Breaking News

ବଡ ଦୁଃ — ଖ ଖବର – ଏହି ଲୋକପ୍ରିୟ ନାୟିକା ଆଉ ଏଇ ଦୁନିଆରେ ନାହାନ୍ତି

ଦୁଃଖ ଦାୟକ ର ଖବର ବଲିଉଡ୍ ସିନେମା ଇଣ୍ଡଷ୍ଟ୍ରି ର ଜଣେ ଅଭିନେତ୍ରୀ ଆଉ ଏହି ଦୁନିଆ ରେ ନାହାନ୍ତି । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ବଲିଉଡ୍ ଇଣ୍ଡଷ୍ଟ୍ରି ର ଜଣା ଶୁଣା ଅଭିନେତ୍ରୀ ଆରିୟା ବାନାର୍ଜୀ । ଆପଣ ମାନେ ନିଶ୍ଚୟ ଦେଖିଥିବେ ଆରିୟା ବାନାର୍ଜୀ ଙ୍କ ଜବରଦସ୍ତ ଅଭିନୟ ଟିଭି ଶୋ ରେ । ବଡ଼ ଦୁଃଖ ର ଖବର ଆମେ ମାନେ ତାଙ୍କର ଅଭିନୟ ଦେଖି ପାରିବା ନାହିଁ । ଅର୍ଚ୍ଚନାକ ତାଙ୍କ ମୃ — ତ ଦେହ ତାଙ୍କ ବେଡ଼ ରୁମ୍ ରୁ ପୋଲିସ ଉଦ୍ଧାର କରିଛି ।

ଦେଖିବାକୁ ଗଲେ ତାଙ୍କ ବିଛଣା ତଳେ ତାଙ୍କ ମୃ — ତ ଦେହ ଦେଖିବକୁ ମିଳିଛି ଏବଂ ତାଙ୍କର ଏହି ମୃତ ଶରୀର ର ମୁହଁ, ନାକ ରେ ର — କ୍ତ ଲାଗିଥିବାର ଦେଖିବାକୁ ମିଳିଛି ଏହା ସହିତ ତାଙ୍କ ଛାତ୍ ଘର ଡୋର୍ ମଧ୍ୟ ଖୋଲା ରାହି ଥିଲା । ସେଥି ପାଇଁ ପୋଲିସ ର ସନ୍ଦେହ ବିଭିନ୍ନ ଆଡକୁ ଯାଉଛି ଯେ ତାଙ୍କୁ କାନ ହ –  — ତ୍ୟା କରାଯାଇଛି ନ ତାଙ୍କ ମୃ – – ତ୍ୟୁ ପଛ ରେ ଆଉ କିଛି ଅଲଗା କାରଣ ଅଛି ତାହା ପୋଷ୍ଟବଟମ ସରିବା ପରେ ହିଁ ପୋଲିସ ରିପୋର୍ଟ ଦେଇ ପାରିବ । ଆହୁରି କୁହାଯାଇଛି ଯେ ତାଙ୍କୁ ୨ ବର୍ଷ ପୂର୍ବ ରୁ ହେପାଟାଇଶ୍ ରେ ଆକ୍ରାନ୍ତ ଥିଲେ ଏବଂ ତାଙ୍କ କିଡିନୀ ମଧ୍ୟ କିଛି ଖରାପ୍ ଥିଲା ସେ ମଧ୍ୟ ମେଡିସିନ ଖାଉନଥିଲେ ।

ଏପଟେ ଦେଖିଲେ ତାଙ୍କ ବେଡ୍ ରୁମ୍ ଭିତରେ ଖାଲି ଟିସୁ ପେପର ମିଳିଛି ଏବଂ ଏହି ଟିସୁ ରେ ର — କ୍ତ ମଧ୍ୟ ଲଗିଛି । ବଲିଉଡ ଇଣ୍ଡଷ୍ଟ୍ରି ର ଆରିୟା ବାନାର୍ଜୀ ତାଙ୍କ ମୃ – – ତ୍ୟୁ ଅନେକ ଗୁଡ଼ିଏ ସନ୍ଦେହ ଘର କୁ ଠେଲି ଦେଇଛି । ତାଙ୍କର ଅସଲି ନାମ ଥିଲା ଦେବଦତ୍ତା । ଆରିୟା ବାନାର୍ଜୀ ଙ୍କୁ ଆପଣ ମାନେ ଅନେକ ଚଳଚ୍ଚିତ୍ର ରେ ହିରୋଇନ୍ କରିଥିବା ର ଦେଖିଛନ୍ତି । ଆପଣ ଙ୍କ ପ୍ରିୟ ଚଳଚ୍ଚିତ୍ର ଡ଼ାର୍ଟ୍ ପିକଚର୍ ରେ ସେ ହେରୋଇନି କରିଥିଲେ । ଏହି ଫିଲ୍ମ୍ ଟି ଲୋକ ପ୍ରିୟ ହାସଲ କରିଥିଲା । ଏବଂ ତାଙ୍କର ଅନ୍ୟ ଫିଲ୍ମ୍ ବିଦ୍ୟାବାଲାନ୍, ଇମ୍ରାନ୍, ଏମିତି ଅନେକ ଫିଲ୍ମ୍ ମଧ୍ୟ ତାଙ୍କ କ୍ୟାରିଅର ଭିତରେ କରିସାରିଥିଲେ ।

ମାତ୍ର ଅଳପ ବୟସ ଭିତରେ ତାଙ୍କର ଅର୍ଚ୍ଛାନକ୍ ରହସ୍ୟ ର ମୃତ୍ୟୁ ସମସ୍ତ ଙ୍କୁ ସନ୍ଦେହ ଘର କୁ ଠେଲି ଦେଇଛି । ତାଙ୍କର ଫ୍ୟାନ ମାନ ଙ୍କ ମନ ରେ ବର୍ତ୍ତମାନ ସମୟ ରେ ଶୋକ ର ଛାୟା ଖେଳିଯାଇଛି ବଲିଉଡ୍ ରେ ମଧ୍ୟ ଶୋକ ର ଛାୟା ଖେଳିଯାଇଛି । ସେହିପରି ବଲିଉଡ୍ ଚଳଚ୍ଚିତ୍ର ର ଅଭିନେତା ରାଜପୁତ ସୁଶାନ୍ତ ସିଂ ଙ୍କ ମରିବା ର ଛଅ ମାସ ପୂରି ସାରିଲେ ମଧ୍ୟ ଆଜି ପି ତାଙ୍କ ଫ୍ୟାନ୍ ମାନ ଙ୍କ ମନ ରୁ ଦୁଃଖ ଦୂର୍ ହୋଇନାହିଁ । ସେହିଭଳି ଆରିୟା ବାନାର୍ଜୀ ଙ୍କ ମୃ – – ତ୍ୟୁ ସମସ୍ତ ଙ୍କୁ ସନ୍ଦେହ ଘର କୁ ଠେଲି ଦେଇଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପୋଷ୍ଟ ଅଫିସର ଏହି ଦମଦାର ସ୍କିମରେ ୧୫୦ ଟଙ୍କା ଆପଣଙ୍କୁ କରି ଦେବ ଲକ୍ଷପତି, କେମିତି କଣ କରିବେ ଜାଣନ୍ତୁ

ଦର୍ଶକ ବନ୍ଧୁ ମାତ୍ର 150 ଟଙ୍କା ରଖନ୍ତୁ ମିଳିବ 15 ଲକ୍ଷ , ହଁ ବନ୍ଧୁ ଆପଣ ଙ୍କୁ ଆଶ୍ଚର୍ଯ୍ୟ …

Leave a Reply

Your email address will not be published. Required fields are marked *