Breaking News

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା ଏହାକୁ ଖାଇବା ଦ୍ୱାରା ଆପଣ ଅନେକ ଗମ୍ଭୀର ରୋଗ ରୁ ମୁକ୍ତି ମଧ୍ୟ ପାଇପାରିବେ ଯଦି ଆପଣ ନିୟମିତ 15 ଦିନ ପର୍ଯ୍ୟନ୍ତ ପାଚିଲା ଭଣ୍ଡା ଖାଇବେ ତେବେ ଏହି 3 ଟି ରୋଗ ରୁ ରକ୍ଷା ପାଇପାରିବେ ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଭଣ୍ଡା ଖାଇବା ଦ୍ୱାରା କେଉଁ କେଉଁ ରୋଗ ସବୁ ପାଖକୁ ଆସିନଥାଏ ଓ ଏହାର ଉପକାରିତା ବିଷୟରେ |

ଦର୍ଶକବନ୍ଧୁ ଭଣ୍ଡା ରେ ପ୍ରଚୁର ପରିମାଣରେ ଭିଟାମିନ ରହିଥାଏ ଏଥିରେ ଭିଟାମିନ A ମିଳିଥାଏ ଯଦି ଆପଣ ଲଗାତାର 15 ଦିନ ପର୍ଯ୍ୟନ୍ତ ନିୟମିତ ଭାବରେ ଭଣ୍ଡା ଖାଇବେ ତେବେ ଆପଣଙ୍କର ଦୃଷ୍ଟି ଶକ୍ତି ବଢ଼ିଯିବ | ଭଣ୍ଡା ରେ ଏଞ୍ଜାଇମ ଏବଂ ଫାଇବର ବି ପ୍ରଚୁର ପରିମାଣରେ ମିଳିଥାଏ ଯେଉଁଥି ପାଇଁ ଏହାର ବ୍ୟବହାର ହେତୁ ହଜମ ଶକ୍ତି ବହୁତ ଶକ୍ତିଶାଳୀ ହେବାକୁ ଲାଗିଥାଏ |

ଆପନଙ୍କରେ ହଜମ ପ୍ରକ୍ରିୟା ସଠିକ ଭାବରେ କାମ କରେ ଭଣ୍ଡା ଖାଇବା ଦ୍ୱାରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ଏହା ସହ ଆମ ଶରୀର ଅନେକ ଗମ୍ଭୀର ରୋଗ ର ସଂକ୍ରମଣ ରୁ ରକ୍ଷା ପାଇଥାଏ ଯଦି ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି ତେବେ ନିୟମିତ ପାଚିଲା ଭଣ୍ଡା ଖାଆନ୍ତୁ ଯାହା ଦ୍ୱାରା ଆପଣ ସୁସ୍ଥ ଏବଂ ମଜବୁତ ରହିବେ |

ତେବେ ଦର୍ଶକବନ୍ଧୁ ଏହା ବିଜ୍ଞାନ ମଧ୍ୟ କହିଛି କି ଆମକୁ ଭଣ୍ଡା ଖାଇବା ନିହାତି ଆବଶ୍ୟକ ଏହା ଖାଇବା ରେ ଆମକୁ ନାନା ପ୍ରକାରର ରୋଗ ରୁ ଆମେ ମୁକ୍ତି ପାଇଥାଉ ଓ ଭିଟାମିନ A ଆମ ଶରୀରର ରେ ଆସିଥାଏ ତେବେ ବନ୍ଧୁଗଣ ଆପଣମାନେ ଭଣ୍ଡା ଖାଉଛନ୍ତି କି ନାହିଁ ଆମକୁ କମେଣ୍ଟ ରେ ନିଶ୍ଚିତ ଭାବରେ ଜଣାଇବେ |

About odisha news

Check Also

ମଦ ପାନ ବିଡି ଓ ସିଗାରେଟ ପୁଡିଆ ଛାଡ଼ିବେ କେବଳ ୧ ଦିନରେ, ଥରେ କରନ୍ତୁ ଏହି ଉପାୟ …

ଦର୍ଶକବନ୍ଧୁ ଆଜି କାଲି ବହୁତ ସାରା ଲୋକ ବିଡି ସିଗାରେଟ ମଦ ଭଳି ଜିନିଷ ପାଇଁ ଫାଲୁତୁ ଖର୍ଚ କରୁଛନ୍ତି …

Leave a Reply

Your email address will not be published.