Breaking News

ଏହି ମହିଳାଙ୍କର Chori କରିବା ଶୈଳୀ ଦେଖିଲେ ଆପଣଙ୍କର ମୁଣ୍ଡ ଘୁରେଇଦେବ, ଦେଖନ୍ତୁ କେମିତି କରିଲେ…

ଏମିତି ବହୁତ୍ ଚୋରି ଭିଡିଓ ଆମେ ଆପଣଙ୍କୁ ଦେଇଛୁ ଆସା କରୁଛୁ ଏହି ଭିଡିଓ ଟି ମଧ୍ୟ ଆପଣଙ୍କୁ ଭଲ ଲାଗିବ ସର୍ବ ପ୍ରଥମେ ବନ୍ଧୁଗଣ ଦେଖନ୍ତୁ ।

ଦୀନ ସମୟରେ ଏହି ୨ ଜଣ ଚୋର ଆସି କିପରି ବାଇକ୍ ଲକ୍ କୁ ଭାଙ୍ଗି ବାଇକ୍ ଷ୍ଟାର୍ଟ କରିପଲେଇଲେ ଚୋରି କରିବା ଉପାୟ ବହୁତ୍ ପ୍ରକାର ଥାଏ ଦେଖନ୍ତୁ ଏହି କପଡା ଦୋକାନ କୁ ଆସିଥିବା ମହିଳା କପଡା ଦେଖିବାକୁ କହି ନିଜ ଦୋକାନ ଭଳି କପଡା ଦେଖି କେମିତି କପଡା ସବୁ ଚୋରି କରୁଛନ୍ତି ।

କେତେ କ ଚୋର ଅଛନ୍ତି ବଡ଼ ବଡ଼ ମୋବାଇଲ୍ ଦୋକାନ କୁ ଯିବେ ଏମିତି ରେ ସ୍ମାର୍ଟ ଫୋନ୧୦୦୦୦ରୁ ୧୫୦୦୦ ର ହୋଇଥାଏ ଦେଖନ୍ତୁ କିଭଳି ଭାବରେ ଫୋନ କୁ ଦେଖିବାକୁ ଯାଇ କିପରି ସମସ୍ତ ସାମ୍ନାରେ ଚୋରି କରୁଛନ୍ତି ।

ଏଠି ଦେଖନ୍ତୁ ମୁହଁ ରୁ ତ ସାଧୁ ଭଳି ଦେଖା ଯାଉଛନ୍ତି ଦେଖନ୍ତୁ ତାଙ୍କ ର କିଭଳି ହରକତ ଦେଖୁ ଦେଖୁ ସୁନାଚୁଡ଼ି କୁ ନେଇ ଛୁ ସେ କେମେରା କୁ ଦେଖି ନାହାନ୍ତି ଓଢ଼ାନି ଚୋରଣି ମାନଙ୍କୁ ଦେଖିଥିବେ ଦୀନ କୁ ଦୀନ ତାଙ୍କ ଉତ୍ପାତ ବଢୁଛି ।

ଦେଖନ୍ତୁ ଏହି ଭିଡିଓ ରେ କିଭଳି ଏହି ୨ମହିଳା ଆସି ଜଣେ ମାଲିକ କକୁ କଥା ରେ ଫାସେଇ କେମିତି ଓଢାନୀ ରେ ଅନ୍ୟ ଜଣେ ଚୋରି କରୁଛି ।

ଆପଣ ମାନେ ଟ୍ରେନ ରେ ଚୋରି ହେବାର ସୁଣିଥିବେ ହେଲେ ଏଠି ଆଖିରେ ଦେଖନ୍ତୁ ଟ୍ରେନ ଚାଲୁଥିବା ସମୟରେ ଫୋନ କୁ ଜଣେ ଝାଂପି ବାକୁ ଆସିଥିଲା ପିଲାର ଚାଲକ ପାଇଁ ସେ ଚୋରି କରି ପାରିଲାନି ।

ଏଠି ଦେଖନ୍ତୁ ଏକ ମହିଳା ମଲ୍ରେ ଚୋରି କରୁଥିବା ସମୟରେ ରେଡହାଣ୍ଡ ରେ ଧରାପଡିଲେ ଚୋରି କରି କେମିତି ଯୁକ୍ତି କରୁଛନ୍ତି ଦେଖନ୍ତୁ ।

ବନ୍ଧୁଗଣ ଦ୍ଧ୍ୟାନ ଦେଇ ଦେଖନ୍ତୁ ଯିଏ ଏଠି ମୁଣ୍ଡରେ ପନିଆ ମାରୁ ଛନ୍ତି କିମିତି ଫଳ କିଣି ବ୍ୟପରିକୁ ଚେଞ୍ଜ ପଇସା ଦେଇକି ଠକୁଛନ୍ତୀ ସେହି ବ୍ୟକ୍ତି ଦେଖନ୍ତୁ ପୁଣି ଏକ ଲୁଗା ଦୋକାନ କୁ ଗଲେ ସେଥି ମଧ୍ୟ କିଛି କିଣି ଦେଖନ୍ତୁ ଦୋକାନୀ କୁ କେମିତି ଠକୁ ଛନ୍ତି ।

ଏଠି ଦେଖି ପାରୁଥିବା ଗଣେଶ ଚତୁର୍ଥୀ କିପରି ଧୁମ୍ ଧାମରେ ପାଳନ କରୁଛନ୍ତି ଦେଖନ୍ତୁ ଭସାଣି ବେଳେ କିପରି ଏହି ଚୋର ଟି ଫୋନ ଟି ଚୋରି କରି ନେଇଥିଲା ସେହି ସମୟରେ ଚୋରକୁ ଜଣା ନଥିଲା ତାଙ୍କର YouTube ରେ ଭିଡିଓ ରେକଡ୍ ହୋଇଛି ସେଇ ମଧ୍ୟମ ରେ ଚୋର ଟିକୁ ଧରିଥିଲେ ଏହି ବ୍ୟକ୍ତି ସୁରଟ ର ବୋଲି ଜଣା ପଡିଲା ।

ଏହି ଭାଇ ଜଣଙ୍କୁ ଦେଖନ୍ତୁ ଲାଗୁଚି ଙ୍କ ଭଳି ବୋକା ଦୁନିଆରେ କେହି ନଥିବେ କେମେରାରେ ଫେସ୍ ଦେଖେଇ ଚୋରି କରିବାକୁ ଯାଉଛନ୍ତି ।

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.