ଦର୍ଶକବନ୍ଧୁ ଭଗବାନ ଭୋଳା ଶଙ୍କରଙ୍କୁ ଉପାସନାରେ ସନ୍ତୁଷ୍ଟ କରାଇ ଅସାଧ୍ୟ ରୋଗରୁ ମଧ୍ୟ ମୁକ୍ତି ପାଇଥାନ୍ତି ଅନ୍ୟ କେହି ନିଜର ଅସଜଡ଼ା ଦାମ୍ପତ୍ୟ ଜୀବନକୁ ସଜାଡିବାରେ ଲାଗି ପଡ଼ନ୍ତି ସେହିପରି ଆପଣ ମଧ୍ୟ ନିଜର ଭାଗ୍ୟକୁ ଆହୁରି ଭାଗ୍ୟ ସାଳି କରିବା ଲାଗି ଶ୍ରବଣ ମାସରେ କିଛି ବିଶେଷ ଉପୟ ବାଛିନିଅନ୍ତୁ |
ଦର୍ଶକବନ୍ଧୁ ଆସନ୍ତୁ ଜାଣି ନବା କଣ ସେହି ଉପାୟ ଗୁଡିକ ଯାହାକୁ କରିବା ଦ୍ୱାରା ଆପଣ ନିଜର ଦାମ୍ପତ୍ୟ ଜୀବନକୁ ଶୁଖ କରିବା ସହିତ ଆପଣଙ୍କ ଘରେ ସୁଖ ଶାନ୍ତିର ଲହରୀ ଲାଗିରହିବ ଏବଂ ଘରେ କେବେବି ଅସନ୍ତି ପଶି ପାରିବ ନାହିଁ ଏବଂ ଘରେ ସର୍ବଦା ଧନ ପୁର୍ଣ୍ୟ ହୋଇ ରହିବ | ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିନେବା
କଣ ସେହି ଉପାୟ ଗୁଡିକ ଦର୍ଶକବନ୍ଧୁ ଶିବ ଲିଙ୍ଗ ଉପରେ ଜଳ ବେଲପତ୍ର ଏବଂ ସୁଗନ୍ଧ ଦ୍ରବ୍ୟ ସୋମବାରରେ ଅର୍ପଣ କରନ୍ତୁ ଓ ପ୍ରତି ଦିନ ଶିବ ପୁରାଣ ପାଠ କରନ୍ତୁ ଶିବ ଲିଙ୍ଗ ରୁଦ୍ରାକ୍ଷ ସ୍ପର୍ଶ କରାଇ ଧାରଣ କରନ୍ତୁ ସମ୍ପୁର୍ଣ ନିଷ୍ଠାର ସହିତ ମହାଦେବଙ୍କୁ ପୂଜା କରନ୍ତୁ ବିଭିନ୍ନ ସମସ୍ୟା ମଧ୍ୟରୁ ଶାରୀରିକ ପୀଡା ବା ରୋଗ ହେଉଛି ଅନ୍ୟତମ ତେଣୁ ଯେକୌଣସି ରୋଗରୁ ରକ୍ଷା ପାଇବ ପାଇଁ ହେଲେ ଶ୍ରବଣ ମାସରେ ଆପଣାନ୍ତୁ ଏହି ସବୁ ଉପାୟ |
ଶ୍ରବଣ ମାସରେ ସକାଳେ ଶୀଘ୍ର ଉଠି ସ୍ଥାନ କରନ୍ତୁ ସ୍ଥାନ ଜଳରେ ଦୁଇ ବୁନ୍ଦା ଗଙ୍ଗା ଜଳ ପକାଇ ଦିଅନ୍ତୁ ସ୍ଥାନ ସାରିବା ପରେ ଭଲ ବସ୍ତ୍ର ପରିଧାନ କରନ୍ତୁ ଏହା ପରେ ଏକ ଥାଳିରେ ରକ୍ଷା ସୁତା ଚାଉଳ ଦୁବ ଦୀପ ଧଳା ଚନ୍ଦନ କଦଳୀ ଏବଂ ହଳଦିଆ ରଙ୍ଗର କିଛି ଫଳ ଧଳା ମିଠା ଗଙ୍ଗା ଜଳ ଏବଂ ପାଞ୍ଚମୂତ୍ର ଆଦି ବେଇ ମହାଦେବଙ୍କ ମନ୍ଦିରକୁ ଯାଆନ୍ତୁ |
ଯଦି ସମ୍ଭବ ହୁଏ ଖାଲି ପାଦରେ ଶିବ ମନ୍ଦିର ଯାଆନ୍ତୁ ମନ୍ଦିରରେ ପହଞ୍ଚି ବିଧି ଅନୁଯାଇ ପୂଜା କରିନିଅନ୍ତୁ ଗାଈ ଘିଅର ଦୀପ ଓ ଧୂପ କାଠି ଜଳାଇବା ପରେ ସେଠାରେ ବସି ଶିବ ଚାଳିଶିୟା ପାଠ କରନ୍ତୁ ଏବଂ ଶେଷରେ ଯାହା ମନସ୍କାମନା ପୁର୍ଣ ପାଇଁ ପର୍ଥନା କରି ଘରକୁ ଫେରି ଆସନ୍ତୁ |
ଏହି ଭଳି ଶ୍ରବଣ ମାସରେ ସୋମବାର ଦିନ କରିବା ଦ୍ୱାରା ସବୁ ଦୁଃଖ କଷ୍ଟ ଦୂର ହୋଇଥାଏ ଏବଂ ଆପଣଙ୍କ ଘରେ ପରିବାରର ଦାମ୍ପତ୍ୟ ଜୀବନରେ ସର୍ବଦା ସୁଖ ଶାନ୍ତ ଲାଗି ରହିଥାଏ ଏବଂ ଘରେ କେବେ ଧନ ଅଭାବ ରହେ ନାହିଁ | ତେବେ ବନ୍ଧୁଗଣ ଆପଣଙ୍କୁ କଣ ଲାଗୁଛି ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |