Breaking News

ଏହି ପ୍ରସିଦ୍ଧ ଓଡିଆ ଅଭିନେତା ମାନେ ବଙ୍ଗାଳୀ ଅଭିନେତ୍ରୀ କୁ ବିବାହ କରିଛନ୍ତି

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡ ଜଗତର ହିରୋ ହିରୋଇନ ମାନଙ୍କୁ ନିଶ୍ଚୟ ଜାଣିଥିବେ।ତେବେ ଆମ ଓଲିଉଡ ଜଗତରେ ହିରୋ ହିରୋଇନ ମାନେ ଖୁବ ସୁନ୍ଦର ଅଭିନୟ କରିଥାନ୍ତି।ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଲିଉଡ ଜଗତରେ ବହୁତ ବଙ୍ଗାଳି ହିରୋଇନ ମାନେ ଅଭିନୟ କରିଛନ୍ତି ଓ ସେମାନେ ରିଅଲ ଲାଇଫ ରେ ଆମ ଓଲିଉଡ ଜଗତର ହିରୋ ଙ୍କୁ ବିବାହ କରିଛନ୍ତି।ତେବେ ଆସନ୍ତୁ ଜାଣିବା ଏମିତି କେତେଜଣ ହିରୋଇନ ଅଛନ୍ତି ଯିଏ ଆମ ଓଲିଉଡ ଜଗତରେ ବିବାହ କରିଛନ୍ତି।


ବନ୍ଧୁଗଣ ଆମର ଏହି ଲିଷ୍ଟ ରେ ପ୍ରଥମ ସ୍ଥାନ ରେ ଅଛନ୍ତି ।ବିଜୟ ମହାନ୍ତି ଓ ତୁନ୍ଦ୍ରା ରାୟ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ 90 ଦଶକର ସବୁଠାରୁ ଚର୍ଚ୍ଚିତ ଯୋଡି ହେଉଛନ୍ତି ବିଜୟ ମହାନ୍ତି ଓ ତୁନ୍ଦ୍ରା ରାୟ।ଆପଣ ମାନେ ସମସ୍ତେ ଜାଣିଥିବେ ବିଜୟ ମହାନ୍ତି ହେଉଛନ୍ତି ଜଣେ ଓଡ଼ିଆ ପୁଅ ଓ ତୁନ୍ଦ୍ରା ରାୟ ହେଉଛନ୍ତି ଜଣେ ବଙ୍ଗାଳି।ଏହି ଦୁଇଜଣ ପରସ୍ପର କୁ ଭଲପାଇ ବସିଥିଲେ ଓ ପରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ।


ଆମର ଏହି ଲିଷ୍ଟ ର ଦିତୀୟ ସ୍ଥାନ ରେ ଅଛନ୍ତି ।ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀ ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ସିଦ୍ଧାନ୍ତ ଓ ରଚନା ଙ୍କୁ ଭଲ ଭାବରେ ଜାଣିଥିବେ।ଏହି ଦୁଇ ଯୋଡି ଙ୍କୁ ଲୋକମାନେ ବହୁତ ଭଲ ପାଇବା ଦେଇଥିଲେ ଓ ବହୁତ ପସନ୍ଦ ମଧ୍ୟ କରିଥିଲେ।ତେବେ ଶୁଣା ଯାଏ ଯେ ଏହି ଦୁଇଜଣ କୋର୍ଟ ମ୍ୟାରେଜ କରିଥିଲେ ଏହା ବହୁତ ବର୍ଷ ହୋଇଗଲାଣି ଏମାନେ ଏବେ ଅଲଗା ହୋଇସାରିଛନ୍ତି।


ତୃତୀୟ ରେ ଅଛନ୍ତି ଝିଲିକ ଓ ପ୍ରୀତିରଞ୍ଜନ ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଜାଣିଥିବେ ପ୍ରୀତିରଞ୍ଜନ ହେଉଛନ୍ତି ଜଣେ ବିଧାୟକ ଓ ସେ ଝିଲିକ ଙ୍କୁ ବିବାହ କରିଛନ୍ତି ତେବେ ଆପଣ ମାନେ ନିଶ୍ଚୟ ଜାଣିଥିବେ ଝିଲିକ ହେଉଛନ୍ତି ଜଣେ ବଙ୍ଗାଳି ଝିଅ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *