ଝିଅ ଆମର ନୂଆ ବୋହୁ ସିରିଏଲ ଛାଡି ସାରିଛନ୍ତି ହିରୋ ଶିବ ଏହାକୁ ନେଇ ଅନେକ ସାରା କଳ୍ପନା ଜଳ୍ପନା ମଧ୍ୟ ଲାଗିରହିଛି ତେବେ ସମସ୍ତଙ୍କର ଏହାର ସତ୍ୟତା ଜାଣିବାକୁ ଚାହୁଁଛନ୍ତି କି କେଉଁ କାରଣ ପାଇଁ ଶିବ ଏହି ଧାରାବାହିକ କୁ ଛାଡି ଦେଇଛନ୍ତି ତେବେ ବନ୍ଧୁଗଣ ଆଜି ଆସନ୍ତୁ ଜାଣିବା କେଉଁ ବଡ଼ କାରଣ ପାଇଁ ଶିବ ଏହି ସିରିଏଲ କୁ ଛାଡିଦେଇଛନ୍ତି |
ତେବେ ଦର୍ଶକବନ୍ଧୁ ଆପଣ ତ ଜାଣିଥିବେ ଝିଅ ଆମର ନୂଆ ବୋହୁ ସିରିଏଲ ରେ ଶିବ ଭୂମିକାରେ ଅଭିନୟ କରୁଥିବା ଅଭିଜିତ ହିରୋ କ୍ୟାରେକ୍ଟର ସହ ନେଗେଟିଭ ରୋଲ ରେ ଅଭିନୟ କରି ସାରା ଓଡ଼ିଶାର ଲୋକମାନଙ୍କ ମନକୁ ବେଶ ଜିତିପାରିଥିଲେ ଅଭିଜିତ ବା ହିରୋ ଶିବ |
ତେବେ ବନ୍ଧୁଗଣ ବହୁତ କମ ଦିନ ମଧ୍ୟରେ ଏହି ଧାରାବାହିକ ଟି ବହୁତ ଲୋକପ୍ରିୟତା ହେବା ସହ ଲୋକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇବାରେ ସଫଳ ମଧ୍ୟ ହୋଇପାରିଥିଲା ତେବେ ବନ୍ଧୁଗଣ ଏହି ସିରିଏଲ ରେ ଶିବଙ୍କ ଜବରଦସ୍ତ ଅଭିନୟ ସାରା ଓଡ଼ିଶାରେ ବେଶ ଲୋକପ୍ରିୟତା ହୋଇପାରିଥିଲା |
ତେବେ ବନ୍ଧୁଗଣ ଏହି ଅଭିନୀତ ଧାରାବାହିକରେ ଶିବ ଙ୍କୁ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା ଆଗରୁ ଶିବ ଅନେକ ସାରା ଫିଲ୍ମ ରେ ମଧ୍ୟ ନଜର ଆସିଛନ୍ତି ତେବେ ବନ୍ଧୁଗଣ ଶିବ ଏହି ଧାରାବାହିକ କୁ ଛାଡିବାର ପ୍ରକୃତ କାରଣ କଣ ସ୍ପଷ୍ଟ କରିନଥିଲେ ମଧ୍ୟ ଶିବକୁ ମିଳିଛି ଏକ ବଡ଼ ପ୍ରୋଜେକ୍ଟ ଯେଉଁଥିରେ ଶିବ ଏକ ଦମଦାର ଏଣ୍ଟ୍ରି କରିବାକୁ ଯାଉଛନ୍ତି |
ତେବେ ବନ୍ଧୁଗଣ ଶିବ ଏକ ନୂଆ ପ୍ରୋଜେକ୍ଟ ରେ ନଜର ଆସିବାକୁ ଯାଉଛନ୍ତି ଯେଉଁଥିରେ ସେ ଦମଦାର ଏଣ୍ଟ୍ରି ରେ ନଜର ଆସିବେ ତେବେ ବନ୍ଧୁଗଣ ଆପଣମାନଙ୍କୁ ଶିବଙ୍କ ଜବରଦସ୍ତ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |
Check Also
ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…
ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …