Breaking News

ଏହି ମନ୍ଦିର ରେ ମାଡ ଖାଆନ୍ତି ଠାକୁର

ସାରାଦେଶ ରେ ହୋଲି ପର୍ବ କୁ ବେସ ଧୁମଧାମରେ ପାଳନ କରାଯାଏ ହୋଲି ପର୍ବ କୁ | ହିନ୍ଦୁ ପର୍ବରେ ହୋଲି ପର୍ବର ମାହାତ୍ମ୍ଯ ରହିଛି ଖୁବ ସ୍ଵତନ୍ତ୍ର | ହୋଲି ର ପ୍ରସିଦ୍ଧି କଥା ଯଦି କହିବା ତେବେ ବ୍ରଜର ହୋଲି ପୃଥୁବୀ ପ୍ରସିଦ୍ଧ | ବ୍ରଜବିହାରୀ ଙ୍କ ହୋଲି ପର୍ବ କୁ ଜୀବନ୍ତ ବୋଲି କୁହାଯାଏ | ବର୍ଷାନା ର ଲକନର ହୋଲି ଦେଖିବାକୁ ବହୁ ଦୂରଦୂରାନ୍ତ ରୁ ଲୋକ ଆସିଥାନ୍ତି |

ବର୍ଷାନା ର କଟେରୀ ଦୁଲହା ସ୍ଥିତ ବ୍ରଜଦୁଲହା ମନ୍ଦିର | ଯେଉଁଠାରେ ବ୍ରଜବିହାରୀ ଙ୍କ ସ୍ୱରୂପ ହରିହରି କୃଷ୍ଣ ଙ୍କୁ ଲାଠି ମଡ କରାଯାଏ | ପୁରାତନ ପରମ୍ପରା ଅନୁଯାଇ ଆଜିବି ଶ୍ରୀ କୃଷ୍ଣ ଙ୍କୁ ଲାଠୀରେ ପିଟାଯାଏ | ଉତ୍ତରପ୍ରଦେଶ ର ବର୍ଷାନାରେ ଅବସ୍ଥିତ ଏହି ବ୍ରଜ ଦୁଲହା ମନ୍ଦିର ଅନ୍ୟ ମନ୍ଦିର ଠାରୁ ସମ୍ପୂର୍ଣ ଭିନ୍ନ ଅଟେ |

କାରଣ ଏହି ମନ୍ଦିରରେ ଥିବା ଭଗବାନ ଙ୍କୁ କେବେଳ ମହିଳା ମାନେ ହିଁ ପୂଜା କରନ୍ତି | ମାନ୍ୟତା ରହିଛି ଏହି ମନ୍ଦିର ରୂପରାଙ୍ଗ କତାରଙ୍ଗ ଙ୍କ ଦ୍ଵାରା ନିର୍ମିତ ହୋଇଥିଲା | ତେବେ ପରମ୍ପରା ଅନୁଯାଇ ତାଙ୍କ ଘର ର ମହିଳା ମାନେ ହିଁ ଏହି ସ୍ୱରୂପ ଙ୍କୁ ପୂଜା କରୁଛନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଏଣିକି ବ୍ୟାଙ୍କ୍ ଏଟିଏମ୍ ରୁ ଟଙ୍କା ଉଠାଇଲେ ଗ୍ରାହକ ମାନଙ୍କୁ ଦେବାକୁ ପଡ଼ିବ ଫାଇନ

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତି। ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ବଡ଼ ଖବର। ଏଣିକି ଏଟିଏମ୍ ରୁ ଟଙ୍କା …

Leave a Reply

Your email address will not be published. Required fields are marked *