Breaking News

ଏହି ନୂଆ ସିରିଏଲ ରେ ଏକାଠି ନଜର ଆସିବାକୁ ଯାଉଛନ୍ତି ଇତି ଏବଂ ଆରବ

ହେଲୋ ଫ୍ରେଣ୍ଡ୍ସ ଆପଣମାନେ ସିନ୍ଦୁରର ଅଧିକାର ସିରିଏଲ ତ ନିଶ୍ଚିତ ଭାବରେ ଦେଖୁଥିବେ ଓ ସେଥିରେ ଅଭିନୟ କରୁଥିବା ଲିଡ଼ ନାୟିକା ନୀଲାଖି ପାତ୍ରଙ୍କୁ ବେଶ ଭଲଭାବରେ ଜାଣିଥିବେ ଓ ଅଭିନୟ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ତେବେ ନୀଲାଖି କେଉଁ ନୂଆ ସିରିଏଲ ରେ ନଜର ଆସିବେ ଆପଣ ଜାଣିଛନ୍ତି କି ଯଦି ଜାଣିନାହାନ୍ତି ତେବେ ଆସନ୍ତୁ ଜାଣିବା |

ଦର୍ଶକବନ୍ଧୁ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସବୁଠାରୁ ଲୋକପ୍ରିୟ ମେଗା ସିରିଏଲ ସିନ୍ଦୁରର ଅଧିକାର ସିରିଏଲ ରେ ନୀଲାଖି ପାତ୍ର ଇତି ଚରିତ୍ର ରେ ଅଭିନୟ କରୁଥିଲେ ଏହି ସିରିଏଲ ରେ ଇତିଙ୍କ ଅଭିନୟ କୁ ଦର୍ଶକମାନେ ବହୁତ ଅଧିକ ପସନ୍ଦ କରିବା ସହ ଏହି ସିରିଏଲ ର କାହାଣୀକୁ ବହୁତ ମାତ୍ରାରେ ପସନ୍ଦ କରୁଥଲେ |

ନୀଲାଖି ପାତ୍ର ଏବଂ ଆରବଙ୍କ ଲଭ ରୋମାନ୍ସ କୁ ଦର୍ଶକମାନେ ଏପର୍ଯ୍ୟନ୍ତ ଭୁଲିପାରିନାହାନ୍ତି ଇତିଙ୍କ ସ୍ଵସ୍ଥ ଅବସ୍ଥା ଖରାପ ହେବାରୁ ନୀଲାଖି ପାତ୍ର ଓଡ଼ିଶାର ଲୋକପ୍ରିୟ ସିରିଏଲ ସିନ୍ଦୁରର ଅଧିକାର ସିରିଏଲ କୁ ଛାଡି ଦେଇଥିଲେ ଏହା ପରେ ନୀଲାଖିଙ୍କ ଜାଗାରେ ଓଡ଼ିଆ ଆଲବମ ଓ ସିରିଏଲ ର ଲୋକପ୍ରିୟ ଅଭିନେତ୍ରୀ ଏହି ସିରିଏଲ ରେ ଇତି ଭୂମିକାରେ ଅଭିନୟ କରୁଥିବାର ନଜର ଆସିଛନ୍ତି |

ତେବେ ନୀଲାଖି ପାତ୍ରଙ୍କ ଫ୍ୟାନ୍ସମାନେ ତାଙ୍କୁ ଏବେ ବହୁତ ମାତ୍ରାରେ ମିସ କରୁଛନ୍ତି ଦର୍ଶକବନ୍ଧୁ ନୀଲାଖି ପାତ୍ରଙ୍କ ଫ୍ୟାନ ମାନଙ୍କ ପାଇଁ ନୀଲାଖି ପାତ୍ର ଆଣିଛନ୍ତି ଗୋଟେ ଖୁସି ଖବର ସେ କହିଛନ୍ତି କି ସେ ଖୁବ ଶୀଘ୍ର ତରଙ୍ଗ ଟିଭି ରେ ଗୋଟେ ନୂଆ ସିରିଏଲ ରେ ନଜର ଆବାକୁ ଯାଉଛନ୍ତି ତେବେ ଦର୍ଶକବନ୍ଧୁ ଆପଣମାନଙ୍କୁ କଣ ଲାଗୁଛି ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.