ନମସ୍କାର ଦର୍ଶକବନ୍ଧୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଭୋଳାନାଥଙ୍କୁ ସୃଷ୍ଟିର ଅଧି ପତି ବୋଲି ଆମେ ମାନେ ମାନିଥାଉ ମହାଦେବ ସୃଷ୍ଟିର ପାଳନ ହାର ବୋଲି କୁହାଯାଇଥଏ | ଦର୍ଶକବନ୍ଧୁ ଭୋଳାନାଥ ଯେତେବେଳେ କୌଣସି ଲୋକ ଉପରେ ପ୍ରସନ୍ନ ହୁଅନ୍ତି ତେବେ ସେ ନିଜର ଅପାର କୃପା ସେମାନଙ୍କ ଉପରେ ବର୍ଷୀ ଥାଏ ଭଗବାନ ଭୋଳାନାଥ ବି ମଧ୍ୟ ଶୋଭବାରେ ଭଲ ଅଟନ୍ତି ତାଙ୍କୁ ପ୍ରସନ୍ନ କରିବା ସବୁଠାରୁ ଅଧିକ ସହଜ ହୋଇଥାଏ |
ଏହା ମଧ୍ୟ ଜାଣି ରଖନ୍ତୁ ଯେ ମହାଦେବ ଏବେ କିଛି ରାଶି ମାନଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି | ମହାଦେବ ତାଙ୍କର ଭକ୍ତିରେ ଏବେ ଖୁସି ହୋଇସାରିଛନ୍ତି ଯାହା ଫଳରେ ଆଜି ରାତି ଠାରୁ ଏହି ରାଶି ମାଳା ମଲେ ହେବାକୁ ଯାଉଛନ୍ତି ଭଗବାନ ଭୋଳାନାଥଙ୍କ କୃପାରୁ ଆପଣଙ୍କର ଦୁଃଖର ଦିନ ଏବେ ଶେଷ ହେବ ଏବଂ ଭଲ ଦିନ ଖୁବୁ ଶୀଘ୍ର ଆରମ୍ଭ ହେବାକୁ ଯାଉଛି |
ଆପଣଙ୍କୁ ଟଙ୍କା ପଇସାର ଅଭାବ ଆଉ ରହିବ ନାହିଁ ଭଗବ ଭୋଳାନାଥଙ୍କ କୃପାରୁ ଆପଣଙ୍କର ସବୁ ଅଧୁରା କାର୍ଯ୍ୟ କିମ୍ବା ବିଗିଡି ଯାଇଥିବା କାର୍ଯ୍ୟ ଏବେ ସେ ସବୁ ପୁରଣ ହେବାରେ ଲାଗିବ | ଆପଣଙ୍କ ଜୀବନରେ ଆଗକୁ ଆସୁଥିବା ସବୁ ଅସୁବିଦା ସେ ସବୁ ମଧ୍ୟ ଦୂର ହୋଇଯିବ ଆପଣକୁ ଆପଣଙ୍କର ପ୍ରତେକ କାର୍ଯ୍ୟରେ ସଫଳତା ମିଳିବ ଆପଣଙ୍କର ଶତ୍ରୁ ଆପଣଙ୍କ ଠାରୁ ଏବେ ଦୂରରେ ରହିବେ ସମାଜରେ ଆପଣଙ୍କୁ ଲୋକ ମାନେ ମାନସନମାନ ଦେବେ |
ବେପାର ବାଣିଜ୍ୟ ଆପଣଙ୍କର ଦୁଇ ଗୁଣ ଜୋରରେ ଆଗକୁ ଆଗକୁ ବଢି ଚାଲିବ ଲୋକ ମାନେ ଆପଣ ମାନଙ୍କୁ ସବୁ କଥା ପଚାରି ବୁଝି କାମ କରିବେ ଆପଣଙ୍କର ଘର ପରିବାରରେ ଖର୍ଚ୍ଚ କମ ହେବ ଓ ଦିନକୁ ଦିନ ରୋଜଗାର ବଢ଼ିବାରେ ଲାଗିବ |
ଭୋଳା ନାଥନଙ୍କ କୃପାରୁ ଆପଣଙ୍କର ଆତ୍ମା ବିଶ୍ୱାସ ବଢ଼ିଯିବ ଓ ଉଚାହା ମଧ୍ୟ ବଢ଼ିଯିବ |ପ୍ରେମ ଶମ୍ବଦ ଆପଣଙ୍କର ମଧୁର ରହିବ ଆପଣଙ୍କୁ ସମାଜ ପାଇଁ ଶୁଭ କାର୍ଯ୍ୟ କରିବାର ଅବସର ମିଳିବାକୁ ଯାଉଛି | ତେବେ ଦର୍ଶକବନ୍ଧୁ ପ୍ରଭୁ ଭୋଳାନାଥନଙ୍କ କୃପାରୁ ଯେଉଁ ରାଶି ଗୁଡିକ ଏବେ ଭାଗ୍ୟ ବାନ ହେବାକୁ ଯାଉଛନ୍ତି ଯାହାର ଆଗାମୀ ସମୟ ବହୁତ ଖୁସି ପୂର୍ଣ୍ଣ ହେବାକୁ ଯାଉଛି |
ସେହି ରାଶି ଗୁଡିକ ହେଉଛନ୍ତି କୁମ୍ଭ ରାଶି, ମିଥୁନ ରାଶି, କର୍କଟ ରାଶି, ସିଂହ ରାଶି, ବୃଷ ରାଶି ଏବଂ ତୁଳା ରାଶି ତେବେ ଦର୍ଶକବନ୍ଧୁ ଆପଣଙ୍କୁ ଅନୁରୋଧ ଅଟେ ଯେ ଆପଣ ଆମ କମେଣ୍ଟ ବକ୍ସରେ ଜୟ ଭୋଳନାଥ ବୋଲି ଲେଖନ୍ତୁ |