Breaking News

ଏହି ମହା ପଞ୍ଚୁକରେ ଭୁଲୁରେ କରନ୍ତୁ ନାହିଁ ଏହି ୫ଟି କାମ ନହଲେ Apana ପୁରା ଜୀବନ ସାରା ଦରିଦ୍ର ହୋଇ ରହିଯିବେ !

ନମସ୍କାର ବନ୍ଧୁଗଣ ମହା ପଂଚୁକ ଓ କାର୍ତ୍ତିକ ପୂର୍ଣ୍ଣିମା ଏହି ପାଞ୍ଚ ଦିନ ମଧ୍ୟ ରେ ଭୁଲ ରେ ବି କରନ୍ତୁ ନାହିଁ ଏହି ପାଞ୍ଚ ଟି କାମ ନଚେତ୍ ଦରିଦ୍ର ତା ଗ୍ରାସ କାରିନେବ ଆସନ୍ତା କାଲିଠାରୁ ଆରମ୍ଭ ହେବ କୁ ଯାଉଛି ମହା ପଂଚୁକ ଏବଂ ଏହି ପଂଚୁକ ର ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା ଭାବରେ ପାଳନ କରାଯିବା ଏହି ପାଞ୍ଚ ଦିନ କୁ ବୋହୁତ ପବିତ୍ର ମନା ଯାଇଥାଏ ଏହି ଦିନ ଲୋକ ମାନେ ଦାନ ଓ ଧର୍ମ କର୍ମ ରେ ସମୟ ଅତି ବାହିତ କରିଥାନ୍ତି ଏହି ସମୟ ଶୁଭ ହୋଇଥିବାରୁ ଏହି ଦିନ ରେ ଧନ ର ଦେବୀ ମାତା ଲକ୍ଷ୍ମୀ କୁ ପ୍ରସନ୍ନ କରିବା ପାଇ ବିଭିନ୍ନ ଉପାୟ ମଧ୍ୟ କରାଯାଇଥାଏ |

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ସମୟରେ ପୂଜା ପାଠ କଲେ ଶୁଭ ଫଳ ମିଳିଥାଏ ଯଦି ଏହି ଶୁଭ ସମୟରେ ଆମେ କିଛି ଅଶୁଭ କାମ କରିଦେଉଛି ତେବେ ଆମେ କରିଥିବା ସବୁ ଧର୍ମ ଆଉ ସବୁ କର୍ମ ର ଫଳ ଅଶୁଭ ହୋଇଥାଏ ଯାହା ଫଳରେ ଆମକୁ ସର ଜୀବନ ଦୁଃଖ ଓ ଅଭାବ ଅନଟନ ରେ ବିତାଇବା କୁ ପଡ଼ିଥାଏ | ତେବେ ଆସନ୍ତୁ ଜାଣିବା କଣ ସେହି କାମ ଯାହା କୁ ଏହି ପଂଚୁକ ସମୟରେ କରିବା ଅନୁଚିତ୍ ତେବେ ଆସନ୍ତୁ ଜାଣିବା |

ନମ୍ୱର୍ ୧ ସକାଳେ ଡେରିରେ ଉଠିବ ଅନୁଚିତ୍ ଏହି ସବୁ ସମୟରେ ବ୍ରହ୍ମ ମୁହୂର୍ତ୍ତ ରୁ ଉଠିବ ଉଚିତ୍ ଯେଉଁ ଲୋକ ଏହି ଦିନ ରେ ସୂର୍ଯ୍ୟ ଉଦୟ ପରେ ମଧ୍ୟ ଶୋଇ ରହିଥାନ୍ତି ସେମାନଙ୍କୁ କୃପା ପ୍ରାପ୍ତ ହୋଇନଥାଏ ନମ୍ୱର୍ ୨ କ୍ରୋଧ କରନ୍ତୁ ନାହିଁ ଏବଂ ଏହି ଖରାପ ଅଭ୍ୟାସ କୁ ନୀୟତ୍ରଣା କରନ୍ତୁ ନାହିଁ ନିଜ ଘର ପରିବେଶ କୁ ଶାନ୍ତ ରଖନ୍ତୁ କ୍ରୋଧ କରନ୍ତୁ ନାହିଁ ଓ ଜୋର୍ ରେ ଚିତ୍କାର କରନ୍ତୁ ନାହିଁ ଏବେ ଏହି ସବୁ କରିବା ଅନୁଚିତ୍ ହୋଇଥାଏ ଯେଉଁ ମାନେ ଏପରି କରିଥାନ୍ତି ତାଙ୍କୁ ମାତା ଲକ୍ଷ୍ମୀ କର କୃପା ହୋଇନଥାଏ |

