Breaking News

ଏହି କାରଣ ପାଇଁ ରାସ୍ତା ମଝିରେ ହଇରାଣ ହେଲେ ବାବୁଶାନ ମହାନ୍ତି !

ନମସ୍କାର ଦର୍ଶକବନ୍ଧୁ ବେକାର ରେ ଟ୍ରାଫିକ ରେ ଫସି ହଇରାଣ ହୋଇଛନ୍ତି ଓଡ଼ିଆ ହିରୋ ବାବୁଶାନ୍ ମହାନ୍ତି | ତେବେ ଦର୍ଶକବନ୍ଧୁ ସେ କଣପାଇଁ ଟ୍ରାଫିକ ରେ ଫେସିଲେ ଓ ତାଙ୍କ ସହ କଣ ହୋଇଥିଲା | ତେବେ ଦର୍ଶକବନ୍ଧୁ ଆଲିଉଡ ର ଜବରଦସ୍ତ ହିରୋ ବାବୁଶାନ୍ ମହାନ୍ତି ଙ୍କୁ ତ ଆପଣମାନେ ନିଶ୍ଚିନ୍ତ ଭାବରେ ଜାଣିଥିବେ | ତାଙ୍କର ବୋହୁତ ସାରା ସିନେମା ଆପଣମାନେ ଦେଖିଥିବେ ତେବେ ଆଜି ର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ବୋହୁତ ଜୋର୍ ରେ ଭାଇରାଲ ହେବାର ଲାଗିଛି | ଯେଉଁଠି ବାବୁଶାନ୍ ଟ୍ରାଫିକ ରେ ରହିଛନ୍ତି ଯେଉଁଠାରେ ବୋହୁତ ସାରା ଲୋକ ମାନେ ତାଙ୍କୁ ଘରିକେ ରହିଛନ୍ତି |

ଓ ସେ ଟ୍ରାଫିକ ରେ ଫସିଯାଇଛନ୍ତି ଏପରି ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେବାକୁ ଲାଗିଛି | ତେବେ ଗତକାଲି ଆପଣ ମାନେ ଜାଣିଥିବେ ଅଟୋ ଡ୍ରାଇଭର ମାନଙ୍କର ଷ୍ଟ୍ରିଇକି ହୋଇଥିଲା | ସେ ନବୀନ ନିବାସ ପାଖକୁ ଆସିଥିଲେ ନିଜର ଦାବି ପୂରଣ କରିବାପାଇଁ | କିନ୍ତୁ ସେମାନେ ହାତରେ ଠେଙ୍ଗା ଧରିଥିଲେ | ଆଉ ଏଥିରେ ବୋହୁତ ସର ଲୋକ ମାନେ ଘରେ ରହି ମଧ୍ୟ ହୋଇଥିଲେ | ତେବେ ଏହି ସମୟ ର ଏକ ଭିଡିଓ ବୋହୁମାତ୍ର ରେ ଭାଇରାଲ୍ ହେବାକୁ ଲାଗିଛି | ଯେଉଁଠି ବାବୁଶାନ୍ ଟ୍ରାଫିକ ରେ ଫଶିଯାଇଛନ୍ତି ଓ ବୋହୁତ ସମୟ ଅପେକ୍ଷା କଲାପରେ ମଧ୍ୟ କୌଣସି ସୁବିଧା ମିଳୁନାହିଁ |

ତେବେ ଖରା ରେ ହନ୍ତସନ୍ତ ହୋଇଛନ୍ତି ଅଲିଉଡ ର ଜବରଦସ୍ତ ହିରୋ ବାବୁଶାନ୍ ମହାନ୍ତି | ତେବେ ଫ୍ରେଣ୍ଡସ ଆଗାମୀ ଦିନରେ ବାବୁଶାନ୍ ଙ୍କ ଦୁଇଟି ନୂଆନୂଆ ଫିଲ୍ମ ରହିଛି ଯାହାକି ରିଲିଜ୍ ହୋଇନାହିଁ ତେବେ ଆପଣଙ୍କୁ ବାବୁଶାନ୍ କିପରି ଲାଗନ୍ତି ଓ ତାଙ୍କର ଅଭିନୟ କିପରି ଲାଗେ ଆମକୁ କମେଣ୍ଟ ମଧ୍ୟମରେ ରେ ନିଶ୍ଚିନ୍ତ ଭାବରେ ଜଣାନ୍ତୁ |

About odisha news

Check Also

ଅନୁଭବ ଙ୍କ ଘର ଛାଡିବା ପରେ ନିଜ ମା ଙ୍କ ସହ କିଛି ଏପରି ଭାବରେ ସମୟ ବିତାଉଛନ୍ତି ଓଡ଼ିଆ ହିରୋଇନ Barsha ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ !

ନମସ୍କାର ଦର୍ଶକବନ୍ଧୁ ଅନୁଭବଙ୍କ ଘର ଛାଡିଛନ୍ତି ବର୍ଷା ପ୍ରିୟଦର୍ଶିନୀ ଏବଂ ନିଜ ବାପ ଘରେ କେମିତି ଚଳୁଛନ୍ତି ଆସନ୍ତୁ ଜାଣିବା …

Leave a Reply

Your email address will not be published.