Breaking News

ଏହି ମନ୍ଦିରରେ ଆଜିବି ଜୀବିତ ଅଛି ଶ୍ରୀ କୃଷ୍ଣଙ୍କ Hrudaya , ଯାହାର ରହସ୍ୟ ଜାଣିଲେ ହାତ ଯୋଡ଼ିଦେବେ ଆପଣ…ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ ଓଡ଼ିଶାର ପୁରୀରେ ଥିବା ଜଗନ୍ନାଥ ମନ୍ଦିର କୁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ କରିବା ପାଇଁ ଆସନ୍ତି ଏଠାରେ ପ୍ରତି ବର୍ଷ ହେଉଥିବା ରଥଯାତ୍ରା ଅନ୍ୟତମ ଏହା ବିଶ୍ଵ ସାରା ପ୍ରସିଦ୍ଧ ଅଟେ କଣ ଆପଣଙ୍କୁ ଏହି ମନ୍ଦିରର ସ୍ଥାପନା ଓ ପୌରାଣିକ ଇତିହାସ ବିଷୟରେ କିଛି ବି ଜାଣିଛନ୍ତି ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା

ବୋହୁତ ସମୟ ପୂର୍ବରୁ ମଧ୍ୟ ଭାରତରେ ମାଲବା ନାମରେ ଗୋଟିଏ ରାଜ୍ୟ ଥିଲା ଯାହାର ରାଜା ଇନ୍ଦ୍ରଦ୍ୟୁମ୍ନ ଥିଲେ ଇନ୍ଦ୍ରଦ୍ୟୁମ୍ନଙ୍କ ବାପାଙ୍କ ନାମ ଭାରତ ଏବଂ ତାଙ୍କ ମାତା ଙ୍କ ନାମ ସୁମତି ଥିବା ଏମିତି ମାନା ଯାଏ ରାଜା ଇନ୍ଦ୍ରଦ୍ୟୁମ୍ନ ଭଗବାନ ବିଷ୍ଣୁଙ୍କର ବୋହୁତ ବଡ ଭକ୍ତ ଥିଲେ ଆଉ ତାଙ୍କ ମନରେ ସବୁ ବେଳେ ଏହି ଇଚ୍ଛା ରହୁଥିଲା କି ତାଙ୍କୁ କୌଣସି ଉପାୟରେ ବି ଭଗବାନ ବିଷ୍ଣୁ ଙ୍କର ଦର୍ଶନ ମିଲିଯାଉ ଆଉ ତାଙ୍କର ଜୀବନ ସଫଳ ହୋଇଯିବ ଗୋଟିଏ ସମୟର କଥା କି ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କ ମହଲରେ ଗୋଟିଏ ଜ୍ଞାନୀ ଋଷି ପହଞ୍ଚିଲେ ଆଉ ରାଜାଙ୍କୁ କହିଲେ ହେ ରାଜା

ତମେ ଭଗବାନ ବିଷ୍ଣୁଙ୍କର ବଡ ଭକ୍ତ କଣ ତମେ ଓଡ଼ିଶାରେ ପୂଜା ହେଉଥିବା ଭଗବାନ ବିଷ୍ଣୁଙ୍କ ଦିବ୍ୟ ରୂପ ନୀଳମାଧବ ରୂପ ବିଷୟରେ ଜାଣିଛନ୍ତି ଋଷିଙ୍କ ମୁହଁ ରୁ ଏପରି କଥା ଶୁଣିକି ରାଜା ଇନ୍ଦ୍ରଦ୍ୟୁମ୍ନ କହିଲେ ସେ ବ୍ରାହ୍ମଣ ମୁଁ ତ 3ହିଁ ବିଷୟରେ ଏବେ ପର୍ଯ୍ୟନ୍ତ ଅଜ୍ଞାନୀ ରହିଛି କିନ୍ତୁ ଆପଣ କୃପା କରିକି କୁହନ୍ତୁ ମୋ ଆରାଧ୍ୟ ଦେବତାଙ୍କୁ ଏହି ଦିବ୍ୟ ରୂପ ଓଡ଼ିଶାରେ କେଉଁ ଠାରେ ପୂଜା ହେଉଛନ୍ତି ଏହା ପରେ ଋଷି କହିଲେ ମତେ ବି ସେହି ସ୍ଥାନ ବିଷୟରେ ଜଣା ନାହିଁ ମୁଁ ସେଥି ପାଇଁ ଆପଣଙ୍କୁ ପଚାରିଲି ଯଦି ଆପଣ ଭଗବାନ ବିଷ୍ଣୁ ଙ୍କର ଏହି ମନ୍ଦିର ବିଷୟରେ କିଛି ଜାଣିଥିବେ

କିନ୍ତୁ ଲାଗୁଛି ମୋ ଖୋଜିବା ଏମିତି ଚାଲିଥିବ ଏହି ମନ୍ଦିରକୁ ଖୋଜିବା ପାଇଁ ଆପଣ ମଧ୍ୟ ମୋର ସାହାଯ୍ୟ କରି ପାରିବ ଏହା ପରେ ଋଷି ରାଜାଙ୍କୁ ଆଜ୍ଞା ନେଇ ଏବଂ ରାଜା ଇନ୍ଦ୍ରଦ୍ୟୁମ୍ନ ମଧ୍ୟ ତାଙ୍କୁ ସମ୍ମାନ ପୂର୍ବକ ମହଲରୁ ବିଦାୟ ଦେଲେ ଯେତେ ବେଳେ ଋଷି ଚାଲିଗଲେ ତାହା ପଟେ ରାଜା ଇନ୍ଦ୍ରଦ୍ୟୁମ୍ନ ତାଙ୍କର ମୁଖ୍ୟ ପୂଜାରୀ ଙ୍କ ଭାଇ ବିଦ୍ୟାପତି କୁ ଆଦେଶ ଦେଲେ କି ସେ ଓଡ଼ିଶା ଯାଇଁ ସେହି ଯାହାର ପତା କରିବେ ଯେଉଁଠାରେ ଭଗବାନ ବିଷ୍ଣୁଙ୍କ ଦିବ୍ୟ ରୂପ ନୀଳ ମାଧବଙ୍କ ପୂଜା କରାଯାଉଛି ରାଜାଙ୍କ ଆଦେଶ ମିଳିବା ପରେ ବିଦ୍ୟାପତି ଓଡ଼ିଶା କୁ ବାହାରିଲେ କିଛି ଦିନର ଯାତ୍ରା ପରେ ସେ ଯେତେ ବେଳେ ଓଡ଼ିଶା ପହଞ୍ଚିଲେ ତାଙ୍କୁ ଗୁପ୍ତଚର ଙ୍କ ଠାରୁ ଜଣା ପଡ଼ିଲା କି ଶବର ସମ୍ପ୍ରଦାୟର ଲୋକମାନେ ନୀଳମାଧବ ଙ୍କର ପୂଜା କରୁଛନ୍ତି

ଏହା ଶୁଣିବା ପରେ ସେ ସେହି ଶବରଙ୍କ ମୁଖିଆ ବିଶ୍ଵାବାସୁ ଙ୍କ ପାଖରେ ପହଞ୍ଚିଲେ ଆଉ ତାଙ୍କୁ ବିନତି କଲେ କି ସେ ତାଙ୍କୁ ସେଠାକୁ ନେଇକି ଯିବା ପାଇଁ ଯେଉଁ ଠାରେ ନୀଳମାଧବ ଙ୍କର ପୂଜା ହେଉଛି ବିଶ୍ୱବାସୁ କିନ୍ତୁ ବିଦ୍ୟାପତି ଙ୍କୁ ସେଠାକୁ ନେବା ପାଇଁ ମାନା କରି ଦେଲେ ଏହା ଶୁଣିକି ବିଦ୍ୟାପତି ଚିନ୍ତାରେ ପଡ଼ିଗଲେ ଆଉ ସେ ମନରେ ଭାବିଲେ ସେ କୌଣସି ଉପାୟରେ ନୀଳ ମାଧବଙ୍କର ଦିବ୍ୟ ସ୍ଥାନ ଦେଖି କି ରହିବେ କିଛି ସମୟ ସେଠାରେ ରହିବା ପରେ ବିଦ୍ୟାପତି ଙ୍କୁ ଏହା ଜଣା ପଡ଼ିଗଲା ଶବର ଙ୍କର ମୁଖିଆ ବିଶ୍ଵବାସୁ ହିଁ ନୀଳ ମାଧବଙ୍କ ଭକ୍ତ ଅଟେ ଆଉ ସେ ଭଗବାନଙ୍କ ମୂର୍ତ୍ତି କୁ କେଉଁ ଗୁମ୍ଫା ରେ ନୁଚେଇ କି ରଖୁଛି କିନ୍ତୁ ବିଶ୍ଵାବାସୁ ନିଜର ନିଷ୍ପତି ରୁ ହଟିଲେ ନାହିଁ କିନ୍ତୁ ବିଶ୍ୱବାସୁ ଙ୍କର ଗୋଟିଏ ଝିଅ ମଧ୍ୟ ଥିଲା କିନ୍ତୁ ବିଦ୍ୟାପତି

ତାଙ୍କୁ ଭଲ ପାଉଥିଲେ ଆଉ କିଛି ସମୟ ପରେ ସେ ମୁଖିଆ ଙ୍କର ଝିଅ କୁ ବାହା ହୋଇଗଲେ ଏହି ପ୍ରକାରେ କିଛି ସମୟ ବିତି ଗଲା ଆଉ ଗୋଟେ ଦିନ ବିଦ୍ୟାପତି ତାଙ୍କର ସ୍ତ୍ରୀ କହିଲେ କି ସେ ତାଙ୍କର ପିତାଙ୍କୁ କହିବେ କି ସେ ତାଙ୍କୁ ନୀଳ ମାଧବଙ୍କ ର ଦର୍ଶନ କରେଇ ଦେବେ ମୁଖିଆ ର ଝିଅ ମଧ୍ୟ ନିଜର ପତ୍ନୀ ଧର୍ମ ର ପାଳନ କରି ନିଜର ବାପାଙ୍କ ପାଖରେ ବିନତି କଲେ କି ସେ ତାଙ୍କର ସ୍ବାମୀ ବିଦ୍ୟାପତି ଙ୍କୁ ନୀଳ ମାଧବ ଭଗବାନ ଙ୍କ ଦର୍ଶନ କରେଇ ଦେବା ପାଇଁ ଝିଅର ବିନତି ଶୁଣିକି ବିଶ୍ଵବାସୁ ମଧ୍ୟ ରାଜି ହୋଇଗଲେ କିନ୍ତୁ ସେ ସର୍ତ୍ତ ରଖିଲେ କି ବିଦ୍ୟାପତି ର ଆଖିରେ କପଡା ବାନ୍ଧି କି ହିଁ ସେଠାକୁ ନେଇ କି ଯିବା ପାଇଁ

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.