ବନ୍ଧୁଗଣଲକ୍ଷ୍ମୀ ମନ୍ଦିର ପରିସରରେ ଶୀତଳ ପବନ ବୋହିବାର କାରଣ କଣ ଆପଣମାନେ ଜାଣିଛନ୍ତି କି ତେବେ ଚାଲନ୍ତୁ ଜାଣିବା ଏହା ବିଷୟରେ ରହସ୍ୟ ମୟ କଥା | ଶ୍ରୀକ୍ଷେତ୍ରରେ ମହାଲକ୍ଷ୍ମୀ ଙ୍କ ମନ୍ଦିରରେ ବର୍ଷତମ ଦିନ ରାତି ଶୀତଳ ପବନ ବୋହିବାର ରହସ୍ୟ ସମସ୍ତଙ୍କୁ ଚକିତ କରେ ଏଇ ସମ୍ପର୍କରେ ଏକ କାହାଣୀ ରହିଛି ଯାହା ଭଗବାନ ଲୀଳାର ମହତ୍ୱ ପ୍ରକାଶ କରେ |
ଦର୍ଶକବନ୍ଧୁ ମହାଲକ୍ଷ୍ମୀ ହେଉଛନ୍ତି ସମୁଦ୍ରଙ୍କ ଝିଅ ଏବଂ ଶ୍ରୀ ଜଗନ୍ନାଥ ବିଷ୍ଣୁ ହେଉଛନ୍ତି ସମୁଦ୍ର ଙ୍କ ଜୁଆଇଁ ସେ କାଳରେ ବିଜୁଳି ପଙ୍ଖା ନଥିଲା ସମୁଦ୍ର ଲୁଣିଆ ପବନ ଦେହରେ ବାଜି ଦେହ ଅଠା ଅଠା ଲାଗିବାରୁ ଶ୍ରୀ ଜଗନ୍ନାଥ ଦିନେ ମହାଲକ୍ଷ୍ମୀ ଙ୍କୁ କହିଲେ ତୁମ ବାବା କୁ କହିବ ଏମିତି ଯଦି ହଇରାଣ କରନ୍ତି ତେବେ ତୁମକୁ ତୁମର ବାପ ଘରକୁ ପଠାଇ ଦେବି |
ଏହା ପରେ ଲକ୍ଷ୍ମୀ ବାପାଙ୍କୁ ଜଣାଇଲେ ସେ କହିଲେ ଆଲୋ ଝିଅ ଗ୍ରହ ମାନଙ୍କର ସଂଖ୍ୟା 9 ବୋଲି କୁହାଯାଏ ମଙ୍ଗଳ ସ୍ରୋତରେ ମାନବ ଶରୀରର ବିଭିନ୍ନ ଅଙ୍ଗକୁ ଭିନ୍ନ ଭିନ୍ନ ଦେବତାଙ୍କ ବାସସ୍ଥଳୀ ବୋଲି କୁହାଯାଇଛି ଏବଂ ପ୍ରତିଦିନ ଶରୀରର ବିଭିନ୍ନ ଅଙ୍ଗକୁ ମନେ ପକାଇବା ସହିତ ଶଯ୍ୟା ରୁ ଉଠିବା ସମୟ ଏବଂ ଶଯ୍ୟା କୁ ଗଲାବେଳେ ଆରୋଗ୍ୟ ଦେବୀଙ୍କୁ ଦର୍ଶନକଲେ ସର୍ବ ମଙ୍ଗଳ ହୁଏ |
ଦର୍ଶକବନ୍ଧୁ ଶଯ୍ୟା ତ୍ୟାଗ କରି ପିତା ମାତା ଗୁରୁ ଗୁରୁଜନ ମାନଙ୍କୁ ନମସ୍କାର କଲେ ସେ ଦିନରେ ସମସ୍ତ ଗ୍ରହରଷ୍ଟ ଖଣ୍ଡନ ହୁଏ ଏବଂ ସକଳ କାର୍ଯ୍ୟରୁ ସୁଫଳ ମିଳେ ପ୍ରତିଦିନ ଗୁରୁ ଗୁରୁଜନ ମାନଙ୍କ ଆଶ୍ରୀବାଦ ନେବା ଉଚିତ | ତେବେ ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |
Check Also
ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…
ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …