ରଙ୍କୁ 2013 ମସିହାରେ ବିବାହ କରିଥିଲେ | ଗତ ଦୁଇ ବର୍ଷ ହେବ ଦୁହେଁ ପରସ୍ପରଠୁ ଅଲଗା ହୋଇ ରହୁଥିଲେ | ଆଉ ଶେଷରେ 2021 ମସିହାରେ ଦୁହେଁ ପରସ୍ପରଙ୍କୁ ଡ଼ିଭସ ଦେଇଛନ୍ତି ଏହି ଯୋଡି ଯହିଁକି ନିଜ ସୋସିଆଲ ମିଡିଆରେ ଆକାଉଣ୍ଟ ରେ ଫ୍ୟାନ ମାନଙ୍କୁ ଜଣାଇ ଥିଲେ କୟେଲ ବାନାର୍ଜିଙ୍କ |

ସିନ୍ଧାନ୍ତ ଏବଂ ରଚନା


ଫ୍ରେଣ୍ଡସ ଆପଣାମାନତ ଜାଣିଥିବେ 90ଦର୍ଶକରେ ସିନ୍ଧାନ୍ତ ଏବଂ ରଚନା ଓଲିଉଡ଼ ଜଗତରେ ରାଜ କରୁଥିଲେ ଆଉ 2002 ମସିହାରେ ପରସ୍ପରଙ୍କୁ ବିବାହ କରିଥିଲେ ସିନ୍ଧାନ୍ତ ଓ ରଚନା | 2003 ମସିହାରେ ପରସ୍ପରଙ୍କଠୁ ଅଲଗା ହୋଇଯାଇଥିଲେ ଏହି ଯୋଡି | ଏହା ପରେ ସିନ୍ଧାନ୍ତ ମାମା ମିଶ୍ରଙ୍କୁ ବିବାହ କରିଛନ୍ତି ଆଉ ବର୍ତ୍ତମାନ ସମୟରେ ଗୋଟେ ପୁଅ ଓ ଗୋଟେ ଝିଅ ରହିଛନ୍ତି |

ଚନ୍ଦନ କର

ଚନ୍ଦନ କର ତାଙ୍କ ପିଲାବେଳୁ ତାଙ୍କ ସାଙ୍ଗକୁ 2008 ମସିହାରେ ବିବାହ କରିଥିଲେ କିନ୍ତୁ ପରବର୍ତୀ ସମୟରେ ଦୁହିଁଙ୍କ ମଧ୍ୟରେ କିଛି ପାରିବାରିକ ଝଗଡା ଯୋଗୁ ଦୁହେଁ ପରସ୍ପରଙ୍କ ଠାରୁ ଅଲଗା ହୋଇଯାଇଥିଲେ | ଆଉ ଏହା ପରେ ଦ୍ଵିତୀୟ ବିବାହ କରିଥିଲେ ବର୍ତ୍ତମାନ ସମୟରେ ଚନ୍ଦନଙ୍କର ଗୋଟେ ପାଞ୍ଚ ବର୍ଷର ପୁଅ ରହିଛନ୍ତି |

ଅନୁଭବ ମହାନ୍ତି

ଓଲିଉଡର ସୁପର ଷ୍ଟାର ଅନୁଭବ ମହାନ୍ତିଙ୍କୁ ତ ଆପଣମାନେ ବେଶ ଭଲଭାବରେ ଜାଣିଥିବେ | ତାହାହେଲେ 2014 ମସିହାରେ ଓଲିଉଡର କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ ଅନୁଭବ କିନ୍ତୁ ଦୁହିଁଙ୍କ ମଧ୍ୟରେ ଝଗଡା ହେବାରୁ ବର୍ତ୍ତମାନ ଦୁହେଁ ପରସ୍ପରଙ୍କଠୁ ଅଲଗା ହେବାପାଇଁ କୋଟରେ ହଜାର ହୋଇଛନ୍ତି | ଆଉ କୋଟର ନିଶ୍ଚିପତି ଆସିନାହିଁ |

ତୁଷାର ଓ ଛନ୍ଦିତା

ଓଲିଉଡର ଏହି ଜବରଦସ୍ତ ଯୋଡ଼ିଙ୍କତ ଆପଣମାନେ ବେଶ ଭଲଭାବରେ ଜାଣିଥିବେ | ଏହି ଯୋଡି ଗତ କିଛି ଦିନ ତଳେ ଦୁହେଁ ପରସ୍ପରଙ୍କୁ ଭଲପାଉଥିଲେ କିନ୍ତୁ ବର୍ତମାନ ସମୟରେ ଏହି ଯୋଡି ଅଲଗା ହୋଇଯାଇଛନ୍ତି | ଆଉ ଚନ୍ଦନ ମାହିଙ୍କୁ ବିବାହ କରିଥିଲେ ଆଉ ବର୍ତ୍ତମାନ ସମୟରେ ଚନ୍ଦନ ଓ ମାହିଙ୍କର ଗୋଟିଏ ଛୋଟ ଝିଅଟିଏ ଜନ୍ମ ହୋଇଛନ୍ତି |

About odisha news

Check Also

ଓଡିଆ ସିରିଏଲ ଅଭିନେତା ଜଗଜିତ୍ ପାଲ୍ (Swatik) ଗର୍ଲଫ୍ରେଣ୍ଡ ଏବଂ ପରିବାର ଆଗରୁ କେବେ ଦେଖିନଥିବେ ଦେଖନ୍ତୁ |

ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୁ ସିରିଏଲଟିକୁ ଆପଣ ମାନେ ନିଶ୍ଚୟ ଭାବେ ଦେଖୁଥିବେ ତାହାହେଲେ …

Leave a Reply

Your email address will not be published.