ନମ୍ୱର୍ ୩ ବାଦ ବିବାଦ କରନ୍ତୁ ନାହିଁ ଘରେ କୌଣସି ପ୍ରକାର ର କଳହ ବା ଆସନ୍ତି କରନ୍ତୁ ନାହିଁ ଯେଉଁଥି କଳହ କିମ୍ବା ଝଗଡ଼ା ହୋଇଥାଏ ସେଠାରେ ମାତା ଲକ୍ଷ୍ମୀ କର କୃପା ହୋଇନଥାଏ ଏବଂ କାହା ସହ ଝଗଡ଼ା କରନ୍ତୁ ନାହିଁ ଆସନ୍ତା ମନରେ କରାଯାଇଥିବା କର୍ମ ସଫଳ ହୁଏନାହିଁ | ନମ୍ୱର୍ ୪ ଘରକୁ ଅପରିଷ୍କାର କରନ୍ତୁ ନାହିଁ ଏହି ସମୟରେ ସଫା ସୁତୁରା ରହିବା ଉଚିତ୍ ଘରେ ଅଳିଆ ରହିବ ଉଚିତ୍ ନୁହେଁ ଘର ର କୋଣ ଅନୁକୋଣ ସଫା କରିବା ଉଚିତ୍ କେଉଁ ପ୍ରକାର ର ଦୁର୍ଗନ୍ଧ ରହିବ ଉଚିତ୍ ନୁହେଁ ଘରେ ସଫା ରହିବ ଉଚିତ ନମ୍ୱର୍ |

୫ ନିଶା ଦ୍ରବ୍ୟ ସେବନ କରିବା ଏହି ଶୁଭ ସମୟରେ କୌଣସି ପ୍ରକାର ର ନିଶା ଦ୍ରବ୍ୟ ସେବନ କରିବା ଅନୁଚିତ୍ ମାନ୍ୟତା ଅଛି କୁ ଯେଉଁ ଲୋକ ନିଶା କରନ୍ତି ତାଙ୍କର ସବୁବେଳେ ଅସୁବିଧା ହୋଇଥାଏ ନିଶା କାରଣ ରୁ ଘର ର ଆସନ୍ତି ଓ ମାନସିକ ଚିନ୍ତା ବୃଦ୍ଧି ପାଇଥାଏ ବନ୍ଧୁଗଣ ଆପଣ ମାନେ ଏହି ପଂଚୁକ ସମୟରେ ଏହି ପାଞ୍ଚଟି କାମ କରନ୍ତୁ ନାହିଁ |

About odisha news

Check Also

ମା Lakhmi କୃପାରୁ ଆସନ୍ତା କାଲିଠାରୁ ଏହି 5ଟି ରାଶିର ଭାଗ୍ୟ ହୀରା ଠାରୁ ବି ଅଧିକ ଚମକି ଉଠିବ, ଦେଖନ୍ତୁ ଆପଣଙ୍କ ରାଶି ଅଛିତ !

ନମସ୍କାର ବନ୍ଧୁଗଣ ଆମ ଜୀବନ ରେ ଚାଲିଥିବା ସୁଖ ଓ ଦୁଃଖ ଆଦି ଗ୍ରହ ମାନକର ଗତି ବିଧି ଉପରେ …

Leave a Reply

Your email address will not be published.